Latest Odisha News
Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

ଲଦାଖ ପରିଦର୍ଶନରେ ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ଠାରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇଛି । ଚୀନ୍ ସହ ଅମୀମାଂଶିତ ସୀମା ନିରାପତ୍ତା ସ୍ଥିତି ସମୀକ୍ଷା କରିବାକୁ ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ ଲଦାଖ ପରିଦର୍ଶନରେ ଯାଇଥିଲେ ।  ‌ଜେନେରାଲ୍ ନରୱଣେ…

କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି

ନୂଆଦିଲ୍ଲୀ: କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି । ଶନିବାର ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ୍ ଷ୍ଟଡିଜ ଏହି ରିପୋର୍ଟ ପ୍ରକାଶ କରିଛି । କିଛି ଦିନ ତଳେ କାବୁଲରେ ହୋଇଥିବା ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଇଏସଆଇର ହାତ ଥିଲା । ଏହାର ଅଭିଯୋଗରେ…

କରୋନା ପ୍ରଭାବ: ଅମରନାଥ ଯାତ୍ରା ରଦ୍ଦ

ଜମ୍ମୁ: କରୋନା ଭାଇରସ ପ୍ରଭାବ ଯୋଗୁ ୨୦୨୦ ପାଇଁ ଅମରନାଥ ଯାତ୍ରାକୁ ରଦ୍ଦ କରି ଦିଆଯାଇଛି । ଚଳିତ ବର୍ଷ ୨୩ ଜୁନରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା । ଜମ୍ମୁ ରାଜଭବନରେ ବୁଧବାର ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୂ ଏହା ଘୋଷଣା କରିଥିଲେ । ଗତବର୍ଷ ଅଗଷ୍ଟରେ ୩୭୦ ଧାରା ଉଠିବା ପରେ ସୁରକ୍ଷା…

ଏସିଆର ଟ୍ୟୁଲିପ ଗାର୍ଡେନରେ ୧୩ ଲକ୍ଷ ଫୁଲ, ଦେଖିବାକୁ କେହି ନାହାନ୍ତି

ଶ୍ରୀନଗର: ଏସିଆର ସବୁଠାରୁ ବଡ ଫୁଲ ବଗିଚା ଟ୍ୟୁଲିପ୍ ଗାର୍ଡେନରେ ନୂଆ ଋତୁ ଆସିଛି କହିଲେ ଭୁଲ ହେବ ନାହିଁ । ୩୦ ହେକ୍ଟର ବିଶିଷ୍ଟ ଇନ୍ଦିରାଗାନ୍ଧୀ ମେମୋରିଆଲ ଟ୍ୟୁଲିପ୍ ଗାର୍ଡେନରେ ୧୩ ଲକ୍ଷ ଫୁଲ ଫୁଟିଛି । ତାହା ପୁଣି ୫୫ ପ୍ରକାରର । ଯାହାକୁ ଦେଖିବାକୁ ପର୍ଯ୍ୟଟକ ଓ ଫୁଲପ୍ରେମୀ ମାନେ…

ଜମ୍ମୁ-କଶ୍ମୀରରେ ୪ ହିଜବୁଲ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ଶନିବାର ଏକ ବହୁତ ବଡ ସଫଳତା ମିଳିଛି । କୁଲଗାମର ମଂଜଗାମ ଅଂଚଳରେ ସୁରକ୍ଷାକର୍ମୀ ୪ ହିଜବୁଲ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି । ଆତଙ୍କବାଦୀ ଲୁଚି କରି ରହିଥିବା ଖବର ପୋଲିସ ନିକଟରେ ପହଂଚିବା ପରେ ସ୍ପେଶାଲ ଅପରେଶନ ଗ୍ରୁପ ଓ ସେନାର ରାଷ୍ଟ୍ରୀୟ…

କୋଭିଡ-୧୯ ଲକଡାଉନ ନିୟମ ଭାଙ୍ଗି ୩୪ ଗିରଫ, ୧୨ଟି ଗାଡି ଜବତ

ହଣ୍ଡୱାରା: କରୋନାକୁ ନେଇ ଆଜି ଠାରୁ ସାରା ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ୱେ ଲୋକମାନେ ନିୟମ ଭାଙ୍ଗୁଛନ୍ତି । ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାମ୍ମୁ ଓ କାଶ୍ମୀରରେ ପାଖାପାଖି ୩୪ଜଣ ଗିରଫ ହୋଇଛନ୍ତି ଏବଂ ୧୨ଟି ଗାଡି ଜବତ କରାଯାଇଥିବା ଏନଆଇ ସୂତ୍ରରୁ…

ଭାରତରେ ଆତଙ୍କବାଦ ମହାମାରୀ !

ଜାମ୍ମୁ ଓ କଶ୍ମୀର: ନୂଆ ଆତଙ୍କବାଦୀ ସଙ୍ଗଠନର ପର୍ଦ୍ଦାଫାସ କଲା ଜାମ୍ମୁ ଓ କଶ୍ମୀର ପୋଲିସ । ଗିରଫ ହେଲେ ଦ ରେଜିଷ୍ଟାନ୍ସ ଫଣ୍ଟ ର ୪ ଆତଙ୍କବାଦୀ । ଲସ୍କର-ଏ-ତୋଏବା ସହ ଜଡିତ ନୂଆ ଆତଙ୍କବାଦୀ ସଙ୍ଗଠନ । ଦୁଇଦୁଇଟି ଯୁଦ୍ଧ ଲଢୁଛି ଭାରତୀୟ ପୋଲିସ । ଗୋଟେପଟେ କରୋନାଭାଇରସ୍ ସେପଟେ ଜାମ୍ମୁ…

ଭାରତୀୟ ସେନାର ଜଣେ ଯବାନ କରୋନା ଭୂତାଣୁରେ ଆକ୍ରାନ୍ତ

ଜମ୍ମୁ : ଭାରତୀୟ ସେନାର ଜଣେ ଯବାନ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଯବାନ ଜଣକ ଲଦାଖ ସ୍କାଉଟର ବୋଲି ଜଣାପଡିଛି। ନିକଟରେ ଯବାନଙ୍କ ବାପା ଇରାନରୁ ଫେରିଥିଲେ। ତାଙ୍କ ଠାରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଯବାନ ଜଣକ ଚିକିତ୍ସାଧୀନ ରହିଛନ୍ତି।…

ଜମ୍ମୁକାଶ୍ମୀର: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଭାରତୀୟ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେ ବି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏନକାଉଣ୍ଟରରେ କୌଣସି ଭାରତୀୟ ଯବାନ ଆହତ ହୋଇଥିବା ସୂଚନା…

ୟାସିନ ମଲ୍ଲିକ, ୬ ଜଣଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଖଲ ପାଇଁ ଏନଆଇଏକୁ କୋର୍ଟର ଅନୁମତି

ନୂଆଦିଲ୍ଲୀ : ଚାରିଜଣ ବାୟସେନା ଅଧିକାରୀଙ୍କ ହତ୍ୟାମାମଲାରେ କୁଖ୍ୟାତ ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲ୍ଲିକ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ କହିଛନ୍ତି । ଏହି ଘଟଣାରେ ମଲ୍ଲିକ ଓ…