Latest Odisha News

BREAKING NEWS

Browsing Category

କେରଳ

Kerala

ଦେଶରେ ବଢୁଛି ମୃତ୍ୟୁ ସଂଖ୍ୟା; କେରଳରେ କରୋନା ନେଲା ପ୍ରଥମ ମୁଣ୍ଡ

କୋଚି: ଶନିବାର ଦିନ କେରଳରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି । ଏନେଇ ଏର୍ଣ୍ଣାକୁଲମ ଜିଲ୍ଲା ମେଡିକାଲ ଅଫିସର ଡା. ଏନକେ କୁଟ୍ଟାପନ ସୂଚନା ଦେଇଛନ୍ତି । A 69-year-old man died due to #Coronavirus, at Kochi Medical College today: Ernakulam…

କୋଭିଡ-୧୯ ଲକଡାଉନ: ମଦ ନମିଳିବାରୁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ତ୍ରିସୁର: ଦେଶରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା ହୋଇଛି । ଏହା ମଧ୍ୟରେ ସମସ୍ତ ଅନାବଶ୍ୟକ ଦୋକାନ, ବଜାର, ମଦ ଦୋକାନ ଗୁଡିକୁ ବନ୍ଦ କରି ଦିଆଯାଇଛି । ଶୁକ୍ରବାର ଦିନ କେରଳର ତ୍ରିସୁରରେ ଜଣେ ବ୍ୟକ୍ତି ମଦ ଉପଲବ୍ଧ ନହେବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ…

କୋଭିଡ-୧୯ ସ୍କ୍ରିନିଂକୁ ଯାତ୍ରୀଙ୍କ ମନା; ବିମାନ ବନ୍ଦରରୁ ଗିରଫ

କୋଚି: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଛି । କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ କୋଭିଡ-୧୯ ସ୍କ୍ରିନିଂ କରାଇବାକୁ ମନା କରିବାରୁ ନେଦୁମ୍ବାରେସରୀ ପୋଲିସ ତାଙ୍କୁ ଗିରଫ କରିଛି । ଉକ୍ତ…

କେରଳରେ ଆଣ୍ଟି–କରୋନାଭାଇରସ ଜୁସ ବିକ୍ରି କରି ଅଡୁଆରେ ବ୍ରିଟିଶ ନାଗରିକ

ଥିରୁବନନ୍ତପୁରମ: ସାରା ବିଶ୍ୱରେ କରୋନାଭାଇରସକୁ ନେଇ ହାହାକାର ସୃଷ୍ଟି ହୋଇଛି । ଏମିତି ସମୟରେ କୌଣସି ପ୍ରକାରର ଗୁଜବ ପ୍ରଚାର ନକରିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି । କରୋନା ଜନିତ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଏହା ଏକ ସମ୍ବେଦନଶୀଳ ମାମଲା…

ଥମୁନି କରୋନା ଭାଇରସ; କେରଳରେ ୫ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର…