Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢୁଛି ଅଲୁଙ୍କ ଅଡୁଆ, ସମନ ଜାରି କଲା ପୋଲିସ

ହାଇଦ୍ରାବାଦ: ସୁପରଷ୍ଟାର ଅଲୁ ଅର୍ଜନଙ୍କୁ ସମନ। ନୋଟିସ୍ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ମାମଲାରେ ତାଙ୍କୁ ପଚରାଉଚରା କରିବା ପୋଲିସ । ଏଥିପାଇଁ ହାଇଦ୍ରାବାଦ ପୋଲିସ ଅଲୁ ଅର୍ଜୁନଙ୍କୁ ସମନ କରିଥିବା ସୂଚନା ମିଳିଛି । ସୂଚନା…

୧୫୦ ଫୁଟ ଗଭୀର ବୋରୱେଲରେ ଫସିଲା ୩ ବର୍ଷର ଝିଅ

ଜୟପୁର: ରାଜସ୍ଥାନର କୋଟପୁଟଲିରେ ସୋମବାର ଏକ ବୋରୱେଲରେ ଫସିଲା ୩ ବର୍ଷର ଝିଅ। ଏଠାରେ ଏକ ତିନି ଚାରି ବର୍ଷର ଛୋଟ ଝିଅ ଖେଳିବା ସମୟରେ ୭୦୦ ଫୁଟ ଗଭୀର ବୋରୱେଲରେ ଖସିପଡିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାବାଳିକାକୁ ବଞ୍ଚାଇବା ପାଇଁ…

ପ୍ରେମିକା ଲରେନଙ୍କୁ ବାହାହେବେ ଆମାଜନର ମାଲିକ, ଖର୍ଚ୍ଚ ହେବ ୫ହଜାର କୋଟି

ନୂଆଦିଲ୍ଲୀ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ତଥା ଆମାଜନର ପ୍ରତିଷ୍ଠାତା କୋଟିପତି 60 ବର୍ଷୀୟ ଜେଫ୍ ବେଜୋସ୍ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକା 55 ବର୍ଷୀୟ ଲରେନ୍ ସାଞ୍ଚେଜଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ କଲୋରାଡୋର ଆସ୍ପେନରେ ଅନୁଷ୍ଠିତ ହେବ । ସୂତ୍ରରୁ ଜଣାପଡିଛି…

ସୁପ୍ରିମକୋର୍ଟର ପ୍ରଥମ ମୁସଲିମ ପ୍ରଧାନବିଚାରପତି ; ଯାହାଙ୍କ ନାଁରେ ରହିଛି ଦୁଇଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଘଟଣା। ପ୍ରଧାନବିଚାରପତି ହୋଇ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଦୁଇଥର ରହିଛନ୍ତି। କିପରି ହୋଇଥିଲା ଏମିତି ଅଦ୍ଭୁତ ସଂଯୋଗ। ଜଣେ ପ୍ରଧାନବିଚାରପତି କେମିତି ହୋଇପାରିଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପୁଣି ଦୁଇଥର।ଏମିତିକି ସେ ଜଣେ ପୁଣି ମୁସଲମାନ…

ସ୍ତ୍ରୀ ଓ ଶ୍ୱଶୁରଙ୍କଠୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ, ଇଣ୍ଟରନେଟରୁ ଶିଖିଲେ ବୋମା ତିଆରି… 

ଅହମ୍ମଦାବାଦ: ଅହମ୍ମଦାବାଦର ସାବରମତି ସ୍ଥିତ ରୋ ଘରେ ଶନିବାର ଦିନ ହୋଇଥିବା ପାର୍ସଲ ବିସ୍ଫୋରଣ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ତାଙ୍କ ପତ୍ନୀଙ୍କ ବନ୍ଧୁ ଓ ଶ୍ୱଶୁରଙ୍କଠାରୁ ପ୍ରତିଶୋଧ ନେବାକୁ ଏହି  ବିସ୍ଫୋରଣର ଯୋଜନା କରିଥିଲେ। ପୋଲିସର ସୁଚନା ଅନୁସାରେ ମୁଖ୍ୟ…

ବିବାହ ପରେ ଫେରାର ‘ଲୁଟେରି ଦୁଲହନ’; ଠକିଲେଣି ୧.୨୫ କୋଟି

ଜୟପୁର: ଆପଣ 'ଲୁଟେରୀ ଦୁଲହନ୍'ର କାହାଣୀ ଶୁଣିଥିବେ ନିଶ୍ଚୟ। ଏହାକୁ ନେଇ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ତେବେ ଏଭଳି ଏକ ମାମଲା ଜୟପୁରରୁ ଆସିଛି। ଏହି ମହିଳାଙ୍କୁ ଧରିବା ପାଇଁ ପୋଲିସକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ବାସିନ୍ଦା ସୀମା…

କବାଟକୁ ରୋକିବା ପାଇଁ ପଥର ଦେଇଥିଲେ, ପରେ ଜଣାପଡିଲା ତାହା ଅମୂଲ୍ୟ

ନୂଆଦିଲ୍ଲୀ: ରୋମାନିଆର ଉତରପୂର୍ବାଂଚଳରେ ଜଣେ ମହିଳା ରାତାରାତି କୋଟିପତି ହୋଇ ଯାଇଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ରୋମାନିଆର ଜଣେ ବୃଦ୍ଧା ୩.୫ କିଲୋଗ୍ରାମର ଏହି ପଥରକୁ କବାଟ ରୋକିବା ପାଇଁ ବ୍ୟବହାର କରୁଥିଲେ । ତେବେ ସେ ଜାଣି ନ ଥିଲେ ଏହା ଏକ ଅମୂଲ୍ୟ ପଥର । ରୁମାନାଇଟ ନାମକ…

ପୂର୍ବତନ ଟ୍ରେନି ଆଇଏଏସ ପୁଜା ଖେଡକରଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ମିଳିଛି। ତାଙ୍କ ଗିରଫଦାରୀକୁ ନେଇ ହୋଇଥିବା ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଉପରେ ଶାରୀରିକ ତଥା ମାନସିକ…

ମରୁଭୂମିର ଗୋଲାପରୁ ନର୍କର ଫାଷ୍ଟ ଲେଡି…ଅସମା ଅଲ୍ ଅସଦ କିଏ?

ନୂଆଦିଲ୍ଲୀ: ସିରିଆ ଗୃହଯୁଦ୍ଧ ପରେ ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କୁ ତଲାକ ଦେବାକୁ ଯାଉଛନ୍ତି ପତ୍ନୀ ଅସମା ଅଲ୍ ଅସଦ । ଋଷ ଅଦାଲତରେ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସିରିଆର ପ୍ରିନ୍ସେସ୍ ଡାଏନା, ମରୁଭୂମିର ଗୋଲାପ ପୁଣି ନର୍କର ଫାଷ୍ଟ ଲେଡି କୁହାଯାଉଥିବା ଅସମା କିଏ?…

ନୀତିଶ ନିରବ… ପୁଣି ମାରିବେ କି ପଲଟି?

ନୂଆଦିଲ୍ଲୀ: ପୁଣି ପଲଟି ମାରିବେ କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର? ସାଧାରଣ ନିର୍ବାଚନ ପୂର୍ବରୁ ହିଁ ଏନଡିଏକୁ ଫେରିଥିଲେ ନୀତିଶ । ପୁଣି ଏନଡିଏକୁ ଝଟକା ଦେବେ କି ନୀତିଶ ? ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହ ବିହାର ନେଇ ଅମିତ ଶାହାଙ୍କ ବୟାନର…