Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉମର ଖାଲିଦଙ୍କୁ ମିଳିଲା ୭ ଦିନର ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଉମର ଖାଲିଦଙ୍କୁ ମିଳିଛି ଜାମିନ। ଦୀର୍ଘ ୪ ବର୍ଷ ହେଲା ଜେଲରେ ଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୭ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି। ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣା ପରେ ଖାଲିଦଙ୍କୁ ଗିରଫ କରାଯାଇଥିଲା। ତେବେ…

ମୁମ୍ବାଇ ଲୋକାଲ୍ ଟ୍ରେନରେ ଉଲଗ୍ନ ହୋଇ ଚଢିଲେ ଯୁବକ, ଭିଡିଓ ଭାଇରାଲ

ମୁମ୍ବାଇ: ମଧ୍ଯ ରେଳବାଇର ଏସି ଲୋକାଲ ଟ୍ରେନର ଲେଡିଜ୍ କୋଚରେ ହଠାତ୍ ପଶିଯାଇଥିଲେ ଜଣେ ଉଲଗ୍ନ ବ୍ଯକ୍ତି। କମ୍ପାର୍ଟମେଣ୍ଟରେ ଉଲଗ୍ନ ପୁରୁଷକୁ ଦେଖି ମହିଳାମାନେ ପାଟି କରିବା ଆରମ୍ଭ କରିଦେଇଥିଲେ। ଚିତ୍କାର ଶୁଣି ପରବର୍ତ୍ତୀ ବଗିରେ ଉପସ୍ଥିତ ଥିବା ଟିସି ଆସିଥିଲେ। ଟିସି ଉକ୍ତ ବ୍ୟକ୍ତିଙ୍କୁ…

ଟଙ୍କା ଦେଇ ପ୍ୟାଣ୍ଟରେ ପରିସ୍ରା କଲି; ବ୍ରାଏନ ଆଡମ୍ସ କନସର୍ଟରେ ଏଭଳି ଅଭିଯୋଗ କଲେ ବ୍ୟକ୍ତି

ମୁମ୍ବାଇ: ୨୦୨୪ ବର୍ଷ ଶେଷ ହେବାକୁ ଯାଉଛି। ଚାରିଆଡ଼େ କନ୍ସର୍ଟ ଏବଂ ଇଭେଣ୍ଟ ହେଉଛି। ଡିସେମ୍ବର ୧୩ରେ ମୁମ୍ବାଇରେ ସିଙ୍ଗର ବ୍ରାଇନ୍ ଆଡମ୍ସ କନ୍ସର୍ଟ ଅନୁଷ୍ଠିତ ହୋଇଥିଲା। ଏହି କନସର୍ଟରେ ଲୋକମାନେ ବହୁତ ମଜା କରିଥିଲେ। ବ୍ରାଏନଙ୍କ କନସର୍ଟରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଯାହାର…

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଶାହ: ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଡକ୍ଟର ଆମ୍ଵେଦକରଙ୍କୁ ନେଇ ଅମିତ ଶାହାଙ୍କ ମନ୍ତବ୍ୟ ନେଇ ଏବେ ବଡ଼ ବିବାଦ ଉପୁଜିଛି। ଗତକାଲି ରାଜ୍ୟସଭାରେ ସମ୍ବିଧାନ ଆଲୋଚନା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ…

କୁଆଡେ ଗଲା ପୁରୁଣା ୫ ଟଙ୍କିଆ କଏନ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ମୁଦ୍ରା ନୀତିର ସଂଚାଳନ କରିଥାଏ ଭାରତୀୟ ରିଜର୍ଭ ବ୍ଯାଙ୍କ (ଆରବିଆଇ)। ଏହି ନୀତି ଅନୁସାରେ ଦେଶରେ ହୋଇଥାଏ ମୁଦ୍ରା ବା କଏନର ଉତ୍ପାଦନ ଓ ପ୍ରଚାଳନ। କେନ୍ଦ୍ର ସରକାରଙ୍କ ଅନୁମତିରେ ଏହି କାମ କରିଥାଏ ଆରବିଆଇ । ୫ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇପାରେ। ଏହାକୁ ନେଇ ସୋସିଆଲ…

ହ୍ୱାଟ୍ସଆପ୍‌ରେ ଆପଣ ମଧ୍ୟ କରନ୍ତି କି ଏହି କାମ! ହୋଇପାରେ ଜେଲ୍‌

ନୂଆଦିଲ୍ଲୀ: ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଟ ମେସେଜିଙ୍ଗ୍‌ ପ୍ଲାର୍ଟଫର୍ମ ହେଉଛି ହ୍ୱାଟ୍ସଆପ୍‌ । ନିଜର ଦୈନନ୍ଦିନ ଜୀବନରେ ଲୋକେ ବହୁତ ମାତ୍ରାରେ ମେସେଜ ଆପ୍ ହ୍ୱାଟ୍ସଆପ୍‌ ବ୍ୟବହାର କରନ୍ତି। ଏଥିରେ ଆପଣ ଫଟୋ, ଭିଡିଓ, ଭିଡିଓ କଲ୍‌, ମେସେଜ ସହ ଅନ୍ୟାନ୍ୟ…

ଆପ ବିନା ଲାଭରେ କଂଗ୍ରେସ !

ନୂଆଦିଲ୍ଲୀ: ଏକାଠି ନୁହେଁ, ଏକା ଏକା । ଦିଲ୍ଲୀ ବିଧାନସଭା ନିର୍ବାଚନ ଏକା ଏକା ଲଢୁଛନ୍ତି କଂଗ୍ରେସ ଓ ଆପ୍ । ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ଲଢିଥିବା ବେଳେ ବିଧାନସଭାରେ ପରସ୍ପର ବିରୋଧରେ ଲଢୁଛନ୍ତି । ୨୦୧୩ରୁ ଦିଲ୍ଲୀ ରାଜନୀତିରେ କୋଣଠେସା ହୋଇଥିବା କଂଗ୍ରେସ ପାଇଁ ଏଥର ନିର୍ବାଚନ…

ଚଳନ୍ତା ଟ୍ରେନ ଛାତରେ ରିଲ୍ସ କଲେ ବ୍ଲଗର; ନାପସନ୍ଦ କଲେ ୟୁଜର୍ସ

ନୂଆଦିଲ୍ଲୀ: ରିଲ୍ସ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଯୁବପିଢି। ଜଣେ ବ୍ୟକ୍ତି ହାଇ ସ୍ପିଡ୍ ଟ୍ରେନ ଉପରେ ଠିଆ ହୋଇ ରିଲ୍ସ ବନାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବ୍ୟକ୍ତି ଜଣକ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଚଳନ୍ତା ଟ୍ରେନ ଉପରେ ଚଢିଥିବା ନଜର…

ଜାନୁଆରୀ ପହିଲାରୁ ବଦଳିବ ବ୍ୟାଙ୍କ ସମୟ, ଘୋଷଣା କଲେ ସରକାର…

ଭୋପାଳ: ଜାନୁଆରୀ ପହିଲାରୁ ବଦଳିବ ବ୍ୟାଙ୍କ ସମୟ । ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହେବାକୁ ଯାଉଛି । ୧ ଜାନୁଆରୀ ୨୦୨୫ରେ ସବୁ ବ୍ୟାଙ୍କ ଗୋଟିଏ ସମୟରେ ଖୋଲିବ ଆଉ ଗୋଟିଏ ସମୟରେ ବନ୍ଦ ହେବ । ଆଉ ଏମିତି କିଛି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ…

ବଢିଲା ଆଧାର ଅପଡେଟ୍ ସମୟସୀମା, ଏହି ପର୍ଯ୍ୟନ୍ତ ମାଗଣା…

ନୂଆଦିଲ୍ଲୀ: ମାଗଣା ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ଖୁସି ଖବର । ଆଧାର ଅପଡେଟ୍ କରିବାର ସମୟସୀମା ଏବେ ପୁଣି ଥରେ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ସ୍ଥିର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି…