Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫେବୃଆରୀରେ ଫେରିବେନି ସୁନୀତା

ନୂଆଦିଲ୍ଲୀ: ବଢୁଛି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ସଂକଟ। ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଉଭୟଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହୋଇପାରେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ନାସା କହିଛି ଯେ ମାର୍ଚ୍ଚ ୨୦୨୫ ପୂର୍ବରୁ ସୁନୀତା…

କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ୫ ମୃତ, ୫ ଗୁରୁତର

ଲକ୍ଷ୍ନୌ: ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌ । ୫ ମୃତ, ୫ ଗୁରୁତର । ଶାହାଜାହାନପୁର ଜିଲ୍ଲା ମଦନପୁର ଥାନା ଅଞ୍ଚଳରେ ଦୁର୍ଘଟଣା । ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ଛାନଭିନ୍‌ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଶାହାଜାହାନପୁରରେ…

ମୁମ୍ବାଇ ବୋଟ୍ ଦୁର୍ଘଟଣା: ଉଦ୍ଧାର ହେଲେଣି ୧୧୫ ଜଣ, ମିଳୁନି ୨ଜଣଙ୍କ ପତ୍ତା

ମୁମ୍ବାଇ: ମୁମ୍ବାଇ ନୌସେନା ବୋଟ୍ ଦୁର୍ଘଟଣାରେ ଏବେ ଯାଏଁ ଉଦ୍ଧାର ହେଲେଣି ୧୧୫ ଜଣ । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୨ ଜଣ ନିଖୋଜ ଅଛନ୍ତି । ୧୩ ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା କର୍ମଚାରୀ ଥିବା ବେଳେ ୧୦ ଜଣ ସାଧାରଣ ନାଗରିକ ଅଛନ୍ତି । ଗେଟ୍‌ୱେ ଅଫ୍…

୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଚଳିତ ବର୍ଷ କେନ୍ଦ୍ର ସରକାର ଅଶ୍ଳୀଳ, ଅସଭ୍ୟ ଏବଂ କେତେକ କ୍ଷେତ୍ରରେ ପର୍ଣ୍ଣୋଗ୍ରାଫିକ୍‌ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଏଲ ମୁଋଗନ ।…

ଆଫ୍ରିକାରେ ବ୍ୟାପୁଛି ରହସ୍ୟମୟ ଡିଙ୍ଗା ଡିଙ୍ଗା ରୋଗ

ନୂଆଦିଲ୍ଲୀ: ଆଫ୍ରିକାରେ ମଙ୍କିପକ୍ସ ଓ ଡିଜିଜ ଏକ୍ସ ବ୍ୟାପିବା ପରେ ଏବେ ଏକ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗର ନାମ ଡିଙ୍ଗା ଡିଙ୍ଗା । ରୋଗୀ ଏଥିରେ ଆକ୍ରାନ୍ତ ହେଲେ ଶରୀରରେ ଏତେ ମାତ୍ରାରେ କମ୍ପନ ହୋଇଥାଏ ଯେ, ସେ ଏକପ୍ରକାର ନାଚିବାରେ ଲାଗିଥାଏ । ସେଥିପାଇଁ ଏହାର ନାମ…

ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଆସୁ ଇଟାଲୀ ଭଳି ଆଇନ; ମୋଦିଙ୍କୁ ଅପିଲ୍ କଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି। ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ରଖିଥାନ୍ତି। ଦେଶରେ ବଢୁଥିବା ଯୌନ ଶୋଷଣ ଏବଂ ଦୁଷ୍କର୍ମ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରି କହିଛନ୍ତି ଯେ…

ଯାତ୍ରୀବାହୀ ଡଙ୍ଗା ସହ ନୌସେନା ବୋଟ୍ ମୁହାଁମୁହିଁ ଧକ୍କା; ୧୩ ମୃତ

ମୁମ୍ବାଇ: ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ଅଳ୍ପ କିଛି ଦୂରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ନୌସେନା ବୋଟ୍ 'ନୀଲକମଲ' ଯାତ୍ରୀବାହୀ ବୋଟ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ବର୍ତ୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

୭୦୦୦ ବର୍ଷ ତଳେ ଥିଲେ କି ଏଲିୟନ

କୁଏଟ: କୁଏଟରୁ ଏଲିୟନ ସଦୃଶ ଏକ ପ୍ରାଚୀନ ମୂର୍ତି ମିଳିଛି । ଏହାର କଳାକୃତି ଦେଖି ଆର୍କିୟୋଲୋଜିଷ୍ଟମାନେ ମଧ୍ୟ ଚକିତ ହୋଇ ପଡିଛନ୍ତି । ସତରେ କଣ ସେ ସମୟରେ ଏଲିୟନ ଥିଲେ । ୭୦୦୦ ବର୍ଷ ତଳର ଏହି ମୂର୍ତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ସମୟରେ ଏ ଭଳି କଳାକୃତି କାହିଁକି ପ୍ରସ୍ତୁତ…

ଲଦାଖରେ ଭୂମିକମ୍ପ ଝଟକା, ଭୟଭୀତ ଲୋକେ

ଲଦାଖ: ଲଦାଖରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୪.୩ ରହିଛି । ଯାହା ମୃଦୁ ଭୂମିକମ୍ପ ଶ୍ରେଣୀରେ ଆସୁଛି । ତେବେ ଭୂମିକମ୍ପର ତୀବ୍ରତା କମ୍ ଥିବାରୁ କୌଣସି ଧନଜୀବନ ହାନି ହୋଇନଥିବା…

ଦେଶର ଦ୍ୱିତୀୟ ଦୀର୍ଘତମ ଏକ୍ସପ୍ରେସୱେ; ଖର୍ଚ୍ଚ ହେବ ୮୦ ହଜାର କୋଟି

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଦୀର୍ଘତମ ଅମ୍ରିତସର-ଜାମନଗର ଏକ୍ସପ୍ରେସୱେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଆସନ୍ତା ବର୍ଷ ଏହା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଦିଲ୍ଲୀ-ମୁମ୍ବାଇ ଏବଂ ଅମ୍ରିତସର-ଜାମନଗର ଏକ୍ସପ୍ରେସୱେର ନୂତନ…