Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲସ୍ ଆଞ୍ଜେଲସ୍ ନିଆଁରେ କଏଦୀଙ୍କ ଲାଭ, ଜାଣନ୍ତୁ ପୂରା ଘଟଣା

କାଲିଫର୍ନିଆ: କାଲିଫର୍ନିଆ ଏବଂ ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଜୋ ବାଇଡେନ୍ ପ୍ରଶାସନର ବହୁ ଉଦ୍ୟମ ସତ୍ତ୍ୱେ ମଧ୍ଯ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ତେବେ ଏହି…

ମହାକୁମ୍ଭ ୨୦୨୫: ଶ୍ରଦ୍ଧାଳୁଙ୍କ ପାଇଁ ଏଆଇ ପରିଚାଳିତ ସ୍ମାର୍ଟ ପାର୍କିଂ

ପ୍ରୟାଗ: ଚଳିତ ବର୍ଷ ମହାକୁମ୍ଭ ମେଳାରେ ସଙ୍ଗମ ସ୍ନାନ ପାଇଁ ପ୍ରାୟ  ୪୦ କୋଟି ଲୋକ ପ୍ରୟାଗରାଜ ଆସିବେ ବୋଲି ୟୁପି ସରକାର ଆକଳନ କରିଛନ୍ତି। ତେବେ ଭକ୍ତମାନେ ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ମଧ୍ୟରେ ଆସିବେ। ଏହା ପୂର୍ବରୁ ୨୦୧୯ରେ ହୋଇଥିବା ଅର୍ଦ୍ଧ କୁମ୍ଭ ମେଳାରେ ପ୍ରାୟ ୨୪ କୋଟି ଲୋକଙ୍କର…

ଜାନୁଆରୀ ୧୫ରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଗଣଯୋଗାଯୋଗର ନେଟ୍ ପରୀକ୍ଷା । ଜାନୁଆରୀ ୧୫ରେ ହେବାକୁ ଥିବା ଏହି ନେଟ୍ ପରୀକ୍ଷାକୁ ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ଏନେଇ ଏନଟିଏ ଆଧିକାରୀକ ୱେବସାଇଟ୍…

ମହାକୁମ୍ଭ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରେନ ଉପରେ ପଥରମାଡ଼

ଜଳଗାଁଓ: ମହାରାଷ୍ଟ୍ରର ଜଳଗାଁଓରୁ ପ୍ରୟାଗରାଜର ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କୁ ନେଇ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ଼ ହୋଇଛି। ତପ୍ତୀଗଙ୍ଗା ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଥିଲା ବେଳେ କୋଚର କାଚ ଭାଙ୍ଗି ଯାଇଛି। ୧୯୦୪୫/୧୯୦୪୬ ତପ୍ତୀଗଙ୍ଗା ଏକ୍ସପ୍ରେସ୍ ଛାପରାରୁ ପ୍ରୟାଗରାଜ ଦେଇ…

ଜାପାନରେ ତୀବ୍ର ଭୂକମ୍ପ, ସୁନାମୀ ଆଡଭାଇଜରୀ ଜାରି

କ୍ୟୁସୁ: ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୁକମ୍ପର ତୀବ୍ରତା ରିକ୍ତର ସ୍କେଲରେ ୬.୯ ରହିଛି। ଜାପାନ ମେଟେରୋଲୋଜିକାଲ୍ ଏଜେଂସି ସୂଚନା ଅନୁସାରେ କ୍ୟୁସୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଇ ଭୂମିକମ୍ପରେ ଜୋରଦାର ଝଟକା ଲାଗିଛି। ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ…

ଦିଲ୍ଲୀ ଏୟାରପୋର୍ଟରେ ହଟହଟା କ୍ରିକେଟର ଅଭିଷେକ ଶର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆର ଉଦୀୟମାନ ତାରକା ଅଭିଷେକ ଶର୍ମାଙ୍କ ସହ ଅସଦାଚରଣ ହୋଇଥିବା ଜଣାପଡିଛି। ଅଭିଷେକ ଶର୍ମା ଏନେଇ ସୋମବାର ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି। କଡ଼ା ଭାବେ ନିନ୍ଦା କରିବା ସହ ସେ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରରେ ଜଣେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: କାହିଁକି ଆଜି ନାମାଙ୍କନ ଦାଖଲ କଲେନି ଆତିଶୀ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଆଜି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରି ନାହାନ୍ତି। ସମସ୍ତ ପ୍ରସ୍ତୁତି ସରିବା ସହ ଆମ ଆଦମୀ ପାର୍ଟି (ଆପ)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ ନେତା ମାନେ ନାମାଙ୍କନ ଭରିବା ନେଇ ଉପସ୍ଥିତ ଥିଲେ। କିନ୍ତୁ ଶେଷରେ…

ତିରୁପତି ମନ୍ଦିରରେ ପୁଣି ଅଘଟଣ: ଲଡୁ କାଉଣ୍ଟର ପାଖରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ତିରୁପତି ମନ୍ଦିରରେ ନିଆଁ ଲାଗିଥିବା ଖବର ସାମନାକୁ ଆସିଛି। ସୂଚନା ମୁତାବକ, ମନ୍ଦିରର ଲଡୁ କାଉଣ୍ଟର ପାଖରେ ଏହି ନିଆଁ ଲାଗିଛି। ଯାହାଦ୍ବାରା ପ୍ରସାଦ ନେବାକୁ ଭିଡ ଜମାଇଥିବା ଲୋକେ ଭୟଭୀତ ହୋଇଛନ୍ତି। କମ୍ପ୍ୟୁଟର ୟୁପିଏସରୁ ସର୍ଟ ସର୍କିଟ କାରଣରୁ ଏପରି ହୋଇଥିବା କୁହାଯାଉଛି।…

ଜେଡ୍ ମୋଡ୍ ଟନେଲର ଲୋକାପର୍ଣ; ସୋନମାର୍ଗ-ଗୁଲମର୍ଗ ଚଳାଚଳ ହେବ ସୁଗମ

ଶ୍ରୀନଗର: ଏବେ ସୋନମାର୍ଗରୁ ଗୁଲମର୍ଗ ଯାତ୍ରା ହେବ ଆହୁରି ସହଜ । ସୋମବାର କଶ୍ମୀରରେ ଜେଡ୍ ମୋଡ୍ ଟନେଲର ଲୋକାପର୍ଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟନେଲ୍ ୨୭ ଶହ କୋଟି ଟଙ୍କାରେ ନିର୍ମାଣ ହୋଇଛି । ତେବେ କଶ୍ମୀର ଭ୍ରମଣରେ ଯାଉଥିବା ପର୍ଯ୍ୟଟକ ମାନେ ଅନେକ ସମୟରେ ପାହାଡ଼ିଆ…

କାହିଁକି ଦିଲ୍ଲୀ ଜିତିପାରୁନି ବିଜେପି?

ନୂଆଦିଲ୍ଲୀ: ୨୭ବର୍ଷ ହେଲା ଦିଲ୍ଲୀରେ କ୍ଷମତାଠୁ ଦୂରରେ ରହିଛି ବିଜେପି । ସୁଷମା ସ୍ବରାଜ ଥିଲେ ଦିଲ୍ଲୀରେ ବିଜେପିର ଶେଷ ମୁଖ୍ୟମନ୍ତ୍ରୀ । ୧୯୯୮ମସିହାରେ ମାତ୍ର ୫୨ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଏହାପରଠୁ ଲଗାତର ୬ଟି ବିଧାନସଭା ନିର୍ବାଚନ ହାରିଛି ବିଜେପି । ୧୯୯୮, ୨୦୦୩ ଓ…