Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶେଷରେ ହ୍ୱାଇଟ୍ ହାଉସରେ ପରସ୍ପରକୁ ଭେଟିଲେ ଟ୍ରମ୍ପ ଏବଂ ବାଇଡେନ୍

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ସାକ୍ଷାତ କରିଛନ୍ତି। ବାଇଡେନ୍ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଉଭୟ କ୍ଷମତା ହସ୍ତାନ୍ତର ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ଆଲୋଚନା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି: କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଆଗେଇବ ଓଡ଼ିଶା

ଭୁବନେଶ୍ୱର: ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ସାକ୍ଷାତ କରିଛନ୍ତି। ଓଡିଶାରେ ଦୂରାରୋଗ୍ୟ କର୍କଟ ଚିକିତ୍ସା କ୍ଷେତ୍ରରେ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ…

ଗୁଜୁରାଟରେ ଚତୁର୍ଥ ଶୋ’ କରିବ କୋଲ୍ଡପ୍ଲେ

ଅହମ୍ମଦାବାଦ: ବିଶ୍ୱର ଲୋକପ୍ରିୟ ବ୍ରିଟିଶ ରକ୍ ବ୍ୟାଣ୍ଡ କୋଲ୍ଡପ୍ଲେ ଏହାର 'ମ୍ୟୁଜିକ୍ ଅଫ୍ ଦି ସ୍ପିୟର୍ସ ୱାର୍ଲ୍ଡ ଟୁର'ର ଅଂଶ ଭାବରେ ଗୁଜୁରାଟର ଅହମ୍ମଦାବାଦରେ ଏହାର ଚତୁର୍ଥ କନ୍ସର୍ଟ ତାରିଖ ଘୋଷଣା କରିଛି। ଏହି ଶୋ’ ଜାନୁଆରୀ ୨୫, ୨୦୨୫ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।…

ଭାରତୀୟ ବଜାରରେ ଉପଲବ୍ଧ ହଳଦୀରେ ୨୦୦ ଗୁଣା ଅଧିକ ସୀସା, ଆଣିପାରେ ଏସବୁ ସ୍ବାସ୍ଥ୍ଯ ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ ରୋଷେଇରେ ପୁରାତନ କାଳରୁ ହଳଦୀର ବ୍ୟବହାର କରାଯାଉଛି। ଏହା କେବଳ ଖାଦ୍ୟରେ ନୁହେଁ ପାରମ୍ପାରିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ତେବେ ହଳଦୀରେ ଥିବା କର୍କୁମିନକୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଉପାଦାନ ପାଇଁ ଜଣାଯାଇଥାଏ। ବର୍ତ୍ତମାନ ଏକ…

ପ୍ରଥମ ବିବାହ ବାର୍ଷିକୀରେ ବୁଲିଯିବାକୁ ପ୍ଲାନ କରୁଛନ୍ତି କି? ଏହି ସବୁ ସ୍ଥାନକୁ ଯାଆନ୍ତୁ..

ନୂଆଦିଲ୍ଲୀ: ଯେତେବେଳେ ବିବାହିତ ଜୀବନ ଭଲରେ ଚାଲିଥାଏ, ସେତବେଳେ ସମୟ କେତବେଳେ ବିତିଯାଏ ତାହା ଜଣାପଡେନାହିଁ । ବିବାହର ପ୍ରଥମ କିଛି ବର୍ଷ ସ୍ୱାମୀ ଏବଂ ସ୍ତ୍ରୀ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଦୁହେଁ ପରସ୍ପର ସହିତ ବୁଲାବୁଲି କରିବା, ସପିଂ କରିବା ଏବଂ ଭଲ ସମୟ ବିତାଇବାକୁ ଉପଭୋଗ କରନ୍ତି ।…

କାହିଁକି ବାରମ୍ବାର ମୁଣ୍ଡ ନୁଆଁଉଛନ୍ତି ନୀତିଶ ?

ନୂଆଦିଲ୍ଲୀ: ପୁଣି ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ନଇଁଲେ ନୀତିଶ। ଗତ ଦୁଇ ଥର ଭଳି ଏଥର ବି ଅଧାରେ ଅଟକାଇଲେ ମୋଦି । ବିହାର ଦରଭଙ୍ଗାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ମୋଦି । ତେବେ ତୃତୀୟ ଥର ପାଇଁ ମୋଦିଙ୍କ ପାଦ ଛୁଇଁବାକୁ ନଇଁଥିଲେ…

ସେକ୍ସ ମନ୍ତ୍ରଣାଳୟ କଣ? ଋଷରେ ଜନସଂଖ୍ୟା ବୃଦ୍ଧି ପାଇଁ ସହାୟକ ହେବ କି… 

ମସ୍କୋ: ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଋଷ ସରକାର। ଜନସଂଖ୍ୟା ବୃଦ୍ଧି ପାଇଁ ଋଷ ସରକାର ଜନତାଙ୍କୁ ଅନେକ ଲୋଭନୀୟ ଅଫର ମଧ୍ଯ ଦେବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଁ ଋଷର ଭ୍ଲାଦିମିର ପୁଟିନ ସରକାର ଯୌନ ମନ୍ତ୍ରଣାଳୟ ସମେତ ଅନେକ ପ୍ରସ୍ତାବ ଉପରେ ବିଚାର…

ଡାକ୍ତରଙ୍କୁ ୭ଥର ଛୁରୀ ଭୁସିଲେ ରୋଗୀଙ୍କ ପୁଅ

ଚେନ୍ନାଇ: ଚେନ୍ନାଇର କାଲାଇଗାର୍ ସେଞ୍ଚୁରୀ ହସ୍ପିଟାଲରେ ବୁଧବାର ସକାଳେ ଜଣେ ଯୁବକ ଛୁରୀରେ ସରକାରୀ ଡାକ୍ତରଙ୍କ ଉପରେ ଆକ୍ରମଣ କରିଛି। ଡାକ୍ତର ଓପିଡିରେ ଉପସ୍ଥିତ ଥିବାବେଳେ ଏହି ଅଘଟଣ ଘଟିଥିଲା। କର୍କଟ ରୋଗରେ ପିଡିତ ମା’ଙ୍କୁ ଡାକ୍ତର ଭୁଲ ଔଷଧ ଦେଇଥିବା ନେଇ ସନ୍ଦେହ କରି ଉକ୍ତ ଯୁବକ…

ଆମେରିକାରେ କ’ଣ ନୂଆ କରିବାକୁ ଯାଉଛନ୍ତି ଟ୍ରମ୍ପ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦର ଶପଥ ନେବା ପୂର୍ବରୁ ହିଁ ଆକ୍ସନ ମୋଡରେ ଡୋନାଲଡ ଟ୍ରମ୍ପ। ବିଭାଗ ବଣ୍ଟନରେ ଟ୍ବିଷ୍ଟ ଦେଇ ପୂରା ବିଶ୍ବକୁ ଚମକାଇ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ…

ରିଲ୍ସ ପାଇଁ ଷ୍ଟଣ୍ଟ, ଟ୍ରାକରେ ଫସିଲା ଥାର୍; ଆଉ ତାପରେ…

ଜୟପୁର: ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଆଜିକାଲିର ଯୁବପିଢି କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ରାଜସ୍ଥାନ ଜୟପୁରର ହରମାଡା ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ଯୁବକ ଜଣକ ରିଲ୍ସ ବନେଇବା ପାଇଁ ମଦ ନିଶାରେ ଥାର୍ ଗାଡି ନେଇ ରେଳ ଟ୍ରାକ୍ ଉପରକୁ ଚଢି ଯାଇଥିଲେ। ଟ୍ରାକରେ…