Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପଣ ଜାଣନ୍ତି ଗୁଗୁଲ୍ ମ୍ୟାପ୍ କିପରି କାମ କରେ ଏବଂ କେଉଁଠାରୁ ରୁଟ୍ ତଥ୍ୟ ମିଳେ ?

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ସ ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ନେଭିଗେସନ୍ ଏବଂ ମ୍ୟାପିଂ ଉପକରଣ ମଧ୍ୟରୁ ଅନ୍ୟତମ | ଆପଣ ନିଶ୍ଚିତ ଭାବରେ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରୁଥିବେ, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଗୁଗୁଲ୍ ମ୍ୟାପ୍ ରୁଟ୍ ବିଷୟରେ ସୂଚନା କିମ୍ବା ତଥ୍ୟ କେଉଁଠୁ…

ମନ୍ତ୍ରୀଙ୍କ ବ୍ରେସଲେଟ୍ ଚେକ୍ କଲେ ନୀତିଶ କୁମାର, ଭିଡିଓ ଭାଇରାଲ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏକ ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାରେ ଶୁକ୍ରବାର ଦିନ ମନ୍ତ୍ରୀ ଅଶୋକ ଚୌଧୁରୀ ବିରୋଧୀଙ୍କ ପ୍ରଶ୍ନ ଉପରେ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଉଥିବା ବେଳେ ତାଙ୍କ ବ୍ରେସଲେଟକୁ ଛୁଇଁ ଦେଖୁଥିବାର ନୀତୀଶ ନଜର ଆସିଛନ୍ତି।…

ବାଂଲାଦେଶରେ ‘ୟୁନୁସ’ ଫର୍ମୁଲା ଫେଲ୍ !

ନୂଆଦିଲ୍ଲୀ: କଟ୍ଟରପନ୍ଥୀଙ୍କ ହାତରେ କଣ୍ଢେଇ ସାଜିଛନ୍ତି ମହମ୍ମଦ ୟୁନୁସ ! କ୍ଷମତା ବଦଳର ୪ମାସ ପରେ ବି ଅଶାନ୍ତ ବାଂଲାଦେଶ । ରାଜନୈତିକ ହଟଚମଟ ମଧ୍ୟରେ ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ ଶେଖ ହାସିନା । ବିଦ୍ରୋହ, ଆନ୍ଦୋଳନ ମଧ୍ୟରେ ବାଂଲାଦେଶରେ ଅନ୍ତରୀଣ…

ପୋଷ୍ଟିଂର ପ୍ରଥମ ଦିନରେ ସଡକ ଦୁର୍ଘଟଣାରେ ଗଲା ଆଇପିଏସ ଅଧିକାରୀଙ୍କ ଜୀବନ

ହସନ: ହସନରେ ପ୍ରୋବେସନାରୀ ଆଇପିଏସ୍ ଅଧିକାରୀ ଭାବରେ ଡ୍ୟୁଟିରେ ଯୋଗଦେବାକୁ ଆସୁଥିବା ୨୭ ବର୍ଷୀୟ ହର୍ଷବର୍ଦ୍ଧନଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ହସନର କିତ୍ତନେ ଗ୍ରାମ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସନର ଏସପି କାର୍ଯ୍ୟାଳୟରେ…

ବଢିବ ନୌସେନା ଶକ୍ତି: ଫ୍ରାନ୍ସ ଠାରୁ ୨୬ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ବଢିବ ନୌସେନା ଶକ୍ତି। ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ। ଏଥିପାଇଁ କଥାବାର୍ତ୍ତା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି। ନୌସେନା ଦିବସ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଯୋଗ…

ଶିକ୍ଷକତାରୁ ରାଜନୀତି: ଆପ୍‌ରେ ଯୋଗଦେଲେ ୟୁପିଏସସି ଗୁରୁ ଅବଧ ଓଝା

ନୂଆଦିଲ୍ଲୀ: ଶିକ୍ଷକଙ୍କ ଶିକ୍ଷକତାରୁ ରାଜନୀତି। ଲୋକପ୍ରିୟ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ଶିକ୍ଷକ ଅବଦ୍ଧ ଓଝା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ଆପର ଶକ୍ତି ଦୃଢ ହୋଇଛି। ଆଜି ବିଶିଷ୍ଟ ଶିକ୍ଷକ ଅବଧ ଓଝା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ…

ହ୍ବାଇଟ ହାଉସ ଛାଡିବା ପୂର୍ବରୁ ପୁଅକୁ କ୍ଷମା ଦେଲେ ବାଇଡେନ

ୱାଶିଂଟନ୍: ହ୍ବାଇଟ ହାଉସ ଛାଡିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ଆଇନଗତ ଭାବେ କ୍ଷମା ପ୍ରଦାନ କରିଛନ୍ତି। ନିକଟରେ ତାଙ୍କୁ ବନ୍ଧୁକ ଅପରାଧ ଏବଂ ଟିକସ ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏନେଇ ରାଷ୍ଟ୍ରପତି ଏକ ବିବୃତ୍ତିରେ…

୮ଘଣ୍ଟାର ନିଦ ଠାରୁ ପାଓ୍ବାରଫୁଲ ୧୦ ମନିଟର ‘ପାଓ୍ବାର ନାପ୍’

ନୂଆଦିଲ୍ଲୀ: ସକାଳୁ କ୍ରମାଗତ ଭାବେ କାମ କରିବା ମଧ୍ୟରେ ଯଦି କିଛି ସମୟ ପାଇଁ ଆରମ କରିବାକୁ ମଳିଯାଏ ତେବେ କେତେ ଭଲ ହୁଅନ୍ତା । କିନ୍ତୁ ଏହା ସମସ୍ଥଙ୍କ ଭାଗ୍ଯରେ ନଥାଏ । ଜାଣନ୍ତି କି ସକାଳୁ ବ୍ୟସ୍ତମୟ ଜୀବନର ଥକାକୁ ହଟାଇବା ଲାଗି ପାଓ୍ବାର ନାପ୍ କେତେ ଲାଭଦାୟକ । ଏହା ଶରୀରକୁ ତାଜା…

ଫୁଟବଲ୍ ମ୍ୟାଚରେ ହିଂସା, ୧୦୦ରୁ ଉର୍ଦ୍ଧ୍ବ ମୃତ

ଗୁଇନା: ଗୁଇନାର ଦ୍ୱିତୀୟ ବୃହତ୍ତମ ସହର ଏନ’ଜାରେକୋରରେ ରବିବାର ଦିନ ଆୟୋଜିତ ଏକ ଫୁଟବଲ ମ୍ୟାଚରେ ଦର୍ଶକଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ହିଂସାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।…

ଫେଙ୍ଗଲ ପ୍ରଭାବରେ ଭୂସ୍ଖଳନ: ମାଟି ତଳେ ଦୁଇ ପରିବାର

ପୁଦୁଚେରୀ:  ତାମିଲନାଡୁରେ ଏବେ ଜାରି ରହିଛି ବାତ୍ୟା ଫେଙ୍ଗାଲର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ରାତିରେ ତିରୁବନ୍ନାମଲାଇ ଜିଲ୍ଲାରେ ଭୂସ୍ଖଳନ ଭୂସ୍ଖଳନ ଘଟିଛି। ଫଳରେ ପାହାଡର ତଳିଆ ଅଞ୍ଚଳରେ ଥିବା ଘର ଗୁଡିକ ମାଟି ତଳେ ପୋତି…