Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଧାନସଭାରେ ଗଣ୍ଡଗୋଳ, ୩୭୦ ବ୍ୟାନର ଦେଖାଇବା ପରେ ହାତାହାତି ପରିସ୍ଥିତି

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭାରେ ହାତାହାତି ପରିସ୍ଥିତି । ବିଧାନସଭାରେ ୩୭୦ ବ୍ୟାନରକୁ ନେଇ ହାଇଡ୍ରାମା ଆରମ୍ଭ ହୋଇଥିବା ବେଳେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଏବଂ ମୁଥ ମରାମରି ପରିସ୍ଥିତି ସୃଷ୍ଟି ହୋଇଛି । ୩୭୦ ଧାରା ଉଚ୍ଛେଦ ପ୍ରସ୍ତାବକୁ ହଟାଇବାକୁ ନେଇ ଏଭଳି…

ପିଏମ୍‌ ବିଦ୍ୟାଲକ୍ଷ୍ମୀ: ମିଳିବ ୧୦ ଲକ୍ଷର ଶିକ୍ଷା ଋଣ

ନୂଆଦିଲ୍ଲୀ: ଏଣିକି ଦେଶର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ…

ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହ୍ଵାଇଟ ହାଉସକୁ ଫେରିବାକୁ ନେଇ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ…

ମୃତ୍ୟୁ ପରେ ବି ନିଜର ଆତ୍ମୀୟଙ୍କ ସହ ହୋଇପାରିବେ କଥା, କରନ୍ତୁ ଏପରି କାମ

ନୂଆଦିଲ୍ଲୀ: ଯଦି ଆମ ନିଜର କେହି ମରିଯାଏ, ତା'ର ଦୁଃଖ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଲୋକମାନେ ଭାବନ୍ତି ଯେ ଏପରି କିଛି ଘଟୁ ଯେ ସେହି ବ୍ୟକ୍ତି ଆମ ପାଖକୁ ଫେରି ଆସୁ କିମ୍ବା ଆମେ ତାଙ୍କୁ ପୁଣି ଦେଖିପାରିବା… ଯଦି ଆପଣ ମଧ୍ୟ ଏହିପରି ଭାବନାକୁ ଆପଣଙ୍କ ମଧ୍ୟରେ ରଖିଛନ୍ତି ତେବେ ଆପଣଙ୍କ…

ଦୁନିଆର ପ୍ରଥମ କାଠ ସାଟେଲାଇଟ୍ ଲଞ୍ଚ କଲା ଜାପାନ

ଟୋକିଓ: ଜାପାନର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଉପଗ୍ରହ ଲଞ୍ଚ କରିଛି ଯାହାକି କାଠରେ ତିଆରି ହୋଇଛି। ଲିଗ୍ନୋସାଟ ନାମକ ଏହି ଉପଗ୍ରହକୁ ସ୍ପେସ୍ ଏକ୍ସ ରକେଟରେ ରଖାଯାଇ ମହାକାଶକୁ ପଠାଯାଇଥିଲା। ଏହି ଉପଗ୍ରହ କାଇଟୋ ବିଶ୍ୱବିଦ୍ୟାଳୟ ଏବଂ ଗୃହ ନିର୍ମାଣକାରୀ କମ୍ପାନୀ ସୁମିତୋମୋ Sumitomo…

ଦିନେ ଟ୍ରମ୍ପଙ୍କୁ କହିଥିଲେ ହିଟଲର୍, ଏବେ ବନିବେ ଉପରାଷ୍ଟ୍ରପତି

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ଏକ ବଡ଼ ବିଜୟ ମିଳିଛି। ଯାହା ପରେ ଟ୍ରମ୍ପ ସମଗ୍ର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ…

ବୁଲଡୋଜର ଆକ୍ସନ ନେଇ ବର୍ଷିଲେ ସୁପ୍ରିମକୋର୍ଟ, ଘର ଭାଙ୍ଗିଥିବା ଲୋକଙ୍କୁ ଦିଅ ୨୫ ଲକ୍ଷ

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ବୁଧବାର ଦିନ  ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ୟୁପିର ମହାରାଜଗଞ୍ଜ ଜିଲ୍ଲାରେ ରାସ୍ତାକୁ ଅଧିକ ଚଉଡା କରିବା ପାଇଁ ବୁଲଡୋଜର ଦ୍ୱାରା ଘର ଭାଙ୍ଗି ଦିଆଯାଇଥିଲା। ତେବେ ଏହି ମାମଲାରେ ସୁପ୍ରିମକୋର୍ଟ…

ଆସିଲା ଚାଞ୍ଚଲ୍ୟକର ରିପୋର୍ଟ, ଶାଢୀ ହୋଇପାରେ କ୍ୟାନସରର କାରଣ

ନୂଆଦିଲ୍ଲୀ: ଶାଢୀ ଭାରତୀୟ ମହିଳାଙ୍କ ପରିଧାନ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଅଟେ। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟରେ ମହିଳାମାନେ ଶାଢୀ ପିନ୍ଧିଥାନ୍ତି। ତେବେ ଆପଣ କେବେ ଶୁଣିଛନ୍ତି କି ଶାଢୀ ପିନ୍ଧିବା ଦ୍ବାରା ମହିଳାଙ୍କୁ କ୍ୟାନସର ହୋଇପାରେ? ଏକ ନୂତନ ଗବେଷଣାରୁ…

ରଣଥମ୍ବୋର ଜାତୀୟ ଉଦ୍ୟାନରୁ ୨୫ ବାଘ ନିଖୋଜ

ଜୟପୁର: ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାରେ ଅବସ୍ଥିତ ରଣଥମ୍ବୋର ଟାଇଗର ରିଜର୍ଭରୁ ୨୫ଟି ବାଘ ନିଖୋଜ ଅଛନ୍ତି। ତେବେ ରାଜ୍ୟ ଜଙ୍ଗଲ ବିଭାଗ ଏକ ବର୍ଷରୁ ଅଧିକ ହେବ, ଏ ବିଷୟରେ ଜାଣିପାରିନଥିଲେ। ରିପୋର୍ଟ ଅନୁସାରେ ଏହି ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଯେଉଁ…

ତାନ୍ତ୍ରିକର ପ୍ରରୋଚନାରେ ସ୍ତ୍ରୀ ସହ ୩ ଛୁଆଙ୍କୁ ହତ୍ୟା

ବାରଣାସୀ: ବାରଣାସୀର ଭଦାଇନି ଅଞ୍ଚଳରେ ନିଜ ପରିବାରର ଚାରିଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଜେନ୍ଦ୍ର ଗୁପ୍ତା ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ନୀତୁ, ଝିଅ ଏବଂ ଦୁଇ ପୁଅଙ୍କ ସହ…