Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଙ୍ଗକୁ ବାଣ ପେଟି ଉପରେ ବସାଇ ନିଆଁ ଲଗାଇଦେଲେ, ଆଉ ତା’ପରେ.

ବେଙ୍ଗାଲୁରୁ: ଦିପାବଳୀ ଅବସରରେ କିଛି ପିଲାମାନେ ନିଜ ବନ୍ଧୁଙ୍କ ସହ ଏଭଳି ଥଟ୍ଟାମଜା କରିଛନ୍ତି ଯେ ତାଙ୍କର ଜୀବନ ଚାଲିଯାଇଛି। ଏଭଳି ଏକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମୃତ ଯୁବକଙ୍କର ବୟସ ୩୨ ବର୍ଷ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ୩୨ ବର୍ଷୀୟ ଶବାରିଶ ଓ ତାଙ୍କ…

ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନୂଆ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ରଖିଥିଲେ।…

ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର…

ବେହାଲ ଲାହୋର ସ୍ଥିତି, ଏକ୍ୟୁଆଇ ୧୯୦୦ ଟପିବାରୁ ଭାରତକୁ ଦୋଷ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ଆମ ପଡୋଶୀ ଦେଶ ପାକିସ୍ତାନ  ମଧ୍ୟ ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ପାକିସ୍ତାନର ଲାହୋରର ସ୍ଥିତି ଏତେ ଖରାପ ଯେ ସେଠାକାର ବାୟୁର ଗୁଣବତ୍ତା ୧୯୦୦ରେ ପହଞ୍ଚିଛି। ପଞ୍ଜାବର ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଚିନ୍ତା ପ୍ରକଟ କରି ଭାରତକୁ ଦାୟୀ କରି…

ସର୍ଜରୀ ବେଳେ ନାବାଳକଙ୍କ ପେଟରୁ ବାହାରିଲା ୫୬ ଜିନିଷ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ଜଣେ ୧୫ ବର୍ଷର ବାଳକର ପେଟରୁ ୱାଚ୍ ବ୍ୟାଟେରୀ, ବ୍ଲେଡ୍, ନଖ ସମେତ ୫୬ଟି ଜିନିଷ ବାହାର କରାଯାଇଛି। ପେଟରେ ଯନ୍ତ୍ରଣା ଏବଂ ନିଶ୍ୱାସପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ନବମ ଶ୍ରେଣୀରେ ପଢୁଥିବା ଏହି ବାଳକଟିର ଅସ୍ତ୍ରୋପଚାର କରାଯାଇଥିଲା। ତେବେ…

୧୪ ବିଧାନସଭା ଆସନ ପାଇଁ ବଦଳିଲା ଉପନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୧୪ ଟି ବିଧାନସଭା ଆସନ ପାଇଁ ବଦଳିଛି ଉପନିର୍ବାଚନ ତାରିଖ।  ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ପରିବର୍ତ୍ତନ କରାଯାଇଛି ଉପ-ନିର୍ବାଚନର ତାରିଖ। ଏହି ଆସନଗୁଡିକରେ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ…

କେଉଁଠି ଓ କେବେ ହେବ ଆଇପିଏଲ୍ ୨୦୨୫ର ମେଗା ନିଲାମ…

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ ନଭେମ୍ବର ଶେଷ ସପ୍ତାହ ବେଳକୁ ସାଉଦିଆରବର ରିୟାଦରେ ହୋଇପାରେ। ଏହି ମେଗା ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜ ନିଜ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ମେଗା ନିଲାମ ପୂର୍ବରୁ ମୋଟ ୪୬ ଖେଳାଳିଙ୍କୁ ରିଟେନ ରଖାଯାଇଛି |…

ମନପସନ୍ଦର କନ୍ଯା ମିଳିଲାନି, ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା 

ନୂଆଦିଲ୍ଲୀ: ବେଙ୍ଗାଲୁରୁର କଞ୍ଜ୍ୟୁମର କୋର୍ଟ ଏକ ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଭିଯୋଗ ଅନୁଯାୟୀ, ଫି ’ଜମା କରିବାର ୪୫ ଦିନ ମଧ୍ୟରେ କନ୍ୟା ଖୋଜି ବିବାହ କରେଇବାର ପ୍ରତିଶ୍ରୁତି ଦେଇ ମଧ୍ଯ ଏହା ପୂରଣ କରାଯାଇ ନଥିଲା। କିନ୍ତୁ ସେମାନେ ଫିସରେ ଗୋଟିଏ…

ଲସ୍କର-ଏ-ତୋଏବାର ଟପ୍ କମାଣ୍ଡରର ମୃତ୍ୟୁ ସହ ବିସ୍କୁଟ କନେକ୍ସନ, ଜାଣନ୍ତୁ ପୂରା ଘଟଣା… 

ନୂଆଦିଲ୍ଲୀ: ଶ୍ରୀନଗରର ଖାନିଆର ଅଞ୍ଚଳରେ ଶନିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତୋଏବା କମାଣ୍ଡର ଉସମାନଙ୍କ ମୃତ୍ୟୁ ଘଟିଛି। ଉସମାନଙ୍କ ପାଖରେ ଏକ ଏକେ୪୭ ପିସ୍ତଲ ଏବଂ ଅନେକ ହ୍ୟାଣ୍ଡ ଗ୍ରେନେଡ ଥିଲା। ତେବେ ଏଥିପାଇଁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଥିଲା।…

ଗଭୀର ଖାଇକୁ ଖସିଲା ବସ୍; ୨୩ରୁ ଊର୍ଦ୍ଧ୍ଵ ମୃତ, ଅନେକ ଆହତ

ଡେରାଡୁନ: ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜ୍ୟର ଅଲମୋଡା-ସଲ୍ଟ ଅଞ୍ଚଳରେ ଏକ ବଡ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍ ଟି ମର୍ଚୁଲା ନିକଟ କୁପିରେ ଏକ ଗଭୀର ଖାଲରେ ପଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ୨୩ ଯାତ୍ରୀଙ୍କ ମୃତଦେହ ଖାଇରୁ ଉଦ୍ଧାର କରାଯାଇଛି । ମିଳିଥିବା…