Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସକାଳୁ ସକାଳୁ ଥରିଲା ତିବ୍ଦତ-ନେପାଳ, ପ୍ରଭାବରେ ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂକମ୍ପରେ ଥରିଲା ନେପାଳ । ତିବ୍ଦତ-ନେପାଳ ସୀମାରେ ଜୋରଦାର ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧ । ୭.୧ ତୀବ୍ରତା ଭୂକମ୍ପରେ ଥରିଲା ନେପାଳ । ସେହିପରି ୬.୮ ତୀବ୍ରତାରେ ଥରିଲା ତିବ୍ଦତ । ତେବେ ନେପାଳ, ଚୀନ୍ ସହ ଉତ୍ତର ଭାରତର କିଛି…

ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ। ପ୍ରଧାନମନ୍ତ୍ରୀ ପଦ ସମେତ ଲିବରାଲ୍ ପାର୍ଟି ଲିଡର୍‌ରୁ ଇସ୍ତଫା ଦେଇଛନ୍ତି ଟ୍ରୁଡୋ । ଇସ୍ତଫା ପରେ ନିଜକୁ ଲିବରାଲ ଫାଇଟର ଭୋଲି କହିଛନ୍ତି ଟ୍ରୁଡୋ । ତେବେ…

ମହାବିନାୟକ: ବଣ ପାହାଡ ଘେରା ପରିବେଶରେ ପୂଜା ପାଉଛନ୍ତି ପଞ୍ଚଦେବତା

ଯାଜପୁର: ମହାବିନାୟକ ମନ୍ଦିର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପୁରାତନ ମନ୍ଦିର । ଏଠାରେ ବଣ ପାହାଡ ଘେରା ପରିବେଶରେ ପୂଜା ପାଉଛନ୍ତି ପଞ୍ଚ ଦେବତା । ଗଣେଷ, ଭାସ୍କର,ବିଷ୍ଣୁ, ଶିବ ଏବଂ ଦୁର୍ଗାଙ୍କ ଅନନ୍ୟ ମିଳନ ଘଟିଛି ଏଠାରେ । ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ଅବସ୍ଥିତ ।…

କେଉଁ ସବୁ ଦେଶରେ ବ୍ୟାପିଲାଣି ଏଚଏମପିଭି ଭାଇରସ୍… 

ନୂଆଦିଲ୍ଲୀ: ଏଚଏମପିଭି ଭାଇରସ ସମଗ୍ର ଦୁନିଆରେ ବ୍ୟାପୁଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଥିବା ନେଇ ସୋମବାର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବେଙ୍ଗାଲୁରୁରେ ଏଚଏମପିଭିର ଦୁଇଟି ମାମଲା, କୋଲକାତା ଏବଂ ଗୁଜୁରାଟରୁ ମଧ୍ଯ…

ଅବସର ନେଲେ କାନ୍ଦାହାର ଅପରେସନର ସାକ୍ଷୀ କ୍ୟାପ୍ଟେନ ଦେବୀ ଶାରନ

ନୂଆଦିଲ୍ଲୀ: କାନ୍ଦାହାର ଅପହରଣ ବେଳର ନାୟକ ଆଇସି ୮୧୪ର ଥିବା କ୍ୟାପ୍ଟେନ ଦେବୀ ଶାରନ ବିମାନ ସେବାରୁ ଅବସର ନେଇଛନ୍ତି । ୧୯୯୯ ମସିହା ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ଆଇସି ୮୧୪ ଅପହରଣ ବେଳେ ଶାରନ ଉକ୍ତ ବିମାନରେ କମାଣ୍ଡର ଭାବେ କାମ କରୁଥିଲେ। କ୍ୟାପଟେନ ଦେବୀ ଶାରନ ୧୯୮୫ରେ ଇଣ୍ଡିଆନ…

କୋଲକାତାରେ ୫ ମାସର ଶିଶୁ ଏଚଏମପିଭି ଆକ୍ରାନ୍ତ

କୋଲକତା: ଚୀନ୍ ରେ ବ୍ୟାପୁଥିବା ଏଚଏମପିଭି ଭାଇରସ ଏବେ ଭାରତରେ ଚିହ୍ନଟ ହୋଇଛି । ବର୍ତ୍ତମାନ ଚାରୋଟି ମାମଲା ଦେଶରେ ସାମ୍ନାକୁ ଆସିଛି । ପୂର୍ବରୁ କର୍ଣ୍ଣାଟକର ଦୁଇ ପିଲାଙ୍କ ମଧ୍ୟରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଦୁଇ ମାସର ଶିଶୁ ମଧ୍ୟ ସଂକ୍ରମିତ…

କ୍ରିକେଟ୍ ଜଗତରେ ଏଣ୍ଟ୍ରି କଲେ ଅଭିଷେକ ବଚ୍ଚନ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୟୁରୋପୀୟ ଟି-20 ପ୍ରିମିୟର ଲିଗ୍ (ଇଟିପିଏଲ୍)ରେ ଟଙ୍କା ନିବେଶ କରିଛନ୍ତି। ସେ ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଏହି ଲିଗର ସହ-ମାଲିକ ହେବାକୁ ଯାଉଛନ୍ତି। ଇଟିପିଏଲ୍ ହେଉଛି ଏଭଳି ଏକ ଟୁର୍ନାମେଣ୍ଟ ଯାହା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ…

ଦିଲ୍ଲୀ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ (ଇସି) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏଥର ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଦିଲ୍ଲୀ…

ଦ୍ୱିତୀୟ ଥର ପାଇଁ ଶେଖ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା

ନୂଆଦିଲ୍ଲୀ: ପୁଣି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରଓ୍ବାନା । ଢାକାର ଗୋଟିଏ କୋର୍ଟ ଏହି ପରଓ୍ବାନା ଜାରି କରିଛନ୍ତି । ବଳପୂର୍ବକ ବାଂଲଦେଶୀ ଲୋକଙ୍କୁ ଗାଏବ କରିବା ସହ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି…

୫ଦିନ ପରେ ସିଂହ ଅଭୟାରଣ୍ୟରୁ ଜୀବନ୍ତ ଫେରିଲା ୮ ବର୍ଷୀୟ ଶିଶୁ

ନୂଆଦିଲ୍ଲୀ: ବେଳେବେଳେ ଦୁନିଆରେ ଏପରି ଘଟଣା ଘଟେ ଯାହା କୌଣସି ଏକ ଚମତ୍କାରଠାରୁ କମ୍ ନୁହେଁ । ଜିମ୍ବାୱେରେ ମଧ୍ୟ ଏଭଳି ଘଟଣା ଘଟିଛି। ଏ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଚକିତ ହୋଇଯିବେ । ବାସ୍ତବରେ ଜିମ୍ବାୱେରେ ଏକ ଶିଶୁ ବାଟବାଣ ହୋଇ ବାଘ, ସିଂହ, ହାତୀ ରହୁଥିବା ବିପଦପୂର୍ଣ୍ଣ ଘଞ୍ଚ…