Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩୦ ବର୍ଷରେ ପାଦ ଥାପିଲା ପତଞ୍ଜଳି, ଯୋଗକ୍ରାନ୍ତି ପରେ ଆଗକୁ ହେବ ପଞ୍ଚକ୍ରାନ୍ତି

ହରିଦ୍ୱାର: ୩୦ ବର୍ଷରେ ପାଦ ଥାପିଲା ପତଞ୍ଜଳି ଯୋଗ ପୀଠ। ପତଞ୍ଜଳି ପ୍ରତିଷ୍ଠାନର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ସଂକଳ୍ପ ନେଇଛି ଏହି ଯୋଗପୀଠ। ଏହି ଅବସରରେ ସ୍ୱାମୀ ରାମଦେବ କହିଛନ୍ତି ଯେ, ଯୋଗ କ୍ରାନ୍ତି ପରେ ଏବେ ପଞ୍ଚକ୍ରାନ୍ତିର ଶଙ୍ଖନାଦ ହେବ। ଆଗାମୀ ପାଞ୍ଚ ବର୍ଷରେ ୫ ଲକ୍ଷ…

ହୃଦୟ ବିଦାରକ ଘଟଣା: ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ପରିବାରର ୫ ସଦସ୍ୟ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରୁ ଏକ ହୃଦୟ ବିଦାରକ ଖବର ଆସିଛି। ଏଠାରେ ପନ୍ଦ୍ରେଥନ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରିଛି। ଏଥି ସହିତ ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି…

ବିପିଏସସି ବିକ୍ଷୋଭ: ପୋଲିସ ହେପାଜତରେ ପ୍ରଶାନ୍ତ କିଶୋର

ପାଟନା: ଗାନ୍ଧୀ ମୈଦାନରେ ଜୋରଦାର ହଙ୍ଗାମା। ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ଓରଫ ପିକେଙ୍କୁ ଉଠାଇ ନେଲା ପୁଲିସ। ଅତି ଭୋରରୁ ପିକେଙ୍କୁ ଉଠାଇନେଇଛି ପୋଲିସ। ଯାହା ଜଣାପଡ଼ିଛି ପୋଲିସ ଏବେ ତାଙ୍କୁ ଗିରଫ କରିଛି। ସମର୍ଥକ ଓ ପୋଲିସ…

ବଡ ଖବର, ଭରତରେ ଚିହ୍ନଟ ହେଲା ପ୍ରଥମ ଏଚଏମପିଭି ଆକ୍ରାନ୍ତ!

ବେଙ୍ଗାଲୁରୁ: ବଡ ଖବର । ଭରତରେ ଚିହ୍ନଟ ହେଲା ଚୀନରେ ଆତଙ୍କ ଖେଳାଇଥିବା ଏଚଏମପିଭି ଭାଇରସ୍ । ବେଙ୍ଗାଲୁରୁରେ ପ୍ରଥମ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଛି । ବେଙ୍ଗାଲୁରୁର ଏକ ୮ ମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ…

ପାକିସ୍ତାନ ସେନା ଗାଡ଼ି ଉପରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ, ୪୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଗାଡ଼ି ଉପରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ । ୫ ବସ୍ ଓ ୭ ସେନା ଗାଡ଼ିକୁ ଟାର୍ଗେଟ କରି କରାଯାଇଛି ଏହି ଆତ୍ମଘାତୀ ବିସ୍ଫୋରଣ । ତୁର୍ବାଟ ସହରରୁ ୮ କିମି ଭିତରକୁ ବେହମାନ୍ ଅଞ୍ଚଳରେ ଘଟିଛି ଏହି ବିସ୍ଫୋରଣ । ବିସ୍ଫୋରଣରେ ୪୭ ମୃତ, ୩୦ରୁ ଅଧିକ ଗୁରୁତର ଥିବା…

ଗୁପଚୁପ ବିକାଳିଙ୍କୁ ଆସିଲା ଜିଏସଟି ନୋଟିସ୍, ସୋସିଆଲ ମିଡିଆରେ ଲୋକେ କହିଲେ…

ନୂଆଦିଲ୍ଲୀ : ଗୁପଚୁପ ବିକାଳିଙ୍କୁ ଆସିଲା ଜିଏସଟି ନୋଟିସ୍ । ତାମିଲନାଡୁର ଜମେ ଗୁପଚୁପ ବିକାଳିଙ୍କୁ ଏହି ନୋଟିସ୍ ଜାରି ହୋଇଛି । ଜିଏସଟି ଆଇନର ଧାରା ଧାରା ୭୦ ଅନୁସାରେ ତାଙ୍କୁ ଏହି ନୋଟିସ୍ ଜାରି ହୋଇଛି। ଗତବର୍ଷ ସଂପୃକ୍ତ ଗୁପଚୁପ ବିକାଳି ୪୦ ଲକ୍ଷ ଟଙ୍କା ରୋଜଗାର କରିଥିବା କାରଣରୁ…

ବିହାରରେ ଆହୁରି ତୀବ୍ର ହେଉଛି ଆନ୍ଦୋଳନ, ଅନଶନରେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : BPSC ପରୀକ୍ଷାରେ ଅନିୟମିତତା ପ୍ରତିବାଦରେ ଏବଂ ସାନି ପରୀକ୍ଷା ଦାବିରେ ବିହାରରେ ଜାରି ରହିଥିବା ଛାତ୍ର ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି । ପାଟନା ଗାନ୍ଧି ମୈଦାନରେ ଶହ ଶହ ଛାତ୍ରଛାତ୍ରୀ ଧାରଣାରେ ଏବେ ବି ବସିଛନ୍ତି । ପ୍ରଗତି ଯାତ୍ରାରେ ବ୍ୟସ୍ତ ଥିବା ମୁଖ୍ୟମନ୍ତ୍ରୀ ନୀତୀଶ…

ବିଜେପି ନେତାଙ୍କ ବିବାଦୀୟ ବୟାନ, ପ୍ରିୟଙ୍କାଙ୍କୁ କହିଲେ…

ନୂଆଦିଲ୍ଲୀ : ଦିଲ୍ଲୀ ରାଜନୀତି ଏବେ ଉଠୁଛି ପଡୁଛି । ନେତାଙ୍କ ବୟାନ ଅଧିକ ରାଜନୀତିକୁ ସରଗରମ କରାଉଛି। ଏହି କ୍ରମରେ ଜଣେ ବିଜେପି ନେତାଙ୍କ ବୟାନ ଏବେ ଦିଲ୍ଲୀ ରାଜନୀତିକୁ ଆହୁରି ହଲଚଲ କରାଇଛି। ବିଜେପି ନେତା ରମେଶ ବିଧୁଡ଼ି ପ୍ରିୟାଙ୍କା ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରକାଶ ପାଇଛି…

ପୁଣି ଭୟଙ୍କର ଯୁଦ୍ଧ, ଇସ୍ରାଏଲର ଆଖିବୁଜା ରକେଟ ମାଡ଼

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ଭିତରେ ଆହୁରି ଭୟଙ୍କର ହେଲା ଯୁଦ୍ଧ । ଦୀର୍ଘ ଦେଢ଼ ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଏବେ ଯୁଦ୍ଧ ପୂରା ଶୀର୍ଷରେ ପହଞ୍ଚିଛି । ଇସ୍ରାଏଲ ବାୟୁସେନା କହିଛି ଯେ ସେମାନେ ରବିବାର ହମାସର ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ସଫା କରିଛନ୍ତି ।…

କମ୍ପାନୀର ବଡ ନିଷ୍ପତି, ଏଣିକି ଅବିବାହିତ ପ୍ରେମୀ ଯୁଗଳଙ୍କୁ ଓୟୋ ମନା

ଲକ୍ଷ୍ନୌ: ନୂଆବର୍ଷରେ ନୂଆ ନିୟମ ଆଣିଲା ଓୟୋ । ଏଣିକି ଅବିବାହିତ ଯୋଡ଼ିଙ୍କୁ ଓୟୋ ମନା । ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ମିଳିବ ଅନୁମତି । ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ଏପରି ନିଷ୍ପତ୍ତି ନେଇଛି । ହୋଟେଲ ବୁକିଂ କମ୍ପାନୀ ଓୟୋ ସହଭାଗୀ ହୋଟେଲ ଗୁଡିକ ପାଇଁ ଚେକ୍ ଇନ୍…