Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଟୋ ସହ ଟ୍ରକର ମୁହାଁମୁହିଁ ଧକ୍କା, ଗୋଟେ ପରିବାରର ୪ ମୃତ

ଝାଡ଼ଖଣ୍ଡ: ଦୁଃଖ ଆଣିଦେଲା ପିକନିକ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ପରିବାରର ୪ଜଣଙ୍କ ଜୀବନ । ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଗୋଟେ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ପିକ୍‌ନିକ ସାରି ଫେରୁଥିବା ବେଳେ ଡୁମୁକା ମୁଫାସିଲ୍ ଥାନା…

ବିଶ୍ବ ପକ୍ଷୀ ଦିବସ, ଲୋପ ପାଇଲେଣି ବିରଳ ପକ୍ଷୀ

ଭୁବନେଶ୍ଵର: ଶୀତ ଋତୁ ଆସିବା କ୍ଷଣି ଲୋକଙ୍କ ମନରେ ଯେପରି ଖୁସି ଖେଳିଯାଏ ପକ୍ଷୀମାନଙ୍କ ମନରେ ମଧ୍ୟ ସେମିତି ଖୁସି ଖେଳିଯାଏ । ବ୍ୟସ୍ତବହୁଳ ଜୀବନ ଭିତରୁ ବାହାରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ବର୍ଷ ସାରା ଏହି ଶୀତ ଋତୁ କି ଅପେକ୍ଷା କରିଥାନ୍ତି ପର୍ଯ୍ୟଟକ । ସେହିପରି ଶୀତ…

ଦିଲ୍ଲୀରେ ତ୍ରିମୁଖୀ ଲଢ଼େଇ, କେଜ୍ରିୱାଲଙ୍କୁ ଘେରିଲେ ଶାହ

ନୂଆଦିଲ୍ଲୀ : ଏଥର ଦିଲ୍ଲୀରେ ଜୋରଦାର ହେବାକୁ ଯାଉଛି ତ୍ରିମୁଖୀ ଲଢ଼େଇ । ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବ ଦିଲ୍ଲୀ । ଶୁକ୍ରବାର ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ବେଳେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ଆପଦା ସରକାର ବୋଲି…

ଆଉ ନାହାନ୍ତି ପ୍ରଖ୍ୟାତ ଆଣବିକ ବିଜ୍ଞାନୀ ଆର୍. ଚିଦାମ୍ବରମ୍, ଦେଶ ପାଇଁ ଅବଦାନ ଥିଲା ଅତୁଳନୀୟ

ନୂଆଦିଲ୍ଲୀ : ଆଉ ନାହାନ୍ତି ଭାରତର ପ୍ରଖ୍ୟାତ ଆଣବିକ ବିଜ୍ଞାନୀ ପଦ୍ମବିଭୂଷଣ ଡକ୍ଟର ଆର୍. ଚିଦାମ୍ବରମ୍ । ଶନିବାର ସକାଳେ ମୁମ୍ବାଇ ବାସଭବନରେ ତାଙ୍କର ମୃତ୍ୟୁ ହୋଇୟାଇଛି । ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ୧୯୭୪ରେ ଏବଂ ୧୯୯୮ରେ ପୋଖରାନରେ ହୋଇଥିବା ଆଣବିକ ପରୀକ୍ଷଣରେ ମୁଖ୍ୟ ଭୂମିକା…

ସାମ୍ୱାଦିକଙ୍କୁ ହତ୍ୟା, କାରଣ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ : ଛତିଶଗଡ଼ର ଟେଲିଭିଜନ୍ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା କରାଯାଇଛି । ବିଜାପୁର ସହରର ସୁରେଶ ଚନ୍ଦ୍ରାକରଙ୍କ ଘରେ ଥିବା ସେପ୍‌ଟିକ୍ ଟାଙ୍କିରୁ ମୁକେଶଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡ ଓ ପିଠିରେ ଏକାଧିକ କ୍ଷତ ଚିହ୍ନ ରହିଛି । ଯାହା ସ୍ପଷ୍ଟ କରି ଦେଉଛି…

ଆକାଶରୁ ପୃଥିବୀକୁ ଖସିଲା ୫୦୦କିଲୋର ଏକ ରିଙ୍ଗ, ଚାଲିଛି ଯାଞ୍ଚ

ନୂଆଦିଲ୍ଲୀ: ଅପରାହ୍ନ ସମୟ ହୋଇଥିବ । ହଠାତ୍ ଆପଣଙ୍କ ଅଞ୍ଚଳରେ ଆକାଶରୁ ୫୦୦କେଜିର ବିଶାଳ ରିଙ୍ଗ'ଟି ପଡିବ । ଆପଣ ଛାନିଆ ହୋଇଯିବେ କି ନାହିଁ । ହଁ ଆଜ୍ଞା ଏପରି ଏକ ଘଟଣା ଘଟିଛି କେନିଆର ମାକୁଏନି କାଉଣ୍ଟରେ ଅବସ୍ଥିତ ମୁହୁକୁ ଗାଁରେ । ଖବରମୁତାବକ, ଏହି ଗାଁ ନିକଟରେ ଆକାଶରୁ ପଡିଥିବା…

ମହାକାଶରେ ଗଜା ହେଲା ଝୁଡଙ୍ଗ ମଞ୍ଜି

ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ଡିସେମ୍ବର ୩୦ରେ ଶ୍ରୀହରିକୋଟାରେ ସ୍ପାଡେକ୍ସ ଅର୍ଥାତ୍ ସ୍ପେସ୍ ଡକିଂ ଏକ୍ସପରିମେଣ୍ଟ ମିଶନ୍ ଆରମ୍ଭ କରାଯାଇଥିଲା। ଯାହା ମାଧ୍ୟମରେ ପୃଥିବୀଠାରୁ ୪୭୦ କିଲୋମିଟର ଦୂରରେ PSLV-C60 ରକେଟରୁ ଦୁଇଟି ସ୍ପେଶକ୍ରାଫ୍ଟ ନିୟୋଜିତ କରାଯାଇଛି। ଏହା ସହିତ POEM-4 (PSLV…

ଭାରତର ଏହି ସ୍ଥାନରେ ମକର ସଂକ୍ରାନ୍ତି ପର୍ବ ସ୍ୱତନ୍ତ୍ର, ଏପରି ଦୃଶ୍ୟ ଆକାଶରେ ଦେଖିବାକୁ ମିଳେ

ନୂଆଦିଲ୍ଲୀ: ଚଳିତବର୍ଷ ମକର ସଂକ୍ରାନ୍ତି ୧୪ତାରିଖରେ ପାଳନ କରାଯିବ । ଏହି ପର୍ବ ବର୍ଷର ଏକ ବଡ ପର୍ବ ମଧ୍ୟରେ ଅନ୍ୟତମ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ଯେଉଁ କାରଣରୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ତେବେ ଆପଣ ଜାଣିଥିବେ ଏହି ମକର ସଂକ୍ରାନ୍ତିରେ ଗୁଡି ଉଡାଯାଏ ।…

ସୋସିଆଲ ମିଡିଆରୁ ପିଲାଙ୍କ ଲଗ୍-ଆଉଟ୍ !

ନୂଆଦିଲ୍ଲୀ: ବାପା ମାଆଙ୍କ ଅନୁମତି ବିନା ପିଲା ଚଲାଇ ପାରିବେନି ସୋସିଆଲ୍ ମିଡିଆ । ୧୮ବର୍ଷରୁ କମ୍ ପିଲାଙ୍କ ପାଇଁ କଟକଣା ଆଣିବାକୁ ଯାଉଛନ୍ତି ସରକାର । କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ଆକ୍ଟ -୨୦୨୫ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଅରବିନ୍ଦ କେଜ୍ରିଓ୍ବାଲ Vs ପ୍ରବେଶ ବର୍ମା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେଭିଓ୍ବେଟ୍ ଟକ୍କର । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସିଲା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା । ଏଥିରେ ୨୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି।…