Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପ୍ରିୟଙ୍କାଙ୍କ ଗାଲ ପରି ଚିକ୍କଣ ରାସ୍ତା’..ବିଜେପି ନେତାଙ୍କ ବୟାନକୁ ନେଇ ତାତିଲା ଦିଲ୍ଲୀ ରାଜନୀତି

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ଥିବା ବେଳେ ଏବେ ପ୍ରଚାର ମଇଦାନ ପରସ୍ପର ବିରୋଧରେ ଗର୍ଜୁଛନ୍ତି ବିଭିନ୍ନ ଦଳ ନେତା । ଏହାରି ଭିତରେ ଏବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା ରମେଶ ବିଧୁରୀ । ଦିଲ୍ଲୀ ବିଧାନସଭା…

ବିଜେପି ଠାରୁ କଂଗ୍ରେସ ଭିନ୍ନ କିପରି? ବୁଝାଇଲେ ରାହୁଲ…

ନୂଆଦିଲ୍ଲୀ: କିପରି ବିଜେପି ଠାରୁ ଭିନ୍ନ କଂଗ୍ରେସ? ଶନିବାର ଆଇଆଇଟି ମାଡ୍ରାସରେ ଛାତ୍ରଛାତ୍ରୀଙ୍କ ସହ ଏକ ବାର୍ତ୍ତାଳପରେ ଏହା ଉପରେ ନିଜର ମତ ରଖିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ରାହୁଲ କହିଛନ୍ତି, ତାଙ୍କ ଦଳ ବିଶ୍ବାସ କରେ ଯେ, ସମ୍ବଳ ବଣ୍ଟନ ଅଧିକ ନ୍ୟାୟପୂର୍ଣ୍ଣ ହେବା…

ସାମ୍ବାଦିକଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ରଚିଥିଲା ଭାଇ..

ବିଜାପୁର: ଏବେ ସାରା ଦେଶରେ ଛତିଶଗଡ ବିଜାପୁରରେ ଜଣେ ସାମ୍ବାଦିକଙ୍କୁ ହତ୍ୟା ଘଟଣା ଚହଳ ପକାଇଥିବା ବେଳେ ଏହି ହତ୍ୟା ମିଷ୍ଟ୍ରି ଉପରୁ ଏବେ ପରଦା ହଟିଛି । ସାମ୍ବାଦିକ ମୁକେଶ ଚନ୍ଦ୍ରାକାରଙ୍କୁ ମାରିବା ପାଇଁ ନାରକୀୟ କାଣ୍ଡ ରଚିଥିଲା ସମ୍ପର୍କୀୟ ଭାଇ । ଯାହାର ପରଦାଫାସ୍ କରି ଏଥିରେ…

ପୋରବନ୍ଦରରେ ହେଲିକପ୍ଟର କ୍ରାସ୍: ୩ ମୃତ!

ପୋରବନ୍ଦର: ବଡ ଦୁର୍ଘଟଣା । ଗୁଜରାଟ ପୋରବନ୍ଦରରେ ହେଲିକପ୍ଟର କ୍ରାସ୍ । କୋଷ୍ଟଗାର୍ଡର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟର…

ମହାକୁମ୍ଭ ୨୦୨୫: ଛୋଟୁ ବାବାଙ୍କ ପରେ ଏବେ ଧ୍ୟାନ ଆକର୍ଷଣ କରୁଛନ୍ତି ‘ଇ-ରିକ୍ସା ବାବା’

ପ୍ରୟାଗରାଜ: ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ । ସେଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । କାହିଁ କେତେ ଦୁରରୁ ସାଧୁ, ସନ୍ଥ ନାଗା ବାବା ସବୁ ପ୍ରୟାଗରାଜରେ ପହଞ୍ଚିଲେଣି । ପ୍ରୟାଗରାଜରେ ଯୋଗ ଦେବା ପାଇଁ ଦୂରଦୂରାନ୍ତରୁ ଆସି ପହଞ୍ଚୁଛନ୍ତି ଅନେକ…

ଆଉ ନାହାନ୍ତି ବିଶ୍ବର ସବୁଠୁ ବୟସ୍କା ମହିଳା: ୧୧୬ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶ୍ୱର ସବୁଠାରୁ ବୟସ୍କା ବ୍ୟକ୍ତି ତୋମିକୋ ଇତୁକା । ୧୧୬ ବର୍ଷ ବୟସରେ ତାଙ୍କର ଡିସେମ୍ବର ୨୯ରେ ମୃତ୍ୟୁ ଘଟିଛି । ତେବେ ବିଶ୍ବର ସବୁଠୁ ବୟସ୍କା ବ୍ୟକ୍ତି ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିଲେ ଜାପାନୀ ମହିଳା ତୋମିକୋ । ଜାପାନୀ ଅଧିକାରୀଙ୍କ ସୂଚନା…

ଭାରତ-ବାଂଲାଦେଶ ସମ୍ପର୍କରେ ଉନ୍ନତି: ଦୁଇ ଦେଶ ମଧ୍ଯରେ ୧୮୫ ମତ୍ସ୍ୟଜୀବୀ ଅଦଳବଦଳ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ସହ ସମ୍ପର୍କ ବିଗିଡିଛି। କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ଦୁଇ ଦେଶ ମଧ୍ୟରେ ନୂଆ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି। କାରଣ ଆଜି ଦୁଇ ଦେଶ ମଧ୍ଯରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ…

ବ୍ରହ୍ମପୁତ୍ର ନଦୀ ଉପରେ ଡ୍ୟାମ ତିଆରିକୁ ନେଇ ଚିନ୍ତାରେ ଭାରତ, ଚୀନ କହିଲା ପଡିବନି ନକାରାତ୍ମକ ପ୍ରଭାବ

ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ନଦୀ ଉପରେ ତିବ୍ଦତରେ ବିଶ୍ୱର ସର୍ବବୃହତ ଡ୍ୟାମ୍ ନିର୍ମାଣକୁ ଚୀନ ଅନୁମୋଦନ କରିଛି। ଏଥିପାଇଁ ୧୩୭ ବିଲିୟନ ଡଲାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଚୀନର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା ଏବଂ ୨୦୩୫ ପର୍ଯ୍ୟନ୍ତ ଏହାର ଦୀର୍ଘମିଆଦୀ ବିକାଶ ରଣନୀତିର ଏକ ଅଂଶ।…

ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ, ଜଣେ କନଷ୍ଟେବଳ ସହିଦ

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ରେ ଏନ୍‌କାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀଷ ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ କନଷ୍ଟେବଳ ସହିଦ ହୋଇଥିବା ସୂଚନା ରହିଛି। ତାଙ୍କ ନାମ ସାନୁ କରାମ ବୋଲି ଜଣାପଡିଛି। । ଏକେ ୪୭ ସହ ବିପୁଳ ମାଓ ବିସ୍ଫୋରକ ଜବତ ହୋଇଥିବା ବେଳେ…

ସେନା ଗାଡି ଦୁର୍ଘଟଣା, ବଢିଲା ମୃତ୍ୟୁ ସଂଖ୍ୟା

ଶ୍ରୀନଗର: ବଢିଲା ସହିଦଙ୍କ ସଂଖ୍ୟା । ଗତକାଲି ଜମ୍ମୁ କଶ୍ମୀରର ବାନ୍ଦିପୋରାଠାରେ ଘଟିଥିବା ସେନା ଗାଡି ଦୁର୍ଘଟଣାରେ ବଢିଛି ଯବାନଙ୍କ ସହିଦ ସଂଖ୍ୟା । ଗତକାଲି ୨ଜଣ ଯବାନ ସହିଦ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଆଜି ଆଉ ୨ଜଣ ଯବାନ ସହିଦ ହୋଇଛନ୍ତି । ଏହାକୁ ମିଶାଇ ସହିଦଙ୍କ ସଂଖ୍ୟା ୪ରେ…