Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ଦୀର୍ଘ ୨୮ ମାସ ହେଲା ସେ ଜେଲରେ ଥିଲେ।  ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। …

ମହାରାଷ୍ଟ୍ର ନିର୍ବାଚନ : କଂଗ୍ରେସକୁ ଜଣା ନାହିଁ ରାଜନୀତିର କ-ଖ-ଗ-ଘ…

ମୁମ୍ବାଇ: ମହାରାଷ୍ଟ୍ର ମହା ବିକାଶ ଅଘାଡି (ଏମଭିଏ)ରେ ବିଳମ୍ବ ହୋଇଛି ସିଟ ସେୟାରିଂ। ଏହାକୁ ନେଇ ଶୁକ୍ରବାର ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ। ରାଜ୍ୟର କଂଗ୍ରେସ ନେତା ନିଷ୍ପତ୍ତି ନେବାରେ ଅସଫଳ ବୋଲି ଦାବି…

ମୃତ୍ୟୁ ପାଇଗଲା ବାଟ: ସାମ୍ନାକୁ ଆସିଲା ହମାସ ମୁଖ୍ୟଙ୍କ ମୃତ୍ୟୁ ପୂର୍ବର ଶେଷ ମୁହୂର୍ତ୍ତ

ନୂଆଦିଲ୍ଲୀ: ହମାସ ମୁଖ୍ୟ ସିନଓ୍ବାରଙ୍କୁ ମାରି ଗଡାଇଛି ଇସ୍ରାଏଲ । ଇସ୍ରାଏଲ ଅକ୍ଟୋବର ୭ ଆକ୍ରମଣ ପଛରେ ମାଷ୍ଟର ମାଇଣ୍ଡ କୁହାଉଥିବା ହମାସ ମୁଖ୍ୟ ୟାହା ସିନଓ୍ବାରଙ୍କୁ ଗୁରୁବାର ଏକ ଅପରେସନରେ ଇସ୍ରାଏଲ ସେନା ନିହତ କରିଥିବା ଦାବି କରିଛି । ତେବେ ଇସ୍ରାଏଲ ସେନାଙ୍କ ଠାରୁ ବଞ୍ଚିବାକୁ ଏକ…

ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କ ଆଖିରେ କ’ଣ ପାଇଁ ବନ୍ଧାହୋଇଥିଲା ପଟ୍ଟି, ଜାଣନ୍ତୁ କାରଣ….

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନ୍ୟାୟର ଦେବୀଙ୍କର ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତିରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି । ଏହି ପ୍ରତିମୂର୍ତ୍ତିରେ ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧାଯାଇଥିବା ପଟ୍ଟିକୁ ହଟାଇ ଦିଆଯାଇଛି । ଆହୁରି ମଧ୍ୟ, ବର୍ତ୍ତମାନ ଖଣ୍ଡା…

ପିଏମଓର ନୂଆ ଅତିରିକ୍ତ ସଚିବ ହେଲେ ଶୁଭାଶିଷ ପଣ୍ଡା

ନୂଆଦିଲ୍ଲୀ: ଓଡିଶା କ୍ୟାଡରର ଆଇଏଏସ ରଘୁ ଜି ଙ୍କ ସମେତ ଆଉ ୨ ବ୍ୟୁରୋକାଟଙ୍କୁ ପିଏମଓକୁ ବଦଳି କରାଯାଇଛି ।  ପିଏମଓରେ ନୂଆ ଅତିରିକ୍ତ ସଚିବ ଭାବେ ଆଇଏଏସ ଶୁଭାଶିଷ ପଣ୍ଡାକୁ ନିଯୁକ୍ତ କରାଯାଇଛି । ହିମାଚଳ ପ୍ରଦେଶ କ୍ୟାଡରର ୧୯୯୭ ବ୍ୟାଚର ଆଇଏଏସ୍ ଶୁଭାଶିଷ ପଣ୍ଡା ବର୍ତ୍ତମାନ ଡିଡିଏର…

ପ୍ରତିଶୋଧ ନେଲା ଇସ୍ରାଏଲ୍: ହମାସ୍ ମୁଖ୍ୟ ୟାହ୍ୟା ସିନୱାର ନିହତ

ନୂଆଦିଲ୍ଲୀ: ରାଫାରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସକୁ ବଡ଼ ସଫଳତା । ହମାସ୍ ମୁଖ୍ୟ ୟାହ୍ୟା ସିନୱାର ମାରି ଗଡାଇଲେ ଇସ୍ରାଏଲ୍ ଡିଫେନ୍ସ । ସିନୱାର ନିହତ ହୋଇଥିବା ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା…

ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ ଅବସ୍ଥା: ସଲମାନଙ୍କୁ ଧମକ

ନୂଆଦିଲ୍ଲୀ: ପୁଣି ଅଭିନେତା ସଲମାନ ଖାନଙ୍କୁ ଧମକ । ହ୍ୱାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ସୁରକ୍ଷିତ ରହିବା ପାଇଁ ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ ।…

ଏଠାରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍, ଖର୍ଚ୍ଚ ହେବ ୨ ହଜାର ୬୪୨ କୋଟି

ନୂଆଦିଲ୍ଲୀ: ମିଳିଲା ସବୁଜ ସଙ୍କେତ । ଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍ । ଏଥିପାଇଁ ଖର୍ଚ୍ଚ ହେବ ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା। ଗତ ୧୬ ଅକ୍ଟୋବରରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।…

ରତନ ଟାଟାଙ୍କ ଉପରେ ନିର୍ମାଣ ହେବ ବାୟୋପିକ, ନେଟିଜେନ୍ସ କହିଲେ କିଏ ହେବେ ହିରୋ…

ମୁମ୍ବାଇ: ୨୦୨୪ ମସିହା ଅକ୍ଟୋବର ୯ରେ ୮୬ବର୍ଷ ବୟସରେ ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ସାରା ଦେଶ ମ୍ରିୟମାଣ ହୋଇପଡିଥିଲା। ଏହି ସମୟରେ ଜି ମିଡିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ବଡ ଘୋଷଣା କରିଛି। ଏହି କମ୍ପାନୀ ଟାଟା ଗ୍ରୁପ୍ର…

ନସରାଲ୍ଲାହ ପରେ ସିନୱାର ବି ମୃତ !

ଗାଜା: ଗାଜାରେ ଏବେ ଇସ୍ରାଏଲ ପକ୍ଷରୁ କ୍ରମାଗତ ଆକ୍ରମଣ ଜାରୀ ରହିଛି । ଏକ ଅପରେଶନରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଏବେ ଇସ୍ରାଏଲ ସେନା ଏହି ଆତଙ୍କବାଦୀମାନଙ୍କ ମଧ୍ୟରେ ହମାସ ଚିଫ ୟାହ୍ୱା ସିନୱାର ରହିଥିବା କହିଛି । ସିନୱାର ମୃତ୍ୟୁବରଣ କରିଛନ୍ତି କି ନାହିଁ ତାର ତଦନ୍ତ ଜାରୀ…