Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକା-ଇରାନ ଶାନ୍ତି ଚୁକ୍ତି ଆଶା; ଅନ୍ତର୍ଜାତୀୟ ବଜାରରେ ୫%ରୁ ଅଧିକ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା କମିବା ଏବଂ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତି ନେଇ ଆଶା ବଢ଼ିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ…

ଟିଏମ୍‌ସି କାର୍ଯ୍ୟାଳୟ ନିକଟରେ ମାଟି ତଳୁ ମିଳିଲା ନଗଦ ଟଙ୍କା

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଟିଏମସି କାର୍ଯ୍ୟାଳୟ ନିକଟରୁ ମାଟି ତଳୁ ମିଳିଲା ନଗଦ ଟଙ୍କା କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ନଗଦ ଟଙ୍କା ଜବତ ଘଟଣାକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ରାଜ୍ୟର ଏକ ଟିଏମସି କାର୍ଯ୍ୟାଳୟ ନିକଟରେ ମାଟି ତଳେ ପୋତା ହୋଇ ରହିଥିବା…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଜୟ

ନୂଆଦିଲ୍ଲୀ: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ ଥିଲା। ଏହି ସାକ୍ଷାତ ସମୟରେ ସେ ରାଜ୍ୟର ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ, ଯାହା ଦୀର୍ଘ ସମୟ ଧରି…

ଆସାମରେ ୟୁସିସି ବିଲ୍ ପାରିତ

ନୂଆଦିଲ୍ଲୀ: ଆସାମ ବିଧାନସଭା ବୁଧବାର ଦିନ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ପାସ୍ କରିଛି। ଏହି ଆଇନ ବିବାହ, ଛାଡପତ୍ର, ଉତ୍ତରାଧିକାର ଏବଂ ଲିଭ୍-ଇନ୍ ସମ୍ପର୍କ ସହିତ ଜଡିତ ପ୍ରସଙ୍ଗରେ ଧର୍ମ ନିର୍ବିଶେଷରେ ସମସ୍ତ ଲୋକଙ୍କ ପାଇଁ ଏକ ସମାନ ଆଇନଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ…

କେରଳରେ ଇଡି ଟିମ୍ ଉପରେ ଆକ୍ରମଣ: ପଥରମାଡ଼ କଲେ ସିପିଆଇ (ଏମ) କର୍ମୀ

ଥିରୁଅନନ୍ତପୁରମ: କେରଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। କେରଳର ପୂର୍ବତନ ଶାସକ ଦଳ ସିପିଆଇ (ଏମ) ର କର୍ମୀମାନେ ଇଡି ଅଧିକାରୀଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଗାଡ଼ି ଉପରକୁ ଇଟା ଓ ପଥର ମାଡ଼ କରିଛନ୍ତି। ଏହି ହିଂସାତ୍ମକ…

ମମତା ବାନାର୍ଜୀଙ୍କ ବଢ଼ିଲା ଅଡୁଆ, ଦିଦିଙ୍କ ବିରୋଧରେ ମାମଲା ରୁଜୁ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ବଢିଲା ସମସ୍ୟା। ସନାତନ ଧର୍ମକୁ "ଅପବିତ୍ର ଧର୍ମ" କହିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଗତ ବର୍ଷ କୋଲକାତାରେ ଇଦ୍ ପାଳନ ସମୟରେ ସେ ଦେଇଥିବା ଏକ ବୟାନରୁ ଏହି ମାମଲା…

ଡଲାର ତୁଳନାରେ କାହିଁକି ଦୁର୍ବଳ ହେଉଛି ଟଙ୍କା 

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ବଡ଼ ଚିନ୍ତାଜନକ ଖବର। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଚଳିତ ବର୍ଷ ମେ ମାସରେ ପ୍ରତି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୬ ଅତିକ୍ରମ କରିଛି, ଯାହା ଗତ ବର୍ଷ ପ୍ରାୟ ୮୫ ଟଙ୍କା ଥିଲା। ଟଙ୍କାର…

PM Amid Heatwave: ଜୁନ୍ ୨ ଯାଏଁ ତାତିରୁ ନାହିଁ ନିସ୍ତାର, ପ୍ରଧାନମନ୍ତ୍ରୀ ମୋଦି ନିଜେ ଦେଲେ ନୁସ୍କା…କହିଲେ ଏମିତି…

ନୂଆଦିଲ୍ଲୀ: ଏବେ ଦେଶ ତଥା ରାଜ୍ୟରେ ତାପାମାତ୍ରାର ପାରା ଶୀର୍ଷରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଚଣ୍ଡ ଗରମରୁ ନିଜକୁ ରକ୍ଷା କରିବା ପାଇଁ ନାଗରିକମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି ଏବଂ କିଛି ଟିପ୍ସ ମଧ୍ୟ ଦେଇଛନ୍ତି। ଦେଶର ବିସ୍ତୃତ ଅଞ୍ଚଳରେ ପ୍ରଚଣ୍ଡ…

ଟିଏମସି ସାଂସଦ କାକୋଲି ଘୋଷ ପାର୍ଟିର ସମସ୍ତ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC) ରାଜନୀତିରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତ୍ରୀ କାକୋଲି ଘୋଷ ଦସ୍ତିଦାର ଟିଏମସିର ସମସ୍ତ ସାଙ୍ଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଜେପି ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

କୋର୍ଟଙ୍କ ବଡ଼ ରାୟ: ୬ ମାସ ଜେଲ ଯିବେ ବାଇଜୁସ ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ

ସିଙ୍ଗାପୁର: ଅନ୍ ଲାଇନ ଶିକ୍ଷା ଜଗତରେ କୋଟିପତିରୁ ଏବେ ଜେଲର ଅଭିଯୁକ୍ତ। ବାଇଜୁସର (Byju's) ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନଙ୍କ ପାଇଁ ଆସିଛି ଏକ ବଡ଼ ଝଟକା। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ସିଙ୍ଗାପୁରର ଏକ କୋର୍ଟ ତାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।…