Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭୭ ବର୍ଷର ସ୍ୱାଧୀନତା ପରେ ବି ଏହି ଗ୍ରାମରେ କେବେ ହୋଇନି ନିର୍ବାଚନ, କାରଣ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୭ ବର୍ଷ ଅତିବାହିତ ହେଲା ଏବଂ ଏହି ୭୭ ବର୍ଷରେ ଅନେକ ନିର୍ବାଚନ ହୋଇଛି। କିନ୍ତୁ ଜମୁଈ ଜିଲ୍ଲାର ଅନେକ ଗ୍ରାମ ଏଭଳି ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ନିର୍ବାଚନ ହୋଇନାହିଁ। ଏହି ଗ୍ରାମମାନଙ୍କରେ ରହୁଥିବା ଲୋକମାନଙ୍କୁ ମତ ଦାନ କରିବା ପାଇଁ ୨୦ କିଲୋମିଟର…

ନେପାଳ ପରେ ପାକିସ୍ତାନରେ ଜେନ୍-ଜି ଆନ୍ଦୋଳନ, ଭାଙ୍ଗିଯିବ ସରକାର ?

ନୂଆଦିଲ୍ଲୀ: ନେପାଳ ପରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଏକ ମାସ ଭିତରେ ପୁଣିଥରେ ବିରୋଧ ଆରମ୍ଭ ହୋଇଛି। ଗୁରୁବାର ଦିନ ବହୁ ସଂଖ୍ୟାରେ ଯୁବକ ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ନାରାବାଜି କରିଛନ୍ତି। କୁହାଯାଉଛି ଯେ ଏଥର ଆନ୍ଦୋଳନର ବାଗଡୋର ନୂଆ ପିଢ଼ି ଅର୍ଥାତ୍ ଜେନ୍-ଜିର ହାତରେ…

ଦୁଇ ଥର ଭୋଟ ଦେବା କେତେ ଅପରାଧ ? ଏପରି କଲେ କେତେ ବର୍ଷ ହୋଇଥାଏ ଜେଲ୍….

ନୂଆଦିଲ୍ଲୀ: ପଟନାର ବାଙ୍କୀପୁରରେ ମତଦାନ ସମୟରେ ସମସ୍ତୀପୁର ସାଂସଦ ଶାମ୍ଭବୀ ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ମହଲରେ ନୂଆ ଉତ୍ତେଜନା ସୃଷ୍ଟି କରିଛି। କଂଗ୍ରେସ କହୁଛି ଯେ ଭିଡିଓରେ ତାଙ୍କ ଉଭୟ ହାତର ଆଙ୍ଗୁଳିରେ କାଳି ଚିହ୍ନ ଦେଖାଯାଉଛି, ଯାହା ଦୁଇଥର ମତ…

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଆଉ ୮ ଚିତା 

ଭୋପାଳ: ପ୍ରୋଜେକ୍ଟ ଚିତା ଅଧୀନରେ ଆଉ ୮ଟି ଚିତା ଭାରତ ଆସିବାକୁ ଯାଉଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୨୦୨୨ ମସିହାରେ ଚିତା ଅଣାଯାଇଥିଲା। ବର୍ତ୍ତମାନ ଭାରତରେ ମୋଟ ଚିତା ସଂଖ୍ୟା ୨୭ ରହିଛି। ଯେଉଁଥିରୁ ୧୬ଟି ଭାରତୀରେ ଜନ୍ମ ହୋଇଥିଲେ। ଏଥିମଧ୍ୟରୁ ୨୪ଟି କୁନୋରେ ଏବଂ ତିନୋଟି ଗାନ୍ଧୀ ସାଗର…

ଟ୍ରମ୍ପଙ୍କ ନୂଆ ନିୟମ; ସ୍ଵାସ୍ଥ୍ୟ ସମସ୍ୟା ଥିଲେ ମିଳିବନି ଭିସା

ନୂଆଦିଲ୍ଲୀ: ଆମେରିକା ବୁଲିବାକୁ ସ୍ୱପ୍ନ ଦେଖୁଥିବା ଲକ୍ଷ ଲକ୍ଷ ବିଦେଶୀ ନାଗରିକ ବିଶେଷକରି ଭାରତୀୟଙ୍କ ପାଇଁ ଟ୍ରମ୍ପ ପ୍ରଶାସନ ଭିସା ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ମଧୁମେହ, ହୃଦରୋଗ, କର୍କଟ ରୋଗ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ଆମେରିକାରେ ପ୍ରବେଶ କିମ୍ବା…

Types Of Gold: କାହିଁକି ୧୮, ୨୨ ଏବଂ ୨୪ କ୍ୟାରେଟ୍ ହିଁ ହୋଇଥାଏ ସୁନା, ୧୯, ୨୧ କି ୨୫ ନୁହେଁ?

ନୂଆଦିଲ୍ଲୀ: ଶତାବ୍ଦୀ ଧରି ଆମ ଦେଶରେ ହଳଦିଆ ଧାତୁ ସୁନା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଆସିଛି। ବିବାହ, ପର୍ବ କିମ୍ବା ଧାର୍ମିକ ରୀତିନୀତି ହେଉ, ସୁନା ଅଳଙ୍କାରର ଚମକ ପ୍ରତ୍ୟେକ ଅବସରକୁ ଅଧିକ ସ୍ୱତନ୍ତ୍ର କରିଥାଏ। ଭାରତୀୟମାନେ ସୁନାକୁ କେବଳ ଅଳଙ୍କାର ଭାବରେ ମୂଲ୍ୟବାନ ନୁହେଁ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀ ସଫା ; ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡ଼ାର କେରନ ସେକ୍ଟରରେ ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ଶନିବାର ଦିନ ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ନିୟନ୍ତ୍ରଣ ରେଖା (LoC) ପାର ହୋଇ ଅନୁପ୍ରବେଶ ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ଭାରତୀୟ…

China’s Fujian: ଶକ୍ତି ଦେଖାଇଲା ଚୀନ, ଲଞ୍ଚ କଲା ମୃତ୍ୟୁର ଜାହାଜ!

ନୂଆଦିଲ୍ଲୀ: ଚୀନ୍ ତାର ସବୁଠାରୁ ଉନ୍ନତ ଯୁଦ୍ଧଜାହାଜ ନିର୍ମାଣ କରିଛି । ଏକ ଯୁଦ୍ଧଜାହାଜ ଯାହା କେବଳ ମହାସାଗରରେ ଯାତ୍ରା କରେ ନାହିଁ ବରଂ ବିଶ୍ୱର ରଣନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବାର ଶକ୍ତି ମଧ୍ୟ ରଖେ। ଚୀନ୍‌ ଶେଷରେ ଏହାର ସବୁଠାରୁ ଉନ୍ନତ ବିମାନ ବାହକ, ଫୁଜିଆନ୍‌କୁ କାର୍ଯ୍ୟକ୍ଷମ…

Parliament Winter Session: ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ…

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଆରମ୍ଭ ହେବ ଏବଂ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ରବିବାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଶୀତକାଳୀନ ଅଧିବେଶନ…

US boycott G20: ଜି ୨୦ ସମ୍ମିଳନୀକୁ ଆମେରିକାର ବର୍ଜନ, ଦକ୍ଷିଣ ଆଫ୍ରିକା ଉପରେ ବର୍ଷିଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଗ୍ରୁପ୍ ୨୦ (G-20) ସମ୍ମିଳନୀରେ କୌଣସି ଆମେରିକୀୟ ସରକାରୀ ଅଧିକାରୀ ଯୋଗ ଦେବେ ନାହିଁ। ସେ ଦକ୍ଷିଣ ଆଫ୍ରିକାରେ ଧଳା ଚାଷୀଙ୍କ ପ୍ରତି ହେଉଥିବା ବ୍ୟବହାରକୁ ତାଙ୍କ…