Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତୁରନ୍ତ ପଳାଓ; ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କଡ଼ା ଚେତାବନୀ ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ନବନିର୍ବାଚିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କଲ୍ୟାଣୀରେ ଏକ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଶୀଘ୍ର ପଳାଅ, ନଚେତ୍ ସରକାର ଯାହା କରିବାକୁ ପଡିବ…

ପ୍ରଶାନ୍ତ ମହାସାଗରରୁ ମିଳିଲା ନୀଳ ଅକ୍ଟୋପସ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରର ଗଭୀରତାରୁ ବୈଜ୍ଞାନିକମାନଙ୍କୁ ଏକ ବଡ ସଫଳତା ମିଳିଛି । ଗ୍ୟାଲପାଗୋସ ଦ୍ୱୀପ ନିକଟରେ ଏକ ଛୋଟ ନୀଳ ଅକ୍ଟୋପସ ମିଳିଛି । ଏହା ଏକ ଏଲିୟନ ଓ କାର୍ଟୁନ ଚରିତ୍ର ପରି ଦେଖାଯାଉଛି । ପାଣି ମଧ୍ୟରେ ରୋବଟର କ୍ୟାମେରା ଏହାକୁ ଠାବ କରିଥିଲା । ଏହା ମାତ୍ର ୫…

ସରକାରଙ୍କ ବଡ଼ ଘୋଷଣା: ମାତ୍ର ୫ ଟଙ୍କାରେ ମିଳିବ ଭାତ ଓ ମାଛ ତରକାରୀ

କୋଲକାତା: ଶୁଭେନ୍ଦୁ ସରକାର ମାଛ ଏବଂ ଭାତ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା। ସରକାର ୫ ଟଙ୍କାରେ ମାଛ ଏବଂ ଭାତ ଯୋଗାଇବେ। ସେ ଘୋଷଣା କରିଥିଲେ ଯେ ଏଥିପାଇଁ ରାଜ୍ୟ ସାରା ୪୦୦ କ୍ୟାଣ୍ଟିନ୍…

ଅବୈଧ ଅନୁପ୍ରବେଶ ବିରୋଧରେ କେନ୍ଦ୍ରର ବଡ ଆକ୍ସନ ପ୍ଲାନ, ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ: ନକ୍ସଲବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ପରେ, କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପ୍ରମୁଖ ଲକ୍ଷ୍ୟ ହେଉଛି ଅବୈଧ ଅନୁପ୍ରବେଶକୁ ରୋକିବା ଏବଂ ସୀମା ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଭେଦ୍ୟ କରିବା । ଏହି ରଣନୀତିର ଅଂଶ ଭାବରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଘୋଷଣା କରିଛନ୍ତି…

ଚୀନର ବଡ଼ ପଦକ୍ଷେପ: ପ୍ରତିଭାବାନ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ଉପରେ କଟକଣା କଡ଼ାକଡ଼ି

ବେଜିଂ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱର ସୁପରପାୱାର ହେବାକୁ ଲକ୍ଷ୍ୟ ରଖିଥିବା ଚୀନ ଏବେ ନିଜ ଦେଶର AI ପ୍ରତିଭା ଓ ବୈଜ୍ଞାନିକମାନଙ୍କ ଉପରେ କଟକଣା ଅଧିକ କଡ଼ାକଡ଼ି କରିବାକୁ ଯାଉଛି। ନୂଆ ନିୟମ ଅନୁଯାୟୀ, AI କ୍ଷେତ୍ରରେ କାମ କରୁଥିବା…

ପୁଣି ବିବାଦରେ ଫଶିଲେ ମମତା, ତାଙ୍କ ବିରୋଧରେ ରୁଜୁ ହେଲା ଏଫଆଇଆର୍

କୋଲକତା: ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଛି । ଅଭିଯୋଗ ହୋଇଛି ଯେ ସେ ଏକ ଇଦ୍ ପାଳନ ସମୟରେ ହିନ୍ଦୁମାନଙ୍କ…

LPG ଠାରୁ ଶସ୍ତା ଇଥାନଲ୍ ଷ୍ଟୋଭ୍ !

ମୁମ୍ବାଇ: ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ବଢୁଥିବା ଦରରୁ ଏଣିକି ମିଳିବ ମୁକ୍ତି ! ବଜାରରେ ମିଳୁଥିବା କମର୍ସିଆଲ୍ LPG ସିଲିଣ୍ଡର ଅପେକ୍ଷା ଆହୁରି ଶସ୍ତାରେ ଏବେ ହୋଇପାରିବ ରୋଷେଇ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଦେଶରେ ଏକ ଅଭିନବ 'ଇଥାନଲ୍‌-ଆଧାରିତ ଷ୍ଟୋଭ୍‌ ଟେକ୍ନୋଲୋଜି'ର ଘୋଷଣା…

ଭାରତ ଦଲାଇ ଲାମାଙ୍କ ଉତ୍ତରାଧିକାର ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ୍, ଏହା ଆମର ଆଭ୍ୟନ୍ତରୀଣ ମାମଲା: ଚୀନ

ନୂଆଦିଲ୍ଲୀ: ଚୀନ୍ ଭାରତକୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ବେଜିଂ କହିଛି ଯେ ଦଲାଇ ଲାମାଙ୍କ ପୁନର୍ଜନ୍ମ ଏବଂ ଉତ୍ତରାଧିକାରୀ ନିର୍ଣ୍ଣୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏଥିରେ କୌଣସି ବାହ୍ୟ ହସ୍ତକ୍ଷେପକୁ…

‘3F’ concerns: 3F କ’ଣ? ଚେତାଇ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ହୋଇପାରେ ୧ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ: : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ନାଗରିକଙ୍କୁ 3F ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ଦ୍ୱାରା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ…

ହସ୍ପିଟାଲରେ ଭର୍ତ୍ତି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ

ଜେରୁଜେଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ସଞ୍ଜ ଆଡ଼କୁ ତାଙ୍କୁ ଜେରୁଜେଲମ ସ୍ଥିତ ହଦାସା ଏନ୍ କେରେମ ମେଡିକାଲ ସେଣ୍ଟରକୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ…