Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାର୍କେଟରେ ଏକ ନମ୍ବର ଫୁଡ ବ୍ରାଣ୍ଡ ଭାବେ ସ୍ଥାନ ପାଇଲା ‘ଅମୁଲ’

ନୂଆଦିଲ୍ଲୀ: ଜଣାଶୁଣା ଖାଦ୍ୟ ପଦାର୍ଥ ଉତ୍ପାଦନକାରୀ କମ୍ପାନୀ “ଅମୁଲ” ସମଗ୍ର ଭାରତରେ ତାର ପ୍ରାଧାନ୍ୟ ବିସ୍ତାର କରିଛି । ଏପରିକି ସାରା ବିଶ୍ଵରେ ମଧ୍ୟ ଅମୁଲ ନାଁ ରହିଛି । ରିପୋର୍ଟ ଅନୁଯାୟୀ, ଅମୁଲ ବର୍ତ୍ତମାନ ଦୁନିଆର ସବୁଠାରୁ ଲୋକପ୍ରିୟ ଖାଦ୍ୟ ବ୍ରାଣ୍ଡରେ ପରିଣତ ହୋଇଛି। ବ୍ରାଣ୍ଡ…

ଚର୍ଚ୍ଚାରେ ମୋଦିଙ୍କ ୟୁକ୍ରେନ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତ । ପୋଲାଣ୍ଡ ଅପେକ୍ଷା ୟୁକ୍ରେନକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ରହିଛି ସମସ୍ତଙ୍କର ନଜର । ଗତ ମାସ ଋଷିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ…

ରାଜନୀତିରୁ ନେବେ ନାହିଁ ଅବସର, ନୂଆ ଦଳ ଗଢିବେ ଚମ୍ପାଇ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଝଟକା। ବଡ ଘୋଷଣା କଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ରାଜନୀତିରୁ ନେବେ ନାହିଁ ଅବସର। ନୂଆ ଦଳ ଗଢିବେ ଚମ୍ପାଇ। ତେବେ ନୂଆ ଦଳର ନାଁ ଏଯାଏଁ ଘୋଷଣା କରିନାହାଁନ୍ତି ଚମ୍ପାଇ। ତେବେ ଏନେଇ ସୋସିଆଲ ମିଡିଆ…

ସାର୍‌, ବଡ ବ୍ଲଣ୍ଡର ହୋଇଗଲା !

ପାଟଣା: ଭାରତ ବନ୍ଦ ବେଳେ ବିହାର ରାଜଧାନୀ ପାଟଣାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରୁଥିବା ଜଣେ ଏସଡିଏମ ଖାଇଛନ୍ତି ପୋଲିସ ଲାଠି । ଗୋଟିଏ ପରେ ଗୋଟିଏ ଲାଠି ପାହାର ଖାଇବା ପରେ ଜଣା ପଡିଥିଲା ଯେ, ଲାଠି ମାଡ ଖାଇଥିବା ବ୍ୟକ୍ତି ହେଉଛନ୍ତି ଜଣେ…

ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ, ୧୮ ଗୁରୁତର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲା ସ୍ଥିତ ଏକ ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ । କମ୍ପାନୀରେ ଥିବା ଏକ ରିଆକ୍ଟର ବିସ୍ଫୋରଣ ଘଟିବାରୁ ୧୮ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବୁଧବାର ଅପରାହ୍ନ…

ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ

କୋଲକାତା: ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ମୃତଶରୀରକୁ ନେବା ପାଇଁ କେହି ପରିବାର ଲୋକ ଦାବି କରନ୍ତି ନାହିଁ ସେ ତାହାର ଅଙ୍ଗକୁ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ। କଲେଜର ଜଣେ ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଏଭଳି ଅଭିଯୋଗ…

ମକ୍ସିପକ୍ସ କୁ ନେଇ ଆଡଭାଇଜରୀ ଜାରି କଲା ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଲଗାତାର ବଢୁଥିବା ମଙ୍କିପକ୍ସକୁ ନେଇ ଏମ୍ସ ଦିଲ୍ଲୀ ଆଡଭାଇଜରୀ ଜାରି କରିଛି । ଏହା ଅଧୀନରେ ସନ୍ଦିଗ୍ଧ ମକ୍ସିପକ୍ସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କ୍ୱାରେଣ୍ଟାଇନରେ ଚିକିତ୍ସା ପାଇଁ ପାଞ୍ଚଟି ବେଡ୍ ମଧ୍ୟ ଆବଣ୍ଟନ ହୋଇଛି ।…

ଆରଜି କର ହସ୍ପିଟାଲରେ ଭଙ୍ଗାରୁଜା ମାମଲା: ୩ ପୋଲିସ ନିଲମ୍ବିତ, ମେଡିକାଲ ଦାୟିତ୍ୱ ନେଲା ସିଆଇଏସ୍‌ଏଫ୍‌

ନୂଆଦିଲ୍ଲୀ: କୋଲକାତା ଆରଜି କର ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ମାମଲାରେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନାନୁସାରେ, ପୋଲିସ କର୍ମଚାରୀଙ୍କ ଅବହେଳାର ପ୍ରମାଣ ମିଳିଛି ଏବଂ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଥାଉକି ବିକ୍ଷୋଭକାରୀମାନେ…

ଆଇସିସିର ନୂଆ ଅଧ୍ଯକ୍ଷ ହୋଇପାରନ୍ତି ଜୟ ଶାହା

ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ନୂଆ ଅଧ୍ଯକ୍ଷ ହୋଇପାରନ୍ତି। ଏହି ପଦବୀରେ ବର୍ତ୍ତମାନ ଗ୍ରେନ ବାର୍କଲେ ରହିଛନ୍ତି। ସେ ଖୁବଶୀଘ୍ର ଏହି ପଦବୀ ଛାଡିବେ ବୋଲି ପ୍ରକାଶ କରିଛନ୍ତି। ତେଣୁକରି ବର୍ତ୍ତମାନ ଜୟ ଶାହା ଏହି ପଦବୀ ପାଇଁ…

ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ

କୋଲକାତା: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ମିଳିଛି ଦୁଷ୍କର୍ମ ଧମକ। ଏନେଇ ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍‌ ତ? ଏମାନେ ହେଉଛନ୍ତି ସେମାନଙ୍କ ମଧ୍ୟରୁ…