Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩୦ ବର୍ଷୀୟ ପୁଅ ପାଇଁ ଇଚ୍ଛାମୃତ୍ୟୁ ମାଗିଲେ ମା’; କୋର୍ଟ ଦେଲେ ଆଦେଶ… 

ଗାଜିଆବାଦ: ଗାଜିଆବାଦର ୩୦ ବର୍ଷିୟ ହରିଶ ରାଣା ୧୦ବର୍ଷରୁ ଅଧିକ ସମୟ ଧରି ଶଯ୍ୟାଶାୟୀ ଅଛନ୍ତି। ତାଙ୍କ ମା' ନିର୍ମଳା ଦେବୀ ଏବଂ ପିତା ଅଶୋକ ରାଣା ତାଙ୍କ ପାଇଁ ସୁପ୍ରିମକୋର୍ଟରେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ…

ସିସୋଦିଆ ଆସିଛନ୍ତି, କେଜ୍ରିୱାଲ ଆସିବେ ନାରା ସହ ଚାରିଆଡେ ଲାଗିଲା ହୋର୍ଡିଂ

ନୂଆଦିଲ୍ଲୀ: ଗୋଟେ ପଟେ ସ୍ୱାଧୀନତା ଦିବସ ଅବସରରେ ସରକାରୀ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ନ ଛାପିବା ନେଇ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି, ଅନ୍ୟପକ୍ଷରେ କେତେକ ଅଞ୍ଚଳରେ ଆଜି ଏହି ହୋର୍ଡିଂ ମାନ ଲଗାଯାଇଛି । ମନୀଷ…

ବିହାରରେ ସ୍କୁଲ ବସକୁ ଜାଳିବାକୁ ଉଦ୍ୟମ କରୁଥିଲେ ବିକ୍ଷୋଭକାରୀ!

ଗୋପାଳଗଞ୍ଜ: ଗୋପାଳଗଞ୍ଜରେ ଭାରତ ବନ୍ଦ ସମୟରେ ଏକ ସ୍କୁଲ ବସକୁ ଘେରି ଯାଇଥିଲେ ବିକ୍ଷୋଭକାରୀ। ଏହି ସମୟ ମଧ୍ୟରେ ୨୦ରୁ ଅଧିକ ସ୍କୁଲ ପିଲା ବସରେ ଉପସ୍ଥିତ ଥିଲେ। ଏପରିକି ରାସ୍ତାରେ ନିଆଁ ଲଗାଇ ଯାନବାହାନ ଅଟକାଇ ଦେଇଥିଲେ। ଗୋପାଳଗଞ୍ଜ ଏସପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ 'ପ୍ରତ୍ୟେକ…

‘କୋଲକତା ଘଟଣାପରେ ଦେଶରେ ୯୦୦ରୁ ଅଧିକ ଦୁଷ୍କର୍ମ ହୋଇଛି’

କୋଲକତା: କୋଲକାତା ଆର.ଜି କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ସମୟରେ ତୃଣମୂଳ କଂଗ୍ରେସର (ଟିଏମସି) ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, 'ଗତ ୧୦ ଦିନ ମଧ୍ୟରେ…

କୋଲକାତା ବର୍ବର କାଣ୍ଡ: ଗାଙ୍ଗରେପକୁ ନେଇ ଚାଞ୍ଜଲ୍ୟକର ତଥ୍ୟ ଦେଲା ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଗୁରୁବାର ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ । ଷ୍ଟାଟସ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟକଳାପକୁ ଦାୟୀ କରିଛି ସିବିଆଇ । ତେବେ ଏହାରି ଭିତରେ ସିବିଆଇ…

ରୋନାଲ୍ଡୋଙ୍କ ରେକର୍ଡ; ୟୁଟ୍ୟୁବରେ ଏଣ୍ଟ୍ରି ପରେ ୯୦ ମିନିଟରେ ୧୦ ଲକ୍ଷ ସବସ୍କ୍ରାଇବର

ନୂଆଦିଲ୍ଲୀ: ବିଶ୍ୱର ଖ୍ୟାତନାମା ଫୁଟବଲ ତାଲିକାରେ ରହିଥାନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ଏବେ ସେ ଡିଜିଟାଲ ଦୁନିଆରେ ପ୍ରବେଶ କରିଛନ୍ତି। ଏହି ଫୁଟବଲ୍ ଖେଳାଳି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ଚ୍ୟାନେଲ୍ ଲଞ୍ଚ କରୁକରୁ ପ୍ରଥମ ୯୦ ମିନିଟରେ ଏକ ମିଲିୟନରୁ ଅଧିକ ଲୋକେ ତାଙ୍କ…

କୋଲକାତା ଲଜ୍ଜା: ପୁଣି ବର୍ଷିଲେ କୋର୍ଟ, କହିଲେ ଏପରି ମାମଲା ଆଗରୁ ଦେଖିନୁ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ । ଯାହାକୁ ନେଇ ପୁଣି ଏହି ମାମଲାରେ ଉପରେ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଥିବା ଖଣ୍ଡପୀଠ । ସିବିଆଇ…

ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ

ଥିରୁଅନନ୍ତପୁରମ: ମୁମ୍ବାଇ-ଥିରୁଅନନ୍ତପୁରମ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ। ବୋମା ଧମକ ନେଇ ପାଇଲଟଙ୍କ ସୂଚନା ପରେ ବିମାନରେ ବୋମା ଆତଙ୍କ। ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଏମର୍ଜେନ୍ସୀ ଘୋଷଣା। ଆଇସୋଲେସନ ସ୍ଥାନରେ ବିମାନକୁ ରଖି ଯାତ୍ରୀଙ୍କୁ କରାଗଲା ସ୍ଥାନାନ୍ତର। ଏହି ଘଟଣାକୁ…

ସନ୍ଦେହରେ ସନ୍ଦୀପ, ସିବିଆଇ କରିପାରେ ପଲିଗ୍ରାଫ ଟେଷ୍ଟ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଅପେକ୍ଷା ଅଧିକ ଚର୍ଚ୍ଚିତ ହୋଇଛନ୍ତି ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସନ୍ଦେହ ଘେରକୁ ଆସିଛି ସନ୍ଦୀପ ଘୋଷଙ୍କ ଭୂମିକା । ସିବିଆଇ ତାଙ୍କୁ ଲଗାତର ଜେରା କରୁଛି । ଲଗାତର…

ଆରଜି କର ମେଡିକାଲ ଘଟଣା: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ହଟିବ ମୃତକଙ୍କ ପରିଚୟ

ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଘଟଣାରେ ମୃତକଙ୍କ ନାମ ଓ ଫଟୋ ପ୍ରସାରଣ ଶୀର୍ଷକ ମାମଲାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟରତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ଗତକାଲିର ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ନିର୍ଦ୍ଦେଶ…