Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Rubio feels Delhi heat: ଓଃ କି ଗରମ! ୪୫ ଡିଗ୍ରୀ ଉତ୍ତାପରେ ହତବାକ୍ ଟ୍ରମ୍ପଙ୍କ ମନ୍ତ୍ରୀ…

ନୂଆଦିଲ୍ଲୀ: ଗରମରେ ବେହାଲ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ହାଲ୍… କହିଲେ, ସହିହେଉନି ଏତେ ଗରମ! ଦେଶ ସାରା ଏବେ ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିସହ କରିଛି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ୪୫ ଡିଗ୍ରୀରୁ ଅଧିକ ତାପମାତ୍ରା ସହ ଜଳୁଛି ଜାତୀୟ ରାଜଧାନୀ…

+2 Re-Evaluation Glitches: CBSE ଉପରେ ବର୍ଷିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରିଚେକ୍ ନେଇ ମାଗିଲେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ଜାରି କରାଯାଇଥିବା ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ ଫର୍ମ ପୂରଣ କରିବାରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଶିକ୍ଷା ମନ୍ତ୍ରଣାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ…

Fired at White House: ହ୍ୱାଇଟ୍ ହାଉସ ଭିତରେ ବସିଥିଲେ ଡୋନାଲ୍ଡ ଟ୍ରମ୍ପ, ହଠାତ୍ ଫୁଟିଲା ଗୁଳି…

ନୂଆଦିଲ୍ଲୀ: ପୁଣି ହ୍ବାଇଟ୍ ହାଉସ୍ ସୁରକ୍ଷା ବିଚ୍ୟୁତି । ଭିତରେ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫୁଟିଲା ଗୁଳି । ପୁଣିଥରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି। ପ୍ରକୃତରେ, ଶନିବାର ସନ୍ଧ୍ୟାରେ, ଜଣେ ବ୍ୟକ୍ତି ହ୍ୱାଇଟ୍…

ସାଂସଦ ରାଘବ ଚଡ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେପି..

ନୂଆଦିଲ୍ଲୀ: ନିକଟରେ ଆମ ଆଦମୀ ପାର୍ଟି (ଆପ୍) ଛାଡି ବିଜେପିରେ ସାମିଲ ହୋଇଥିବା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ରାଜ୍ୟ ସଭା ପିଟିସନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ରାଜ୍ୟ ସଭାର ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ, ଏହି…

ଭାରତ ଗସ୍ତରେ ଆସି ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌ ଆସିବାକୁ ନିମନ୍ତ୍ରଣ କଲେ ଆମେରିକା ବିଦେଶ ସଚିବ ମାର୍କୋ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତ ଗସ୍ତରେ ଅଛନ୍ତି । ସେ ପ୍ରଥମେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପହଞ୍ଚିଥିଲେ । ଏହା ପରେ ସେ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ମାର୍କୋ ରୁବିଓ ନରେନ୍ଦ୍ର ମୋଦୀଙ୍କୁ…

ପ୍ରଥମେ ଦେଶ ଛାଡ; ଗ୍ରୀନ କାର୍ଡକୁ ଅପେକ୍ଷା କରିଥିବା ଭାରତୀୟଙ୍କୁ ଟ୍ରମ୍ପଙ୍କ ଝଟକା

ୱାଶିଂଟନ: ଗ୍ରୀନ୍ କାର୍ଡ ଅପେକ୍ଷାରେ ଥିବା ଭାରତୀୟମାନଙ୍କୁ ଆମେରିକା ଏକ ବଡ଼ ଝଟକା ଦେଇଛି। ଗ୍ରୀନ୍ କାର୍ଡ ଅପେକ୍ଷାରେ ଥିବା ଭାରତୀୟମାନଙ୍କୁ ଆମେରିକା ନାଗରିକତା ଏବଂ ପ୍ରବାସନ ସେବା (USCIS) ଦେଶ ଛାଡି ନିଜ ଦେଶକୁ ଯିବାକୁ କହିଛି। ଭାରତୀୟମାନେ ସବୁଠାରୁ ପ୍ରଭାବିତ ସମ୍ପ୍ରଦାୟ ମଧ୍ୟରେ…

ଥାଇଲ୍ୟାଣ୍ଡର ବଡ଼ ନିଷ୍ପତ୍ତି: ଭାରତୀୟଙ୍କ ପାଇଁ ଫ୍ରି-ଭିସା ଏଣ୍ଟ୍ରୀ ବନ୍ଦ, ଏବେ ଏହିପରି କରିପାରିବେ…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଯାତ୍ରା କରୁଥିବା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଝଟକା । ଥାଇଲ୍ୟାଣ୍ଡ ଭାରତକୁ ଏହାର ଭିସା-ଫ୍ରି ଏଣ୍ଟ୍ରୀ ତାଲିକାରୁ ହଟାଇ ଦେଇଛି । ୨୦୨୪ ପର୍ଯ୍ୟନ୍ତ ଏହି ସୁବିଧା ଉପଭୋଗ କରୁଥିବା ଭାରତୀୟ ପର୍ଯ୍ୟଟକମାନେ ଆଉ ଏଥିପାଇଁ ଯୋଗ୍ୟ ହେବେ ନାହିଁ । ମେ ୧୯ରେ ଥାଇ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଝାଲମୁଢ଼ି’ ନା ମେଲୋନିଙ୍କୁ ‘ମେଲୋଡି’ ଚକୋଲେଟ୍: କେଉଁ…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ ରାଜନୀତି କେବଳ ବଡ଼ ବଡ଼ ଭାଷଣ କିମ୍ବା ସମାବେଶରେ ସୀମିତ ହୋଇ ରହିନାହିଁ, ବରଂ ଛୋଟ ଛୋଟ ଘଟଣା ଏବଂ ନିରାଡମ୍ବର ମୁହୂର୍ତ୍ତଗୁଡ଼ିକ ମଧ୍ୟ ଗଭୀର ରାଜନୈତିକ ବାର୍ତ୍ତା ବହନ କରୁଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୁଇଟି ଅଲଗା ଅଲଗା ଭିଡିଓ…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାୟଙ୍କ ନାରେ ଏଫଆଇଆର୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜନୀତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ତଥା ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ୟୁପି କଂଗ୍ରେସ କମିଟି ସଭାପତି ଅଜୟ ରାୟଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ରାଜନୈତିକ ବୟାନବାଜି…

Cockroach Janta Party: ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିପାରିବ କି ‘କକ୍ରୋଚ ଜନତା ପାର୍ଟି’?…

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତିଙ୍କ ଗୋଟିଏ ବୟାନ ଏବେ ଦେଶରେ ହଇଚଇ ସୃଷ୍ଟି କରିଛି । ଉଭା କରିଛି ଦେଶରେ ଏକ ନୂଆ ଅଭିଯାନ, ଯାହା ଏକ ରାଜନୈତିକ ଦଳର ରୂପ ନେଇପାରେ ବୋଲି ଚର୍ଚ୍ଚା । ଯାହାର ପୁରୋଧା ସାଜିଛନ୍ତି GenZ । ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି 'କକ୍ରୋଚ ଜନତା…