Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଂସଦ ପଦ ଛାଡିପାରନ୍ତି ମମତା ବାନାର୍ଜୀଙ୍କ ଘନିଷ୍ଠ ନେତ୍ରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ରାଜନୈତିକ ସଙ୍କଟ ଏବେ ଘନୀଭୂତ ଦେଖାଦେଇଛି। ଏବେ ଚର୍ଚ୍ଚା ହେଉଛି ଯେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ତଥା ବରିଷ୍ଠ ସାଂସଦ କୋକଲି ଘୋଷ ନିଜ ପଦରୁ ଇସ୍ତଫା…

‘Trump love India, Modi’: “ମୁଁ ମୋଦିଙ୍କୁ ଭଲ ପାଏ…ମୋଦି ମହାନ୍…”, ଫୋନ୍ ରିସିଭ୍ ହେଉ ହେଉ ପ୍ରଶଂସାରେ…

ନୂଆଦିଲ୍ଲୀ: "ଆଇ ଲଭ୍ ପ୍ରାଇମିନିଷ୍ଟର ମୋଦି" "ଆଇ ଲଭ୍ ଇଣ୍ଡିଆ" ଚାଲିଥିଲା ଲାଇଭ୍ ଇଭେଣ୍ଟ । ଫୋନ୍ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତିଲେ । ଦିଲ୍ଲୀରେ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ପାଳନ ସମୟରେ ଏକ ସ୍ୱତନ୍ତ୍ର…

କାହିଁକି ଲଗାତର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର, ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଇନ୍ଧନ ଦର ପୁଣି ସାଧାରଣ ଲୋକଙ୍କ ପକେଟ୍‌କୁ ଝଟକା ଦେଇଛି। ସୋମବାର ହୋଇଥିବା ନୂଆ ଦର ସଂଶୋଧନ ପରେ ଭୁବନେଶ୍ୱରରେ ଡିଜେଲ ଦର ୧୦୦ ଟଙ୍କା ସୀମା ଟପିଛି। ସହରରେ ଡିଜେଲ ଏବେ ଲିଟର ପିଛା ୧୦୦ ଟଙ୍କା ୮୧ ପଇସାରେ ବିକ୍ରି ହେଉଛି। ସେହିପରି ପେଟ୍ରୋଲ ଦର ଲିଟର…

NTA postpones CUET UG exam:CUET-UG ୨୦୨୬ ପରୀକ୍ଷା ହେଲା ସ୍ଥଗିତ;ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: CUET (UG) ୨୦୨୬ ପରୀକ୍ଷା ସମ୍ପର୍କରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। CUET (UG) ୨୦୨୬ର ଉଭୟ ସିଫ୍ଟ ପରୀକ୍ଷା ସ୍ଥଗିତ କରାଗଲା । ସଂଶୋଧିତ…

Hit Ukraine with hypersonic missiles:ରୁଷର ସବୁଠାରୁ ବଡ଼ ଆକ୍ରମଣରେ ଥରି ଉଠିଲା ୟୁକ୍ରେନ;ହାଇପରସୋନିକ୍ ମିସାଇଲ୍…

ନୂଆଦିଲ୍ଲୀ: ରୁଷ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳରେ ଏକ ବଡ଼ ଆକ୍ରମଣ କରିଛି। ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷ ମୋଟ ୯୦ଟି କ୍ଷେପଣାସ୍ତ୍ର ଏବଂ ୬୦୦ଟି ଡ୍ରୋନ୍ ନିକ୍ଷେପ କରିଛି। ଅତ୍ୟନ୍ତ ଘାତକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ ଓରେଶ୍ନିକ୍ ହାଇପରସୋନିକ୍…

ଡଙ୍ଗା ବୁଡି ୮ ମୃତ, ୩ ନିଖୋଜ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କୁଲୁ ନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ରବଳ ସ୍ରୋତ ଯୋଗୁଁ ସାମୁକା ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ବେଳେ ୮ ଜଣ ବୁଡ଼ି ଯାଇ ଜୀବନ ଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଥିବା ଜଣା ପଡିଛି । ଡଙ୍ଗାରେ ମୋଟ ୧୪ ଜଣ…

Falta Bypoll:ଫାଲଟାରେ ବିଜେପିର ବିପୁଳ ବିଜୟ…ରିପୋଲରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଭୋଟ୍‌ରେ ଜିତିଲେ ଦେବାଂଶୁ ପଣ୍ଡା

କୋଲକତା:ପଶ୍ଚିମବଙ୍ଗର ଫାଲଟା ବିଧାନସଭା ଆସନ ପାଇଁ ହୋଇଥିବା ପୁନଃନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ଦକ୍ଷିଣ 24 ପରଗନା ଜିଲ୍ଲାର ଫାଲଟା ବିଧାନସଭା ଆସନରେ ବିଜେପି ୧୦୯୦୨୧ ଭୋଟର ରେକର୍ଡ ବ୍ୟବଧାନରେ ବିଜୟୀ ହୋଇଛି…

ନକ୍ସଲ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ, ଗୁପ୍ତ ସୂଚନା ପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

ଗଡ଼ଚିରୌଲି: ଲାଲବାହିନୀକୁ ବଡ ଝଟକା । ଗଡ଼ଚିରୌଲିରେ ପୋଲିସ ଏକ ନକ୍ସଲ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ନଷ୍ଟ କରିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଏହି ଅପରେସନରେ ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ନଷ୍ଟ କରାଯାଇଛି । ସୂଚନା…

ଫଲଟା ସାନି ମତଦାନ ଫଳାଫଳ ପରେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫଲଟା ବିଧାନସଭା ଆସନରେ ସାନି ମତଦାନ ବା ରିପୋଲିଂ ଫଳାଫଳ ଆସିବା ପରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ କେନ୍ଦ୍ର ନିର୍ବାଚନ କମିଶନଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତାକୁ ନେଇ…

Cocaine seized:ବିମାନବନ୍ଦରରୁ ୧୧.୨୫ କୋଟିର କୋକେନ ଜବତ; ୪ ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଗତ ଚାରି ଦିନରେ ୨.୨୫ କିଲୋଗ୍ରାମ କୋକିନ ଜବତ କରିଛି । ଅଧିକାରୀଙ୍କ ଅନୁଯାୟୀ ଜବତ କୋକେନର ମୂଲ୍ୟ ପ୍ରାୟ ₹୧୧.୨୫ କୋଟି ହେବ…