Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁର୍ଘଟଣା ଗ୍ରସ୍ତ ହେଲା କୋଷ୍ଟଗାର୍ଡ ହେଲିକପ୍ଟର: ୩ ନିଖୋଜ

ପୋରବନ୍ଦର: ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଗୁରୁରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ଜଣ ନିଖୋଜ ଥିବା ବେଳେ ଜଣେ ସୁରକ୍ଷିତ ଉଦ୍ଧାର କରାଯାଇଛି ।…

ଆନ୍ଧ୍ର ଓ ତେଲଙ୍ଗାନାରେ ବନ୍ୟା ବିତ୍ପାତ, ଆକାଶରୁ ଖସୁଛି ଖାଦ୍ୟ ପୁଡିଆ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ବନ୍ୟା ବିତ୍ପାତ। ଆକାଶ ମାର୍ଗରୁ ଲୋକଙ୍କ ପାଖରେ ଖାଦ୍ୟ, ପାନୀୟ, ଔଷଧ ପଠାଯାଉଛି। NDRF, SDRF ସମେତ ଅନ୍ୟାନ୍ୟ ଟିମ୍ ଲୋକଙ୍କୁ ପାଣି ଭିତରୁ ବାହାର କରିବାକୁ ଲାଗିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ଉଭୟ ରାଜ୍ୟରେ ବନ୍ୟା ପରିସ୍ଥିତି…

ବେଙ୍ଗଲ ସରକାର ଆଣିବେ ଆଣ୍ଟି-ରେପ ବିଲ୍, ରାଷ୍ଟ୍ରପତି ଦେବେ କି ଅନୁମୋଦନ ?

କୋଲକାତା: ଆଜି ପଶ୍ଚିମବଙ୍ଗ ବିଧାନସଭାରେ ନିଆଯିବ ବଡ଼ ନିଷ୍ପତ୍ତି। ବିଧାନସଭାରେ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ସରକାର। ଆସିବ କଠୋର ନିୟମ। ବିଧାନସଭାରେ ପାରିତ ହେବାକୁ ଯାଉଛି ଆଣ୍ଟି-ରେପ୍ ବିଲ୍। କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ…

ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା ଗଧିଆ, ଏଯାବତ ଗଲାଣି ୯ ଜୀବନ

ବାହାରଚି: ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ। ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା ଗଧିଆ। ଗଧିଆ ଆକ୍ରମଣରେ ଶିଶୁ ଗୁରୁତର, ମେଡିକାଲରେ ଭର୍ତ୍ତି। ୨ ମାସରେ ୯ ଜଣଙ୍କୁ ମାରିଲେଣି ଗଧିଆ ପଲ। ୧୦ରୁ ଅଧିକ ଆହତ ହେଲେଣି। ଏଯାବତ୍ ୪ ଗଧିଆଙ୍କୁ ଧରିଲାଣି ବନବିଭାଗ। ଆଉ ଦୁଇଙ୍କୁ…

ଆରଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କୋଲକତା: କୋଲକାତା ଆରଜି କର ହସ୍ପିଟାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ । ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ଗିରଫ କରିଛି ସିବିଆଇ । ସିବିଆଇ ସନ୍ଦୀପଙ୍କୁ ଗିରଫ କରି ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ…

ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ, ୨ ମୃତ ଓ ଜଣେ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରେସି ଜିଲ୍ଲାରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ସୋମବାର ଦିନ ଭୂସ୍ଖଳନ ଘଟି ଦୁଇଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ପଞ୍ଚି ନିକଟ ମାର୍ଗରେ ଏହି ଭୂସ୍ଖଳନ ଘଟି ଏକ ଓଭରହେଡ୍ ଲୁହା ଗଠନକୁ କ୍ଷତି ପହଞ୍ଚାଇଥିଲା। ଭୂସ୍ଖଳନ ଖବର…

‘ବୁଲଡୋଜର ନ୍ୟାୟ’ ପ୍ରବୃତ୍ତିକୁ ‘ସୁପ୍ରିମ’ ପ୍ରହାର

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ସରକାରଙ୍କ ବୁଲଡୋଜର୍ ଆକ୍ସନ ଉପରେ କଡା ଆପତ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବୁଲଡୋଜର ଆକ୍ସନ ବିରୋଧରେ ପିଟିସନର ଶୁଣାଣି କରି କିଛି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଣେ ଅଭିଯୁକ୍ତ ହେଲା ବୋଲି ତା’ ଘର ଉପରେ…

କିମ୍‍ସରେ ପ୍ରଥମ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଭାରତର ପ୍ରଥମ ସ୍ୱଦେଶୀ ଡେଙ୍ଗୁ ଟିକା ‘ଡେଙ୍ଗିଆଲ୍‍’ ପାଇଁ କ୍ଲିନିକାଲ୍‍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ଆଜି କିମ୍‍ସରେ ଆରମ୍ଭ ହୋଇଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‍ଆର୍‍) ସହଯୋଗରେ ପାନାସିଆ ବାୟୋଟେକ୍‍ ଦ୍ୱାରା ବିକଶିତ ସ୍ୱଦେଶୀ ଟେଟ୍ରାଭେଲାଣ୍ଟ…

ବାଂଲାଦେଶରେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଟାର୍ଗେଟ, ଇସ୍ତଫା ଦେଲେଣି ପ୍ରାୟ ୫୦ ଜଣ

ଢାକା: ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ପରେ ହିନ୍ଦୁମାନଙ୍କୁ ଏକପ୍ରକାର ଟାର୍ଗେଟ କରାଯାଉଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ହିନ୍ଦୁ ଶିକ୍ଷୟିତ୍ରୀ ମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅତି କମରେ ୫୦ ଜଣ ହିନ୍ଦୁ ଶିକ୍ଷୟିତ୍ରୀ…

ସ୍ବାମୀଙ୍କ କାନ୍ଧରୁ କାର୍ଯ୍ୟଭାର ନେଲେ ସ୍ତ୍ରୀ, ସମ୍ଭାଳିବେ ମୁଖ୍ୟ ଶାସନ ସଚିବ ପଦ

ନୂଆଦିଲ୍ଲୀ: ଜଣେ ଆଇଏଏସ୍ ପତ୍ନୀ ତାଙ୍କ ଆଇଏଏସ୍ ସ୍ୱାମୀଙ୍କୁ ତାଙ୍କ ପଦରୁ ରିପ୍ଲେସ୍ କରିଛନ୍ତି | କେରଳରେ ଏହା ପ୍ରଥମ ଘଟଣା। ଯେତେବେଳେ ଜଣେ ମହିଳା ଆଇଏଏସ୍ ପତ୍ନୀ ତାଙ୍କ ସ୍ୱାମୀଙ୍କ ପରେ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…