Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଦଳିଲା ହରିୟାଣା ବିଧାନସଭା ମତଦାନ ତାରିଖ ଓ ଜାମ୍ମୁ କାଶ୍ମୀର ଭୋଟ ଗଣତି ତାରିଖ

ନୂଆଦିଲ୍ଲୀ: ବଦଳିଲା ହରିୟାଣା ବିଧାନସଭା ଭୋଟ ଗ୍ରହଣ ତାରିଖ । ତାରିଖ ବଦଳାଇଲେ ଇସିଆଇ । ଅକ୍ଟୋବର ୧ ବଦଳରେ ଅକ୍ଟୋବର ୫ରେ ହେବ ଭୋଟ ଗ୍ରହଣ । ବିଷ୍ଣୋଇ ସଂପ୍ରଦାୟର ପର୍ବକୁ ଦୃଷ୍ଟିରେ ରଖି ତାରିଖ ବଦଳାଇଲେ ଇସିଆଇ। ସେପଟେ ହରିୟାଣା ଭୋଟ୍‌ ତାରିଖ ବଦଳିବା ସହ ବଦଳିଲା ଭୋଟ ଗଣତି ତାରିଖ ।…

ଭାରତକୁ ପୁଣି ଫେରିବ କି କରୋନା? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡ-୧୯ ଭାରତକୁ ପୁଣି ଥରେ ଫେରିବାକୁ ଯାଉଛି।ଏନେଇ ସତର୍କ ରହିବାକୁ ସଚେତନ କରିଛନ୍ତି ବିଶେଷଜ୍ଞ। ୨୦୨୦-୨୧ ମଧ୍ୟରେ ଦେଶ କୋଭିଡ ମହାମାରୀରେ ସଂକ୍ରମିତ ହୋଇଥିଲା। ଏବେ ପୁଣି ଥରେ କୋଭିଡ-୧୯ ବ୍ୟାପୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ, ଆମେରିକାରୁ ଦକ୍ଷିଣ…

ମଲିଉଡ୍‌ର ଡାର୍ଟି ପିକଚର୍‌

ନୂଆଦିଲ୍ଲୀ: ଉନ୍ନତ କଳାତ୍ମକ ଫିଲ୍ମ ପାଇଁ ପ୍ରସିଦ୍ଧ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରି ବା ମଲିଉଡରେ ଏବେ ହଇଚଇ । ଯୈାନ କେଳେଙ୍କାରୀ ନେଇ ଉଠୁଛି ପଡୁଛି ମଲିଉଡ୍ । ଜଷ୍ଟିସ ହେମା କମିଟି ରିପୋର୍ଟ ସାର୍ବଜନୀନ ହେବା ପରେ ମଲିଉଡରେ ଯୈାନ ଶୋଷଣ, କାଷ୍ଟିଂ କାଉଚ୍ ନେଇ ସୃଷ୍ଟି ହୋଇଛି ଆଲୋଡନ ।…

ପତଞ୍ଜଳିର ଶାକାହାରୀ ଟୁଥପେଷ୍ଟରେ ରହିଛି କି ଆମିଷ ତତ୍ବ, ଜାଣନ୍ତୁ…

ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି।ପତଞ୍ଜଳିର 'ଦିବ୍ୟ ଦନ୍ତ ମଞ୍ଜନ'କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ଏହି ପ୍ରଡକ୍ଟରେ ନନ୍ ଭେଜ୍ ତତ୍ବ ଅଛି। ଆଡଭୋକେଟ୍ ଯତୁନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ…

କୋଲକତା ଦୁଷ୍କର୍ମ-ହତ୍ୟା ମାମଲା; ଅଭିଯୁକ୍ତ ସଞ୍ଜୟକୁ ରୁଚୁନି ଜେଲର ଖାଦ୍ୟ, ଅର୍ଡର କଲା ଏହି ଖାଇବା

କୋଲକତା: କୋଲକତା ଆର.ଜି କର ନମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ବର୍ତ୍ତମାନ କୋଲକାତାର ପ୍ରେସିଡେନ୍ସି ସୁଧାର ଗୃହରେ ଅଛି । ସେ ଜେଲରେ ରୁଟି ଏବଂ ତରକାରୀ ଖାଇବାକୁ ମନା କରି ଦେଇଛି ଏହା ବଦଳରେ ଅଭିଯୁକ୍ତ ସଞ୍ଜୟ ଅଣ୍ଡା…

୨୨ ଯାତ୍ରୀଙ୍କ ସହ ନିଖୋଜ ହେଲା ହେଲିକପ୍ଟର

ନୂଆଦିଲ୍ଲୀ: ରୁଷର MI-8T ହେଲିକପ୍ଟର ନିଖୋଜ ହୋଇଯାଇଛି। ଏହି ହେଲିକପ୍ଟରରେ ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଯାତ୍ରୀ ଥିଲେ। ତେବେ ଏହି ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିବା ଚର୍ଚ୍ଚା ହେଉଛି। ଋଷର ବିମାନ ପରିବହନ ଏଜେନ୍ସି ଅନୁଯାୟୀ, ଏହି ହେଲିକପ୍ଟରଟି କାମଚାଟକା ଅଞ୍ଚଳର…

କୃଷକ ଆନ୍ଦୋଳନରେ ସାମିଲ ହେଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ: ହରିୟାଣା-ପଞ୍ଜାବ ନିକଟସ୍ଥ ଶମ୍ଭୁ ବର୍ଡରରେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ଦିନ ରେସଲର ଭିନେଶ ଫୋଗଟ ମଧ୍ୟ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। କୃଷକଙ୍କ ଦାବିକୁ ଯଥାଶୀଘ୍ର ପୂରଣ କରାଯାଉ ବୋଲି ସେ ସରକାରଙ୍କ ନିକଟର ଦାବି କରିଛନ୍ତି। ଏହି ଅବସରରେ ସେ…

କୋଲକାତା ଲଜ୍ଜା: ଦିଲ୍ଲୀ ଜନ୍ତରମନ୍ତରରେ ଏମ୍ସ ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ପୁଣି ଥରେ ରାସ୍ତାକୁ ଓହ୍ଲାଇବେ ଡାକ୍ତର । ଦିଲ୍ଳୀ ଏମ୍ସର ଡାକ୍ତରମାନେ ଆଜି ଅପରାହ୍ଣରେ ଜାତୀୟ ରାଜଧାନୀ ସ୍ଥିତ ଜନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ…

ମଝି ଆକାଶରେ ଦୁର୍ଘଟଣା; ଏୟାରଲିଫ୍ଟ ବେଳେ ଖସିପଡିଲା ହେଲିକପ୍ଟର

କେଦାରନାଥ: ବାୟୁ ସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟର। ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଥିବା ଜଣାପଡିଛି। ହେଲିକପ୍ଟର ଦୁର୍ଘଟଣା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ବାୟୁ…

ରାଜନୀତିରେ ଶିବାଜୀ ଇଫେକ୍ଟସ : ମୋଦି ବି ମାଗିଲେ କ୍ଷମା

ହାଇଦ୍ରାବାଦ: ମହାରାଷ୍ଟ୍ର ରାଜନୀତିରେ ଛତ୍ରପତି ଶିବାଜୀଙ୍କୁ ନେଇ ରାଜନୀତି ସରଗରମ । ସିନ୍ଧୁଦୁର୍ଗ ଜିଲ୍ଲାରେ ଅଗଷ୍ଟ ୨୬ ତାରିଖରେ ମହାରାଜ ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ପରଠାରୁ ଗରମ ହୋଇଛି ରାଜନୀତି । ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖି ଶାସକ ମେଂଟ ପକ୍ଷରୁ ଚାଲିଛି କ୍ଷମା ପ୍ରାର୍ଥନାର…