Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବଧାନ୍ ! ଘରେ ବସି ହେବେ ଡିଜିଟାଲ୍ ଆରେଷ୍ଟ

ନୂଆଦିଲ୍ଲୀ: ସାଇବର ଠକେଇର ନୂଆ ତରିକା, ଡିଜିଟାଲ୍ ଆରେଷ୍ଟ । ସାଧାରଣତଃ ଗିରଫ କରିବା ଅର୍ଥ ପୋଲିସ ଆରେଷ୍ଟ କରି ଜେଲକୁ ନେବ । ତେବେ ଡିଜିଟାଲ୍ ଆରେଷ୍ଟରେ ଠକେଇ କରୁଥିବା ସାଇବର ଠକ ପୋଲିସ ଅଧିକାରୀ, ସିବିଆଇ ଅଧିକାରୀ ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ନାଁରେ ଧମକ ଚମକ ଦିଅନ୍ତି। ଦିନ…

 ଆର.ଜି କର ଘଟଣା : ମମତାଙ୍କ ପାଇଁ ରାଜନୈତିକ କ୍ଷତି ?

କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ହରଡଘଣାରେ ପକାଇଛି । ମମତା ସରକାର ଘଟଣାରେ ଠିକ୍ ଭାବେ ହସ୍ତକ୍ଷେପ କରିପାରିଲେ ନାହିଁ । ଏକ ସଂଗୀନ ଘଟଣାକୁ ଅତି ହାଲୁକାର ସହ ନେବା ମମତା…

ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ: ଛାତ୍ରୀନିବାସ ବାଥରୁମରେ ଲାଗିଥିଲା କ୍ୟାମେରା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ । ଝିଅଙ୍କ ହଷ୍ଟେଲ ବାଥରୁମରେ ଲାଗିଥିଲା ଲୁକ୍କାୟିତ କ୍ୟାମେରା । କ୍ୟାମେରାରେ କଏଦ ଭିଡିଓ ସେୟାର ହୋଇ ଚାଲିଥିଲା ବିକ୍ରି । ଘଟଣା ସାମ୍ନାକୁ ଆସିବା ପରେ ବିରୋଧ ପ୍ରଦର୍ଶନ କରିଛନ୍ତି ଛାତ୍ରୀ । ଅପରପକ୍ଷରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ୍…

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା: ବନ୍ଧାହେଲେ କଣ୍ଟ୍ରାକ୍ଟର

ମୁମ୍ବାଇ: ଶିବାଜୀ ମହାରାଜଙ୍କର ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା । କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ବାନ୍ଧିଲା ପୋଲିସ୍ । ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଛତ୍ରପତୀ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୂଡିବା ଘଟଣାର ପାଞ୍ଚ ଦିନ ପରେ ଆକ୍ସନ ମୋଡରେ ଆସି…

ଏଲଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ଖୁସି ଖବର; ଖୋଲିପାରିବେ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଏଲଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ଅର୍ଥ ମନ୍ତ୍ରାଳୟର ନେଲା ବଡ଼ ନିଷ୍ପତ୍ତି । ଏଣିକି ଏଲଜିବିଟିକ୍ୟୁ ସମୁଦାୟଙ୍କର ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବା  ଉପରେ ରହିବ ନାହିଁ ପ୍ରତିବନ୍ଧକ । ଅର୍ଥାତ ସେମନେ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ । ଏହାସହିତ ନିଜ ସହଯୋଗୀଙ୍କୁ ବି ନୋମିନି…

ସୀମା ପାର୍‌ ବେଳେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବୁଧବାର ରାତିରୁ ତିନୋଟି ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜମ୍ମୁ କଶ୍ମୀରରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ରାଜୌରୀ, କୁପୱାଡା ଏବଂ ପୁଞ୍ଛରେ ସେନା ଆତଙ୍କବାଦୀଙ୍କ…

ସତରେ କଣ ଏହି ଚୌକିରେ ଯିଏ ବସିବ ସେ ଆରପାରିକୁ ଯିବ !

ଲଣ୍ଡନ: ବିଜ୍ଞାନ ଯୁଗରେ ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଦୂର ହୋଇ ନାହିଁ । ନର୍ଥ ୟର୍କଶାୟରରେ ଏକ ମ୍ୟୁଜିୟମରେ ଏ ଭଳି ଏକ ଚୌକି ରହିଛି ଯାହାକୁ ଡେଥ ଚେୟାର କୁହାଯାଏ । ଲୋକଙ୍କ ମନରେ ଏବେ ବି ଭୟ ରହିଛି ଯେ, ଏହି ଚୌକିରେ ଯିଏ ବସିବ ସେ ଆରପାରିକୁ ଯିବ । ୩୦୦ ବର୍ଷ…

ଧନୀ ତାଲିକାର ଶୀର୍ଷରେ ଗୌତମ ଆଦାନୀ

ନୂଆଦିଲ୍ଲୀ: ପୋର୍ଟ, ବିମାନବନ୍ଦର, ସିମେଣ୍ଟ ଏବଂ ସବୁଜ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପପତି ଗୌତମ ଆଦାନୀ ବର୍ତ୍ତମାନ ଏସିଆ ଏବଂ ଦେଶର ସବୁଠାରୁ ଧନୀ ବ୍ୟକ୍ତି ବନିଛନ୍ତି। ଦୀର୍ଘ ଦିନ ଧରି ନମ୍ବର ୧ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ। ହୁରୁନ୍…

‘ମୁଁ ବନ୍ଧୁକ ଓ ଦୁଷ୍କର୍ମର ଧମକରେ ଡରିବା ବାଲା ଝିଅ ନୁହଁ’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂ ମାନଙ୍କ ଦୁଷ୍କର୍ମ ମନ୍ତବ୍ୟରେ ପୁଣି ଥରେ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, 'ଆଜି ମୋତ…

କାଲିଠୁ ଭୁବନେଶ୍ୱରରୁ ବାଗଡୋଗ୍ରା ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୩୦ରେ ଦକ୍ଷିଣ ବଙ୍ଗଳାର ଅଣ୍ଡାଲରେ ରହିବା ସହିତ ବାଗଡୋଗ୍ରା ଏବଂ ଭୁବନେଶ୍ୱର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ର ସୂଚନା ଅନୁଯାୟୀ, ଏହି ବିମାନଗୁଡ଼ିକ ସପ୍ତାହରେ ଚାରି ଦିନ ଯଥା ସୋମବାର,…