Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଏକ୍ସ’ ର ସର୍ଭର ଡାଉନ

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର 'ଏକ୍ସ' ର ସର୍ଭର ଡାଉନ। ତେବେଏହା ପ୍ରଥମ ଥର ନୁହେଁ ଯେ ଉପଭୋକ୍ତାମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ଅନେକ ଉପଭୋକ୍ତା 'ଏକ୍ସ' ସେବାକୁ ଆସେସ୍ କରିବାକୁ ସକ୍ଷମ ହେଉ ନାହାଁନ୍ତି। ଏହାର ସର୍ଭର ଡାଉନ୍…

ଓଡ଼ିଶା ସରକାରଙ୍କ ସତ୍ୟପାଠ: ବଜେଟରେ ପାଣ୍ଠି ବରାଦ ହୋଇଛି, ୩ ଦିନରେ କ୍ଲିଅର ହେବ ୪୪ଟି ପେଣ୍ଡିଂ ବିଲ

ନୂଆଦିଲ୍ଲୀ: ଦ୍ବିତୀୟ ଜାତୀୟ ନ୍ୟାୟିକ ବେତନ ଆୟୋଗ ସୁପାରିସକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ବଜେଟରେ ପାଣ୍ଠି ବରାଦ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସତ୍ୟପାଠ ଦାଖନ ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ମଙ୍ଗଳବାର ବନ୍ଦ…

ନବାନ୍ନ ମାର୍ଚ୍ଚ ବେଳେ ସଂଘର୍ଷ: ବିଜେପି ପକ୍ଷରୁ ୧୨ ଘଣ୍ଟିଆ ‘ବେଙ୍ଗଲ ବନ୍ଦ’

କୋଲକାତା: ଭୀଷଣ ରୂପ ନେଉଛି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରିଛି ବିଜେପି। ଏହାକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି…

ଦୁନିଆରୁ ଲୋପ ପାଇଯିବେ କି ପୁରୁଷ… 

ନୂଆଦିଲ୍ଲୀ: ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁ ପୁଅ ଅବା ଝିଅ ହେବ, ତାହା ପିତାମାତାଙ୍କ କ୍ରୋମୋଜୋମ ଉପରେ ନିର୍ଭର କରିଥାଏ। ବୈଜ୍ଞାନିକ ନିୟମ ଅନୁସାରେ ପୁଅ ଜନ୍ମ ହେବା ପାଇଁ ୱାଇ କ୍ରୋମୋଜୋମ୍ ରହିବା ଆବଶ୍ୟକ। ଯଦି ପୁରୁଷମାନଙ୍କର ୱାଇ କ୍ରୋମୋଜୋମ୍ ନଷ୍ଟ ହୋଇଯାଏ, ତେବେ…

କୁନୋ ଜାତୀୟ ଉଦ୍ୟାନରେ ନାମିବିଆର ଚିତା ମୃତ

ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ମଙ୍ଗଳବାର ଦିନ ଏକ ଚିତାବାଘର ମୃତ୍ୟୁ ଘଟିଛି। ବନ ବିଭାଗର ସୂଚନା ଅନୁଯାୟୀ ​​ନାମିବିଆର ଆସିଥିବା ପୁରୁଷ ଚିତା 'ପୱନ'ର ମୃତ୍ୟୁ ହୋଇଛି। ଏହାପୂର୍ବରୁ ଅଗଷ୍ଟ ୫ ତାରିଖରେ ଆଫ୍ରିକୀୟ ଚିତା 'ଗାମିନୀ'ର ଏକ ପାଞ୍ଚ ମାସର ଛୁଆର ମୃତ୍ୟୁ ହୋଇଥିଲା। କୁନୋ ଜାତୀୟ…

ଜମ୍ମୁ-କାଶ୍ମୀର ନିର୍ବାଚନ: ବିଜେପି ପକ୍ଷରୁ ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା

ଶ୍ରୀନଗର: ଜମ୍ମୁ କାଶ୍ମୀରର ନିର୍ବାଚନ ପାଇଁ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୃତୀୟ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୦ ଜଣଙ୍କ ନାମ ଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ…

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ଏହି ଆସନରୁ ନିର୍ବାଚନ ଲଢିବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ନ୍ୟାଶନାଲ କନଫରେନ୍ସ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଣ୍ଡରବଲରୁ ନିର୍ବାଚନ ଲଢିବେ । ଏହି ନିର୍ବାଚନରେ ​​ଏନସି ଏବଂ…

କଡା ସମାଲୋଚନା ପରେ ଏଏମଏମଏର ସଭାପତି ପଦରୁ ଇସ୍ତଫା ଦେଲେ ମୋହନଲାଲ

ବେଙ୍ଗାଲୁରୁ: ଅଭିନେତା ମୋହନଲାଲ ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସବୁ ସଦସ୍ୟଙ୍କ ଇସ୍ତଫା ପରେ ଏବେ କମିଟି ଭାଙ୍ଗିଯାଇଛି। ଦୁଇ ମାସ…

କୋଲକତା ଦୁଷ୍କର୍ମ-ହତ୍ୟା ମାମଲା; ଆସିଲା ଡିଏନଏ-ଫରେନସିକ ରିପୋର୍ଟ

କୋଲକତା: କୋଲକତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଡିଏନଏ ଓ ଫରେନସିକ ରିପୋର୍ଟରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ନଥିବା ରିପୋର୍ଟରୁ ଜଣାପଡିଛି । ବର୍ତ୍ତମାନ ସିବିଆଇ ଶେଷ…

ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେ ରାଷ୍ଟ୍ରପତି ପୁଟିନଙ୍କ ସହ ୟୁକ୍ରେନ ଗସ୍ତର ଅଭିଜ୍ଞତା ବାଣ୍ଟିଥିବା ଜଣାପଡିଛି। ଏହା ବ୍ୟତୀତ ଋଷ-ୟୁକ୍ରେନ…