Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍। ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ହଲକୁ ଯାଉଥିବା ଭିଡିଓରେ ନଜର ଆସିଛି। ସିସିଟିଭି ଫୁଟେଜ୍ ଅନୁଯାୟୀ, ସେହି କାଳ ରାତିରେ ସେମିନାର୍ ହଲ୍କୁ…

ଖୁବ୍ ଶୀଘ୍ର ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ରହିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ୨୦୧୯ ରେ ଆରମ୍ଭ ହୋଇଥିବା ଚେୟାର-କାର୍ ଟ୍ରେନ୍ ପରେ ଏହା ଭାଣ୍ଡେ ଭାରତ ସିରିଜର ତୃତୀୟ ସଂସ୍କରଣ ହେବ । ଗୁଜୁରାଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ…

ପାକିସ୍ତାନରେ ଲ୍ୟାଣ୍ଡ କଲା ଭାରତୀୟ ସେନା ଡ୍ରୋନ୍‌, ଆଉ ତା ପରେ…

ନୂଆଦିଲ୍ଲୀ: ଭାରତ-ପାକିସ୍ଥାନ ସୀମାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି ଭାରତୀୟ ସେନାର ଏକ ଡ୍ରୋନ୍ ଭୁଲବଶତଃ ଏଲଓସି ଡେଇଁ ପାକିସ୍ତାନରେ ପ୍ରବେଶ କରିଛି । ଏହି ଘଟଣା ସମ୍ପର୍କରେ ଭାରତୀୟ ସେନା ବିସ୍ତୃତ ସୂଚନା ଦେଇଛି । ଡ୍ରୋନ୍ ଏକ ଟ୍ରେନିଂ ମିଶନରେ ଥିବାବେଳେ ଏହି ଘଟଣା ଘଟିଥିଲା…

ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ସାବଧାନ! ଯାଇପାରେ ଆପଣଙ୍କ ଜୀବନ

ନୂଆଦିଲ୍ଲୀ: କ'ଣ ଆପଣ ସବୁବେଳେ ଅତ୍ୟଧିକ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସମୟ ସମୟରେ ଯୋଗ ଏବଂ ଧ୍ୟାନ କରିବା ଆରମ୍ଭ କରନ୍ତୁ ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ଖରାପ ପ୍ରଭାବ ପକାଇବ । ବର୍ତ୍ତମାନ ସମୟରେ ବାପା ମାଆ ମାନେ କିଛି ବିଚାର ନକରି ମୋବାଇଲ୍ ଫୋନ୍…

କିଭରୁ ଭାବୁକ ମୋଦିଙ୍କ କୂଟନୈତିକ ସନ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ୟୁକ୍ରେନ ଗସ୍ତ । ୧୯୯୧ରେ ତତ୍କାଳୀନ ସୋଭିଏତ ସଂଘଠାରୁ ଅଲଗା ହୋଇ ସ୍ୱାଧୀନ ଦେଶ ଭାବେ ଗଠନ ହେବା ପରେ ୟୁକ୍ରେନକୁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭ୍ଲାଦିମିର…

ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ଚାଲିବ ସିବିଆଇ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ହୋଇଥିବା ଘୋଟାଲା ସହ ଜଡିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ଆହୁରି ବଢିପାରେ । ତାଙ୍କ ବିରୋଧରେ ମୁକଦ୍ଦମା ଚାଲିବା ନେଇ ଅନୁମତି ଦିଆଯାଇଥିବା ଆଜି ସିବିଆଇ କହିଛି । ସିବିଆଇ ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟକୁ କହିଛନ୍ତି…

ପାକିସ୍ତାନରେ ‘ସ୍ଲୋ ନେଟ୍‌’ ରହସ୍ୟ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ଦ୍ଦଶାର ସାମନା କରୁଥିବା ପାକିସ୍ତାନରେ ଇଂଟରନେଟ ବ୍ରେକଡାଉନ୍ । ବେଶ୍ କିଛି ଦିନ ହେବ ଏହି ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଇଂଟରନେଟ ଧୀମା ପଡିଯାଇଥିବାରୁ ଉପୁଜିଛି ଅନେକ ସମସ୍ୟା । ଅନଲାଇନ କାମ ପ୍ରଭାବିତ ହୋଇଛି । ଅଭିଯୋଗ ହୋଇଛି ଯେ, ପାକିସ୍ତାନର…

ଯୋଗୀ ନୁହଁନ୍ତି, ଶାହ ପସନ୍ଦ

ନୂଆଦିଲ୍ଲୀ: ବିଜେପିରେ ନରେନ୍ଦ୍ର ମୋଦିଙ୍କ ପରେ କିଏ ହେବ ତାଙ୍କ ଉତ୍ତରାଧିକାରୀ ? କାହା ଉପରେ ଅଧିକ ଭରସା କରିବ ବିଜେପି ? ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ସରିବା ଆଗରୁ ମୋଦିଙ୍କୁ ୭୫ରୁ ବର୍ଷରୁ ଅଧିକ ବୟସ ହୋଇସାରିଥିବ । କେବଳ ରାଜନୈତିକ ବିଶେଷଜ୍ଞ ନୁହଁନ୍ତି, ବିଜେପି…

ଦିଲ୍ଲୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଚଳିତ ଅଗଷ୍ଟ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଚଳିତବର୍ଷର ବର୍ଷା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ରିପୋର୍ଟ ମୁତାବକ, ସର୍ବାଧିକ ବର୍ଷା ଚଳିତ ମାସ ଅର୍ଥାତ୍ ଅଗଷ୍ଟ ମାସରେ ହୋଇଛି । ସହରରେ ୨୨ ଦିନ ଭିତରେ ୨୬୯.୯ ମିଲିମିଟର ବର୍ଷା ହୋଇଛି । ତେବେ ଏହା ଗତ ଦଶ ବର୍ଷରେ ସର୍ବାଧିକ ବର୍ଷା…

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ l ପୋଲାଣ୍ଡରୁ ୧୦ ଘଣ୍ଟିଆ ଟ୍ରେନ୍ ଯାତ୍ରା କରି କିଭରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l କିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ଏହି ସମୟରେ ଭାରତ ମାତା କି…