Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫ୍ଲାଟରେ ମାରିଥିଲେ ପାକିସ୍ତାନ ସମର୍ଥନ ପୋଷ୍ଟର, ବାନ୍ଧିଲା ପୋଲିସ୍

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ବ୍ୟକ୍ତି ଫ୍ଲାଟ ଭିତରେ ପାକିସ୍ତାନ ସମର୍ଥନରେ ମାରିଥିଲେ ପୋଷ୍ଟର । ବାନ୍ଧିଲା ପୋଲିସ୍ ।  ପାକିସ୍ତାନ ସନ୍ଦିଗ୍ଧ ସନ୍ଦେହ କରି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ୍ । ତେବେ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିଲ୍ଲୀ ପୋଲିସ୍ ଏକ…

ସେୟାର ମାର୍କେଟରେ ଝଡ଼, ଖସିଲା ସେନସେକ୍ସ

ମୁମ୍ବାଇ: ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ। ସେନସେକ୍ସ ୧୬୨୭ ପଏଣ୍ଟ ସହ ୨.୦୧% ଖସି ୭୯ ହଜାର ୩୫୪ରେ ପହଞ୍ଚିଛି। ସେହିପରି…

ଖଣି ଖନନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ବିଲ୍ ପାରିତ କଲେ ଝାଡଖଣ୍ଡ ସରକାର, ଲାଗୁ କରିବ କି ଓଡିଶା?…

ଭୁବନେଶ୍ବର: ଗତ ଶୁକ୍ରବାର ଝାଡଖଣ୍ଡ ବିଧାନସଭାରେ ପାରିତ ହୋଇଛି ଖଣି ଖନନ ସଂପର୍କିତ ବିଲ୍ । ଯେଉଁଥିରେ ରାଜସ୍ବ ବଢାଇବା ପାଇଁ ଝାଡଖଣ୍ଡ ସରକାର ଖଣି ଖନନ ଉପରେ ଉପକର ଲଗାଇବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ତେବେ ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ଖଣି ଖନନ ନେଇ ଏକ ବଡ ଘୋଷଣା…

ବିଦ୍ୟୁତ୍‌ ଆଘାତରେ ୯ କାଉଡିଆ ମୃତ

ପାଟନା: ଡିଜେ ଗାଡ଼ି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୯ କାଉଡିଆଙ୍କ ମୃତ୍ୟୁ। ବିହାରର ବୈଶାଲି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ବୈଶାଲି ଜିଲ୍ଲା ହାଜିପୁରରେ ପାଣି ନେଇ ଆସିବା ବେଳେ ଅଘଟଣ ଘଟିଛି। ୬ରୁ ଅଧିକ କାଉଡିଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ…

ଅଯୋଧ୍ୟା ଲଜ୍ଜା : ଟାର୍ଗେଟରେ ସମାଜବାଦୀ ପାର୍ଟି

ଅଯୋଧ୍ୟା: ଅଯୋଧ୍ୟାରେ ୧୨ ବର୍ଷିୟା ନାବାଳିକାଙ୍କୁ ଗଣ ଦୁଷ୍କର୍ମ ନେଇ ଚାଂଚଲ୍ୟ । ଟାର୍ଗେଟରେ ସମାଜବାଦୀ ପାର୍ଟି । ଅଭିଯୁକ୍ତଙ୍କ ବେକେରୀରେ ଚାଲିଲା ବୁଲଡୋଜର୍ । ଅଭିଯୁକ୍ତ ବେକେରୀ ମାଲିକ ମୋଇଦ ଖାନ୍ ସମାଜବାଦୀ ପାର୍ଟିର ସଦସ୍ୟ । ଘଟଣାରେ ମୋଇଦ ଖାନ ଓ ବେକେରୀ କର୍ମଚାରୀ ରାଜୁ ଖାନଙ୍କୁ…

ଥମୁନି ବାଂଲାଦେଶ ହିଂସା; ୭୨ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବୀ

ନୂଆଦିଲ୍ଲୀ: ଥମୁନି ବାଂଲାଦେଶ ହିଂସା । ସରକାରୀ ଚାକିରିରେ ସଂରକ୍ଷଣଙ୍କୁ ନେଇ ପୁଣି ହିଂସାକାଣ୍ଡ । ଆଜି ପୁଣି ୫୦ ଜଣଙ୍କ ମୃତ୍ୟୁ । ସାରା ଦେଶରେ କର୍ଫ୍ୟୁ ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ ।…

ଟ୍ରେନ କୋଚରେ ନିଆଁ ଲାଗିବା ଘଟଣା, ଘଣ୍ଟେ ଭିତରେ ନିଆଁକୁ ଆୟତ୍ତ କଲେ ଫାୟାର ବ୍ରିଗେଡ

ଅମରାବତୀ: ଆଜି ସକାଳେ ବିଶାଖାପାଟନମ ରେଳ ଷ୍ଟେସନରେ କୋରବା-ବିଶାଖାପାଟନମ ଏକ୍ସପ୍ରେସରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନଟି ପ୍ଲାଟଫର୍ମରେ ଛିଡା ହୋଇଥିବା ବେଳେ ନିଁଆ ଲାଗି ୩ଟି ଏସି ବଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ମୃତାହତ…

ସମୟ ଗଡିବା ସହିତ ବଢୁଛି ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ପ୍ରକୃତି ତାଣ୍ଡବ ରଚିଥିବା ରାଜ୍ୟ ବିଷୟରେ

ନୂଆଦିଲ୍ଲୀ: ଜୁଲାଇ ମାସର ଶେଷ ସୁଦ୍ଧା ଦେଶର ତିନୋଟି ରାଜ୍ୟରେ ପ୍ରକୃତିର ଏପରି ତାଣ୍ଡବ ଲିଳା ଦେଖିବାକୁ ମିଳିଛି ଯାହାର ଯନ୍ତ୍ରଣା ଏବେ ବି ଜାରି ରହିଛି। ଯଦିଓ ମାସ ସରି ନୂତନ ମାସ ଆରମ୍ଭ ହୋଇଛି କିନ୍ତୁ ଲୋକମାନଙ୍କ ଯନ୍ତ୍ରଣା ଏବେବି ପୁରୁଣା ହୋଇ ରହିଛି । ନା କମିଛି ଯନ୍ତ୍ରଣା ନା ଶେଷ…

ପୁଣି ଟ୍ରେନ ଦୁର୍ଘଟଣା; ଦିଲ୍ଲୀ-ସାହାରନପୁର ମେମୁ ଲାଇନଚ୍ୟୁତ

ନୂଆଦିଲ୍ଲୀ: ଦିଲ୍ଲୀ-ସାହାରନପୁର ମେମୁ ଟ୍ରେନର ଦୁଇ କୋଚ୍ ରବିବାର ଦିନ ଉତ୍ତରପ୍ରଦେଶର ସାହାରନପୁର ରେଳ ଷ୍ଟେସନ ୟାଡରେ ଲାଇନଚ୍ୟୁତ ହୋଇପଡିଛି। ଏହାକୁ ମିଶାଇ ମାତ୍ର ୧୮ଦିନ ମଧ୍ୟରେ ସାରା ଦେଶରେ ୧୦ଟି ଟ୍ରେନ୍ ଦୁର୍ଘଟଣା ଘଟିଲାଣି। ତେବେ ଅଧିକାରୀଙ୍କ କହିବାନୁସାରେ, କୌଣସି…

ମମତାଙ୍କ ମନ୍ତ୍ରୀଙ୍କୁ ମହଙ୍ଗା ପଡିଲା ମହିଳା ଅଧିକାରୀଙ୍କୁ ଧମକାଇବା

କୋଲକାତା: ମହିଳା ଅଧିକାରୀଙ୍କ ସହ ଦୁର୍ବ୍ଯବହାର କରି ଫସିଲେ ପଶ୍ଚିମବଙ୍ଗ ଜେଲ ମନ୍ତ୍ରୀ ଅଖିଲ ଗିରି। ଟିଏମସି ଅଧ୍ଯକ୍ଷ ତାଙ୍କୁ ଇସ୍ତଫା ଦେବାକୁ କହିବା ସହ ମହିଳା ଅଧିକାରୀଙ୍କୁ କ୍ଷମା ମାଗିବାକୁ ମଧ୍ୟ କହିଛନ୍ତି। ଅଖିଳ ଗିରିଙ୍କୁ ତୁରନ୍ତ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିବ କିମ୍ବା…