Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେବଳ ଏଥର ନୁହେଁ, ୟା ପୂର୍ବରୁ ମଧ୍ୟ ଭାରତର ଶରଣ ପଶିଥିଲେ ଶେଖ୍ ହାସିନା

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ବାଂଲାଦେଶ ହିଂସା । ପରିସ୍ଥିତି ଏପରି ଯେ, ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା । ଏଥିସହ ବାଂଲାଦେଶ ଛାଡି ସେ ଭାରତ ପଳାଇଆସିଛନ୍ତି । ତେବେ ଏଇଟା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ୧୯୭୫ ମସିହାରେ ଭାରତର ଶରଣ ପଶିଥିଲେ ଶେଖ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି କେଜ୍ରିଓ୍ବାଲଙ୍କୁ ମିଳିଲା ଝଟକା । ସିବିଆଇ ଗିରଫଦାରୀ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଆଜି (ସୋମବାର) ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତିର ସିବିଆଇ ସହ ଜଡ଼ିତ ମାମଲାରେ ଦିଲ୍ଲୀ ହାଇକୋର୍ଟ…

ଭାରତରେ ଶରଣ ନେଲେ କି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଛାଡିବାର କିଛି ଘଣ୍ଟା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ସନ୍ଧ୍ୟାରେ ଗାଜିଆବାଦର ହିଣ୍ଡନ ବିମାନବନ୍ଦରରେ ଅବତରଣ କରିଛନ୍ତି। ଆଜି ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଢାକା ଛାଡି ଦେଇଥିଲେ। ଅପରପକ୍ଷରେ ବାଂଲାଦେଶର…

ଓବିସି ସଂରକ୍ଷଣ ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଲାନି ଆଶ୍ବସ୍ତି; ତଥ୍ୟ ମାଗିଲେ ସିଜେଆଇ

ନୂଆଦିଲ୍ଲୀ: ୭୭ ଜାତିଙ୍କୁ ଅନ୍ୟ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ କୌଣସି ଆଶ୍ବସ୍ତି ମିଳିନାହାଁ । ପଛୁଆ ବର୍ଗରେ ବିଭିନ୍ନ ଜାତି ଅନ୍ତର୍ଭୁକ୍ତ କରିବା ପାଇଁ ମମତା ବାନାର୍ଜୀ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ…

ବାଂଲାଦେଶ ହିଂସା ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ

ନୂଆଦିଲ୍ଲୀ: ବାଂଲାଦେଶ ହିଂସାକୁ ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ l ବାଂଲାଦେଶ ସୀମାରେ ମୁତୟନ ବିଏସ୍‌ଏଫ୍‌ର ସବୁ ୟୁନିଟ୍‌କୁ ଆଲର୍ଟ କରାଯାଇଛି l ବାଂଲାଦେଶକୁ ଲାଗିଥିବା ଭାରତର ୪୦୯୬ କିମି ସୀମାରେ ଆଲର୍ଟ ଜାରି କରାଯାଇଛି l ଅନ୍ୟପଟେ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା…

୭୦ ବର୍ଷରେ ଅବସର ନେବେ ଗୌତମ ଆଦାନୀ, ଜାଣନ୍ତୁ କିଏ ହେବେ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ୭୦ ବର୍ଷ ବୟସରେ ଅବସର ନେବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ତାଙ୍କୁ ୬୨ବର୍ଷ ହୋଇଛି। ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ୨୦୩୦ ଆରମ୍ଭରେ ଆଦାନୀ କମ୍ପାନୀର ଦାୟିତ୍ୱ ତାଙ୍କ ପୁଅ ଏବଂ ସମ୍ପର୍କୀୟଙ୍କୁ …

ଅଣାୟତ୍ତ ବାଂଲାଦେଶୀ ହିଂସା, ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ ହସିନା

ନୂଆଦିଲ୍ଲୀ: କୋଟାକୁ ନେଇ ତାତିଛି ବାଂଲାଦେଶ । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହୋଇଥିବା ବେଳେ ବିରୋଧ ଓ ହିଂସାରେ ଜଳୁଛି ପୂରା ଦେଶ । ଏହାରି ଭିତରେ ଦେଶ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ତେବେ ସେ ତାଙ୍କ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହାସହିତ ଢାକା ଛାଡି ସେ ଭାରତ…

ଉକୁଣୀ ପାଇଁ ବିମାନର ଜରୁରୀ ଅବତରଣ! 

ନୂଆଦିଲ୍ଲୀ: ଲସ୍ ଆଞ୍ଜେଲସ୍-ନ୍ୟୁୟର୍କ ଏୟାରଲାଇନ୍ସର ବିମାନ ସହ ଜଡିତ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଆମେରିକାର ଏୟାରଲାଇନ୍ସର ଏକ ବିମାନରେ ମହିଳା ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ବାହାରିବାରୁ ଫ୍ଲାଇଟର ଜରୁରୀ ଅବତରଣ କରାଯାଇଛି। ଫିନିକ୍ସରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ। ତେବେ…

ବାଂଲାଦେଶ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ଯା

ଢାକା: ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଜାରିଥିବା ହିଂସା ଉଗ୍ର ରୂପ ନେଉଛି। ଗତ ସପ୍ତାହରେ ହିଂସା ମଧ୍ୟରେ ୯୮ ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ହେଲାଣି। ହିଂସା ଉପରେ ନିୟନ୍ତ୍ରଣ ପାଇଁ ସରକାର ଦେଶରେ ୪ ଅଗଷ୍ଟ ସଂଧ୍ୟା ୬ରୁ…

କୋଚିଂ ସେଣ୍ଟରକୁ କାହିଁକି ‘ଡେଥ୍ ଚାମ୍ବର’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୩ ସିଭିଲ ସର୍ଭିସ ଆଶାୟୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏ ସମ୍ପର୍କିତ ଶୁଣାଣି ସମୟରେ କୋର୍ଟ କୋଚିଂ ସେଣ୍ଟରଗୁଡିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ସେମାନଙ୍କୁ 'ମୃତ୍ୟୁ ଚାମ୍ବର' ବୋଲି କହିଛନ୍ତି।…