Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟ ସରକାରଙ୍କ ନିଷ୍ପତି, ପାଳନ ହେବନି ଇନ୍ଦିରା ଗାନ୍ଧୀ ଜୟନ୍ତୀ, ଜାଣନ୍ତୁ କେଉଁ ରାଜ୍ୟରେ

ଜୟପୁର: ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି l ଏଣିକି ରାଜ୍ୟର ସମସ୍ତ ସ୍କୁଲରେ ପାଳନ ହେବନି ଇନ୍ଦିରା ଗାନ୍ଧୀ ଜୟନ୍ତି l ଏଥିସହ ସ୍କୁଲ କ୍ୟାଲେଣ୍ଡରରୁ ଇନ୍ଦୀରା ଗାନ୍ଧୀ ଜୟନ୍ତି ଅବସରରେ ଥିବା ଛୁଟି ଦିନକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର l କେବଳ ଏତିକି ନୁହେଁ, ଇନ୍ଦୀରା ଗାନ୍ଧୀଙ୍କ…

କୋଚିଂ ସେଣ୍ଟରରେ ଅଘଟଣ; ଏମସିଡି ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୋଚିଂ ସେଣ୍ଟରରେ ପାଣି ପଶି ହୋଇଥିବା ମୃତ୍ୟୁ ମାମଲାରେ ଦିଲ୍ଲୀ ସିଭିକ୍ ବଡି ମୁଖ୍ୟଙ୍କୁ ସମନ୍ ଜାରି କରିଛନ୍ତି ହାଇକୋର୍ଟ। ଦିଲ୍ଲୀ କୋଚିଂ ସେଣ୍ଟରେ ହୋଇଥିବା ମୃତ୍ୟୁ ମାମଲାରେ ଆଜି ଶୁଣାଣୀ ହୋଇଥିଲା। ଏହି ସମୟରେ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ…

ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରୁ ୧୮% ଜିଏସଟି ହଟାଇବାକୁ ଦାବି କଲେ ନିତିନ ଗଡକରୀ

ନୂଆଦିଲ୍ଲୀ: ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା। ଆମ ଦେଶରେ ଅନେକ ଲୋକ ଏହି ବୀମା ନେଇଥାନ୍ତି। ବର୍ତ୍ତମାନ ଏଗୁଡିକ ଉପରେ ୧୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯାଉଛି। ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍ଟି ହଟାଇବାକୁ ଦାବି କରିଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ।…

ୟୁପିଏସସିର ନୂଆ ଅଧ୍ଯକ୍ଷ ପ୍ରୀତି ସୁଦାନ

ନୂଆଦିଲ୍ଲୀ: ୟୁପିଏସସି ବୁଧବାର ଦିନ ଆଇଏଏସ୍ ଅଫିସର ପ୍ରୀତି ସୁଦାନଙ୍କୁ ନୂଆ ଚେୟାରମ୍ୟାନ ଭାବରେ ନିଯୁକ୍ତି ଦେଇଛନ୍ତି। ଅଗଷ୍ଟ ୧ରେ ପ୍ରୀତି ଦାୟିତ୍ୱ ଗ୍ରହଣ କରିବେ। କର୍ଣ୍ଣାଟକ କ୍ୟାଡରର ୧୯୮୩ ବ୍ୟାଚ୍ ର ଏହି IAS ଅଫିସର ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ସେ କେନ୍ଦ୍ର…

ଇସ୍ରାଏଲର ଆକ୍ରମଣରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟା ମୃତ

ନୂଆଦିଲ୍ଳୀ: ଇସ୍ରାଏଲର ଆକ୍ରମଣରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟା ମୃତ। ୭ ଅକ୍ଟୋବର ଆତଙ୍କୀ ହମଲାର ବଦଲା ନେଲା ଇସ୍ରାଏଲ। ତେହରାନରେ ଥିବା ଇସ୍ମାଇଲର ଘର ଉଡ଼ାଇଲା ଇସ୍ରାଏଲ। ବିସ୍ଫୋରଣରେ ଇସ୍ମାଇଲ ହାନିୟାଙ୍କ ବଡିଗାର୍ଡ ମଧ୍ୟ ମୃତ ସୂଚନା। ଜାରେ ଇସ୍ରାଏଲ ସହିତ ଯୁଦ୍ଧରେ ନିୟୋଜିତ ଥିବା…

କେରଳ ଭୂସ୍ଖଳନ; ଦୁଇ ଓଡ଼ିଆ ନିଖୋଜ

ୱାୟନାଡ: ଦେବଭୂମୀ କେରଳରେ ପ୍ରକୃତିର ମୃତ୍ୟୁ ତାଣ୍ଡବ। କେରଳ ୱାୟନାଡରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍‌ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେପଟେ ଭୂସ୍ଖଳନ…

ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ

ରାଞ୍ଚି: ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସହାୟତା ରାଶି ଘୋଷଣା । ଓଡିଶା ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ । ସେହିପରି ଗୁରୁତର ବ୍ୟକ୍ତିଙ୍କପାଇଁ ୫ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ…

ମହାମାରୀ ସତ୍ତ୍ୱେ ଭାରତର ଆର୍ଥିକ ସନ୍ତୁଳନ ବିଶ୍ୱ ପାଇଁ ଆଦର୍ଶ: ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ 'ବିକଶିତ ଭାରତ ଅଭିମୁଖେ ଯାତ୍ରା: କେନ୍ଦ୍ର ବଜେଟ୍ ୨୦୨୪-୨୫ ସମ୍ମିଳନୀ'ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଭିବୃଦ୍ଧି ପାଇଁ ସରକାରଙ୍କ ବୃହତ ଦୃଷ୍ଟିକୋଣ…

କେରଳ ଭୂସ୍ଖଳନ: ବଢୁଛି ମୃତ୍ୟୁ ସଂଖ୍ୟା, ୨ ଦିନିଆ ଶୋକ ଘୋଷଣା

ୱାଏନାଡ଼: ପ୍ରକୃତିର ତାଣ୍ଡବରେ ବେହର ଦେବଭୂମି କେରଳ l କେରଳରେ ହୋଇଥିବା ଭୂସ୍ଖଳନରେ ବେଳ କୁ ବେଳ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା l ମାଟି ଅତଡା ତଳୁ ଏପର୍ଯ୍ୟନ୍ତ ୮୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ମୃତ୍ୟ ସଂଖ୍ୟା ଆହୁରୀ ବଢ଼ିବାର ଆଶଙ୍କା ରହିଛି । ଉଦ୍ଧାର…

ସରନେମ୍ ବଦଳାଇବାକୁ ଚାହୁଁଛନ୍ତି କି? ତାହାଲେ ଦରକାର ସ୍ୱାମୀଙ୍କ ଅନୁମତି…..

ନୂଆଦିଲ୍ଲୀ: ସଂସଦରେ ସରକାର ରଖିଲେ ସ୍ପଷ୍ଟୀକରଣ । ବିବାହିତ ମହିଳା ଯଦି ସରନେମ ବା ସାଙ୍ଗିଆ ବଦଳାଇବାକୁ ଚାହିଁବେ, ତାହାହେଲେ ସ୍ୱାମୀଙ୍କ ନୋ ଅବଜେକସନ ସାର୍ଟିଫିକେଟ-ଏନଓସି ଜରୁରୀ । ଆଇନଗତ ଝମେଲା ଦୃଷ୍ଟିରୁ ସ୍ୱାମୀଙ୍କ ଏନଓସି ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ର ସରକାର ।…