Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ରର ଅନେକ ସହର

ମୁମ୍ବାଇ: ପ୍ରବଳ ବର୍ଷାରେ ମହାରାଷ୍ଟ୍ରର ମୁମ୍ବାଇ ସମେତ ଅନ୍ୟ ସହରରେ ସ୍ଥିତି ବିଗିଡ଼ିବାରେ ଲାଗିଛି ସ୍ଥିତି। ବହୁ ସ୍ଥାନରେ ରାସ୍ତାଘାଟ ବୁଡି ଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି। ଖରାପ ପାଗ ଯୋଗୁ ବିମାନ ଏବଂ ଲୋକାଲ ଟ୍ରେନ୍ ସେବାରେ ବିଳମ୍ବ ହେଉଛି। ଆଞ୍ଚଳିକ ପାଣିପାଗ…

ପଶ୍ଚିମବଙ୍ଗ ଏବଂ କେରଳର ରାଜ୍ୟପାଳଙ୍କ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

ନୂଆଦିଲ୍ଲୀ: କେରଳ ଏବଂ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ମାସ ମାସ ଧରି ବିଚାରାଧୀନ ବିଲ୍ ଥିବା ଏକ ପିଟିସନ ଦାଖଲ କରିଥିଲେ। କେରଳ ଏବଂ ପଶ୍ଚିମବଙ୍ଗ ସରକାର ରାଜ୍ୟପାଳଙ୍କ ବିରୋଧରେ ଆବେଦନ କରିଥିଲେ। ପଶ୍ଚିମବଙ୍ଗ ଏବଂ କେରଳ ସରକାର କହିଛନ୍ତି ଯେ ଅନେକ ବିଲ୍ ମାସ ମାସ ଧରି ବିଚାରାଧୀନ…

ପ୍ରବଳ ବର୍ଷାରେ ଭାସିଗଲା କାଠ ପୋଲ; ଫସିଛନ୍ତି ୫୦ ତୀର୍ଥଯାତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେଉଛି। ମଦମହେଶ୍ୱର ମନ୍ଦିର ନିକଟରେ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏବଂ କିଛି ସ୍ଥାନୀୟ ଲୋକ ଫସି ରହିଥିବା ଜଣାପଡ଼ିଛି। ଅଧିକାରୀଙ୍କ କହିବାନୁସାରେ, ମାର୍କଣ୍ଡ ନଦୀ ଉପରେ ନିର୍ମିତ ଏକ ଅସ୍ଥାୟୀ କାଠ ବ୍ରିଜ୍ ଭାସିଯିବାରୁ…

ଅଗ୍ନିପଥର ଲକ୍ଷ୍ୟ ଭାରତୀୟ ସେନାଙ୍କୁ ଯୁବକ କରିବା, ଅଗ୍ନିବୀରଙ୍କୁ ନେଇ କିଛି ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କାରଗିଲ୍ ବିଜୟ ଦିବସକୁ ୨୫ ବର୍ଷ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲଦାଖର ଡ୍ରାସ ସେକ୍ଟର ଯାଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାରି ଭିତରେ ଦେଶର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି । ବିଭିନ୍ନ ଆଧୁନିକ ପ୍ରଯୁକ୍ତବିଦ୍ୟାକୁ ନେଇ ସେନା…

କାର୍ଗିଲ ଯୁଦ୍ଧ: ବୀରମାନଙ୍କ ସାହସିକତା ଓ ଏହି ଅସ୍ତ୍ରଶସ୍ତ୍ର ସାମ୍ନାରେ ହାର ମାନିଥିଲେ ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୨୬ରେ ଆମ ଦେଶ କାର୍ଗିଲ ଦିବସ ପାଳନ କରେ। ସାରା ଦେଶ ଆଜି ପାଳିବ କାର୍ଗିଲ ବିଜୟ ଦିବସର ୨୫ବର୍ଷ ପୂର୍ତ୍ତି ଉତ୍ସବ। ୧୯୯୯ ମସିହା ଜୁଲାଇ ୨୬ ତାରିଖ। ଏହି ଦିନ ଭାରତୀୟ ସେନାର ଅପରେସନ 'ବିଜୟ'କୁ ନେଇ ସାରା ଦେଶ ଗର୍ବ ଅନୁଭବ କରିଥିଲା। ଦେଶର ସାହସୀ ବୀରପୁତ୍ର…

ସୁନହରିବାଗ୍ ରୋଡ୍ ବଙ୍ଗଳା ନଂ.୫: ରାହୁଲଙ୍କ ସମ୍ମତି ପରେ ଏହା ତାଙ୍କ ନୂଆ ଠିକଣା

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ନୂଆ ଠିକଣା। ଦିଲ୍ଲୀର ସୁନହରିବାଗ୍ ରୋଡ୍‌ରେ ଥିବା ବଙ୍ଗଳା ନମ୍ୱର ୫ ଏବେ ତାଙ୍କର ନୂଆ ଠିକଣା ହୋଇଯାଇଛି। ରାହୁଲ ଏଠାରେ ରହିବା ପାଇଁ ସମ୍ମତି ଜଣାଇଛନ୍ତି। ତେବେ ଔପାରିକ ଭାବେ ଆବଣ୍ଟନ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ…

ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା; ଜଣେ ମୃତ, ୯ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରିକା ସେକ୍ଟର ୧୨ ରେ ଏକ ନିର୍ମାଣାଧୀନ ଡାକ୍ତରଖାନାର କାନ୍ଥ ଭୁଶୁଡ଼ିବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଦ୍ୱାରିକାଠାରେ ଏକ ଘରୋଇ ଡାକ୍ତରଖାନାର ତଳ ମହଲା ନିର୍ମାଣ କରାଯାଉଛି। ଅନେକ ଶ୍ରମିକ ତଳ ମହଲାରେ କାମ କରୁଥିଲେ।…

ବଦଳୁଛି କି ମମତାଙ୍କ ମୁଡ୍? ସୋନିଆଙ୍କୁ ଭେଟୁ ନାହାନ୍ତି ମୋଦୀଙ୍କ ସହ ବୈଠକ ଚୂଡ଼ାନ୍ତ

ନୂଆଦିଲ୍ଲୀ: ଇଣ୍ଡି ମେଂଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯାହା ମେଣ୍ଟର ଏକତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ନୀତି ଆୟୋଗରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ବୟକଟ କରିଛନ୍ତି। ଏହାରି ଭିତରେ…

ଅପନା ରେଡିଓ ୯୦.୦ ଏଫ୍ ଏମ୍ କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତର ୫୦୦ତମ କମ୍ୟୁନିଟି ରେଡିଓ ଷ୍ଟେସନ 'ଅପନା ରେଡିଓ ୯୦.୦ ଏଫ୍ ଏମ୍' କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହ ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଷ୍ଟେସନ 'ଅପନା ରେଡିଓ ୯୦.୦ ଏଫ୍…

ବୁଢାଙ୍କ ଦେଶରେ ବଢିବ ଅବସର ଆୟୁ

ନୂଆଦିଲ୍ଲୀ: ଭାରତରେ ଚାକିରିଆଙ୍କ ଅବସର ବୟସ ୬୦ରୁ ୬୨ ବର୍ଷ । ପ୍ରାଇଭେଟ ସେକ୍ଟରରେ ଚାକିରିଆଙ୍କ ଅବସର ୫୮ ବର୍ଷ । ପଡୋଶୀ ଚୀନରେ ଆଜି ବି ଅବସର ନେବା ବୟସ ସାରାବିଶ୍ୱରେ କମ୍ । କମ୍ୟୁନିଷ୍ଟ ଶାସିତ ଦେଶରେ ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ବର୍ତ୍ତମାନ ରହିଛି ୫୫ ବର୍ଷ । ମହିଳାଙ୍କ…