Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଭୁଶୁଡ଼ିଲା ଗେଟ୍, ୨ ଆହତ

କୋଲକାତା: କୋଲକାତାରେ ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ଏହି ସମୟରେ ଅସ୍ଥାୟୀ ଗେଟ୍ ଭୁଶୁଡ଼ିବା ଯୋଗୁ ଦୁଇ ଜଣ ଆହତ ହୋଇଛନ୍ତି। ଧାନଧାନ୍ୟ ଅଡିଟୋରିୟମରେ ସୂଚନା ଏବଂ ସାଂସ୍କୃତିକ ବ୍ୟାପାର ବିଭାଗ ଦ୍ୱାରା…

ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ ବ୍ୟୟବରାଦ ୭୩.୬୦% ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପାଇଁ ମୋଟ ବ୍ୟୟ ଅଟକଳ ପ୍ରାୟ ୧୩,୦୦୦ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷର ସଂଶୋଧିତ ଆକଳନ (ଆରଇ) ତୁଳନାରେ ୭୩.୬୦% ଅଧିକ। ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ…

ରକ୍ତରେ ଶିବଲିଙ୍ଗର ଅଭିଷେକ କଲେ ଯୁବକ

ଉଜୈନ: ମଧ୍ଯପ୍ରଦେଶ ଉଜୈନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭକ୍ତ ଭଗବାନ ଶିବଙ୍କୁ ନିଜ ରକ୍ତରେ ଅଭିଷେକ କରିଛନ୍ତି। ଏହି ଅଭିଷେକ ବେଳେ ୨୧ ଜଣ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ଜପ କରାଯାଇଥିଲା। ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଉଜୈନର ବାସିନ୍ଦା ରୌନକ ଗୁରୁଜାର ନାମକ…

ମୁମ୍ବାଇର ରେଳ ଟ୍ରାକକୁ ଓହ୍ଲାଇଲେ ହଜାର ହଜାର ଲୋକ, ଜାଣନ୍ତୁ କାରଣ…

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଲାଇଫ୍ ଲାଇନ୍ ଭାବରେ ଲୋକାଲ ଟ୍ରେନକୁ ବିବେଚନା କରାଯାଏ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମୁମ୍ବାଇ ଲୋକାଲ ଟ୍ରେନ ବ୍ୟବହାର କରି ଘରୁ ଅଫିସ ଏବଂ ପରେ ଅଫିସରୁ ଘରକୁ ଯିବା ଆସିବା କରନ୍ତି। କିନ୍ତୁ ବୁଧବାର ସକାଳେ କିଛି ଏଭଳି ଘଟିଥିଲା, ଯାହା ପରେ ଲୋକମାନେ ନିଜେ…

କାହିଁକି ନେପାଳରେ ହେଉଛି ଏତେ ବିମାନ ଦୁର୍ଘଟଣା?

ନୂଆଦିଲ୍ଲୀ: ନେପାଳ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟଙ୍କର ଦୁର୍ଘଟଣା। ସୌର୍ଯ୍ୟ ଏୟାରଲାଇନ୍ସର ଏହି ବିମାନଟି କାଠମାଣ୍ଡୁରୁ ପୋଖରାକୁ ଉଡାଣ ଭରୁଥିଲା। ତେବେ ଟେକଅଫ୍ କରିବା ସମୟରେ ହିଁ ହେଲା ବଡ଼ ଦୁର୍ଘଟଣା। ବିମାନରେ ଥିବା ୧୮ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ନେପାଳରେ ବିମାନ…

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ: ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୟୁପିଏ ସରକାର ବେଳେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ମିଳୁଥିଲା । ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି ବୋଲି କହିଛନ୍ତି…

ଦୁଇଦିନ ଭିତରେ ନିଟ-ୟୁଜି ଚୂଡାନ୍ତ ରେଜଲ୍ଟ ଘୋଷଣା କରିବ ଏନଟିଏ: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇଦିନ ଭିତରେ ନିଟ-ୟୁଜି ରେଜଲ୍ଟ ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ଏନେଇ ଘୋଷଣା କରିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ NTA ଦୁଇ ଦିନ ମଧ୍ୟରେ NEET-UGର ଚୂଡ଼ାନ୍ତ…

ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

କାଠମାଣ୍ଡୁ: ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ)ରେ ଟେକ୍‌ ଅଫ୍‌ ବେଳେ ସୌରିଆ ଏୟାରଲାଇନ୍ସର ଏକ ବିମାନ ୯ଏନ୍-ଏଏମଇ (ସିଆରଜେ ୨୦୦) ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିହତ, ଯବାନ ଆହତ

କୁପୱାରା: ଜମ୍ମୁ କାଶ୍ମୀରର କୁପୱାରାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର କୁପୱାଡାର ଲୋଲାବ ଉପତ୍ୟକାର ତ୍ରିମୁଖା ଟପ୍ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।…

ସମୟ ସୀମା ସରିଥିଲେ ସୁଦ୍ଧା ପ୍ରମାଣପତ୍ର ଦାଖଲ କରିପାରିଲେନି ପୂଜା ଖେଡକର

ନୂଆଦିଲ୍ଳୀ: ବଢ଼ିବାରେ ଲାଗିଛି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା। ଜୁଲାଇ ୨୩ରେ ଡେଡ୍‌ ଲାଇନ୍‌ ସରିଥିଲେ ସୁଦ୍ଧା ସେ ପ୍ରମାଣପତ୍ର ଦାଖଲ କରିପାରି ନାହାନ୍ତି। ଉତ୍ତରାଖଣ୍ଡର ମସୁରି ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ତାଙ୍କୁ ପୁନର୍ବାର ଡାକି…