Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ମଳାଙ୍କ ପେଡିରେ ଯୁବକଙ୍କୁ ଆଶ୍ବସ୍ତି, ପ୍ରତି ମାସରେ ମିଳିବ ୫୦୦୦ ଭତ୍ତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି । ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ,…

ଆୟକରକୁ ନେଇ ବଜେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ମଧ୍ୟବିତ୍ତ ଓ ଟିକସଦାତାଙ୍କ ପାଇଁ କେନ୍ଦ୍ର ବଜେଟରେ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସୀମା ୫୦ହଜାରରୁ ୭୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହ ନୂଆ ଟିକସ ସ୍ଲାବରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ତେବେ…

ବଜେଟ ୨୦୨୪: କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ୍ ତିଆରି ହେବ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି।ଏହି ଅବସରରେ  କର୍ମଜୀବୀ ମହିଳାଙ୍କ ପାଇଁ ଅଧିକ ହଷ୍ଟେଲ୍ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଦେଶରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା…

କ’ଣ ଶସ୍ତା କ’ଣ ମହଙ୍ଗା? ସୁନା, ରୁପା ମୋବାଇଲ୍ ହେବ ଶସ୍ତା

ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ କ୍ଷେତ୍ର ପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇଛି । ତେବେ ବଜେଟ୍ ସାଧାରଣ ଜନତାଙ୍କ ପକେଟକୁ କେମିତି ପ୍ରଭାବିତ କରିବ? କେଉଁ ସାମଗ୍ରୀ ଶସ୍ତା ହେବ ଓ…

ଖୁସି ଖବର: ପ୍ରଥମକରି ଚାକିରି ପାଇଥିବା ବ୍ୟକ୍ତିଙ୍କ ଆୟ ୧ଲକ୍ଷରୁ କମ ଥିଲେ ଇପିଏଫଓରୁ ମିଳିବ ସ୍ୱତନ୍ତ୍ର ସହାୟତା

ନୂଆଦିଲ୍ଲୀ: ଯୁବବର୍ଗଙ୍କ ପାଇଁ ଖୁସି ଖବର। ପ୍ରଥମ କରି ଚାକିରି ପାଇଥିବା ବ୍ୟକ୍ତିଙ୍କ ଆୟ ୧ଲକ୍ଷରୁ କମ ଥିଲେ ଇପିଏଫଓରୁ ମିଳିବ ସ୍ୱତନ୍ତ୍ର ସହାୟତା। ପ୍ରଥମକରି ଚାକିରି କରିଥିବା ଯୁବକ, ଯୁବତୀ ଯାହାଙ୍କ ଦରମା ୧ ଲକ୍ଷରୁ କମ୍ ଥିବ ସେମାନଙ୍କ ପାଇଁ ପ୍ରଥମଥର ଇପିଏଫଓ ରେଜିଷ୍ଟର କରିଥିଲେ ୧୫…

ଖୋଲିଲା ନିର୍ମଳାଙ୍କ ପେଡି: ବିହାର-ଆନ୍ଧ୍ରକୁ ଓଜାଡିଲେ

ନୂଆଦିଲ୍ଲୀ: ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଜି ଉପସ୍ଥାପନା ହେଉଛି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରୁଛନ୍ତି । ତାଙ୍କ ବଜେଟ୍ ଉପସ୍ଥାପନାରେ ବିହାର ଓ ଆନ୍ଧ୍ର ପାଇଁ ବଡ ଘୋଷଣା କରିଛନ୍ତି ନିର୍ମଳା । ବଜେଟରେ ବିହାର ପାଇଁ…

ଘଡିସନ୍ଧି ମୁହୂର୍ତ୍ତରେ ବି ବଦଳିଛି ଭାରତର ଅର୍ଥନୀତିର ଭାଗ୍ୟ: ଖୋଲିଲା ନିର୍ମଳାଙ୍କ ପେଡି

ନୂଆଦିଲ୍ଲୀ: ସଂସଦରେ ଖୋଲିଲା ନିର୍ମଳାଙ୍କ ପେଡି । ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବର୍ତ୍ତୀ ବଜେଟରେ ୪ଟି ଭିନ୍ନ ଜାତି ତଥା ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି । କୃଷକମାନଙ୍କ ପାଇଁ…

ଆସନ୍ତା ୧ରେ ଚାଷୀ ଆନ୍ଦୋଳନ, ୧୫ରେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ ଚାଷୀ। ହରିଆଣା ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀମାନେ ପୁଣି ରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି…

ଏଲଓସିରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଆହତ

ଶ୍ରୀନଗର: ମଙ୍ଗଳବାର ଜମ୍ମୁ କାଶ୍ମୀରର ବଟ୍ଟଲ ସେକ୍ଟରରେ ଆତଙ୍କବାଦୀଙ୍କ ଦ୍ୱାରା ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ନିୟନ୍ତ୍ରଣ ସୀମା ରେଖା ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ଦେଖି ସେନା ପକ୍ଷରୁ ସେମାନଙ୍କୁ ରୋକିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ସେହି ସମୟରେ…

ନିଟ୍ ତାତି: ରାହୁଲ ବନାମ ଧର୍ମେନ୍ଦ୍ର

ଲୋକସଭାରେ ନିଟ୍ ତାତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ଆରୋପ -ପ୍ରତ୍ୟାରୋପ ମଧ୍ୟରେ କମ୍ପିଛି ଗୃହ । ଆକ୍ରମଣାତ୍ମକ ବିରୋଧୀଙ୍କ ଲଢୁଆ ଜବାବ ଦେଇଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ର…