Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେମ୍ ପ୍ଲେଟ୍ ବିବାଦ: ଯୋଗୀ ସରକାରଙ୍କ ଆଦେଶରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: କାଉଡିଆ ଯାତ୍ରାକୁ ନେଇ ଯୋଗୀ ସରକାରଙ୍କର ନେମ୍ ପ୍ଲେଟ୍ ବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଖାଲି ସେତିକି ନୁହେଁ, ଏହା ସହିତ କୋର୍ଟ କହିଛନ୍ତି,…

ସଂସଦରେ ନିଟ୍ ଝଡ; ବିରୋଧୀଙ୍କୁ କଡା ଜବାବ ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ଜୋରଦାର ହଙ୍ଗାମା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ବିରୋଧୀ।ଏପରିକି ବଜେଟ୍ ଅଧିବେଶନ ଆରମ୍ଭରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ। ରାହୁଲ କହିଛନ୍ତି ଯେ ଶିକ୍ଷା ମନ୍ତ୍ରୀଙ୍କୁ ମୋର…

ପିଏମଶ୍ରୀ ନାହିଁ ତ ପାଣ୍ଠି ନାହିଁ !

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ନେଇ ଏବେ କିଛି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ମୁହାଁମୁହିଁ ସ୍ଥିତି । ପିଏମଶ୍ରୀ ଯୋଜନା କାର୍ଯ୍ୟକାରୀ ପାଇଁ କିଛି ଅଣବିଜେପି ଶାସିତ ରାଜ୍ୟ କୁଣ୍ଠା ପ୍ରକାଶ କରିଛନ୍ତି, ଯାହାକୁ ନେଇ ଜୋର୍ ଧରିଛି ରାଜନୀତି । ପିଏମଶ୍ରୀ ଯୋଜନାରେ…

ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ଭାଗ ନେବେ ସରକାରୀ କର୍ମଚାରୀ, ୫୮ ବର୍ଷ ପୁରୁଣା ପ୍ରତିବନ୍ଧକୁ ହଟାଇଲେ ମୋଦୀ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏକ ବଡ ନିଷ୍ପତ୍ତି ଆସିଛି। ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ୍‌ ଟ୍ରେନିଂ ଏକ ନିର୍ଦ୍ଦେଶ ଜାରି କରି ରାଷ୍ଟ୍ରୀୟ ସ୍ୱୟ‌ଂ ସେବକ ସଂଗଠନ…

ବିରୋଧୀଙ୍କୁ ମୋଦିଙ୍କ ଅପିଲ୍: ଦଳରୁ ଉପରକୁ ଉଠି ଦେଶର ବିକାଶକୁ ଆଗକୁ ବଢେଇବାକୁ ଏକଜୁଟ୍ ହେବା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦରେ ବଜେଟ୍ ଅଧିବେଶନ । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଭିଭାଷଣରେ ବିରୋଧୀଙ୍କୁ  ସ୍ବ-ଉର୍ଦ୍ଧ୍ବରେ ଯାଇ ସଂସଦର ଗରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ କହିଛନ୍ତି । ଏନେଇ ମୋଦି କହିଛନ୍ତି, ଗତ ଜାନୁଆରୀରୁ ଯିଏ ଯାହା…

ସପ୍ତମ ଥର ବଜେଟ୍ ଉପସ୍ଥାପନ କରି ଇତିହାସ ରଚିବେ ନିର୍ମଳା; ଜାଣନ୍ତୁ କିଏ ସମ୍ଭାଳିଥିଲେ ପ୍ରଥମ ବଜେଟ ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ହେବ ଉପସ୍ଥାପିତ, ଆସନ୍ତାକାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ। ଏହାସହ ସେ ମୋରାଜୀ ଦେଶାଇଙ୍କ ରେକର୍ଡକୁ ପଛରେ ପକାଇ…

ରାଜୌରୀ ସେନା କ୍ୟାମ୍ପ୍ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଆହତ, ଗୁଳି ବିନିମୟ ଜାରି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ରାଜୌରୀ ସେନା କ୍ୟାମ୍ପ୍ ଉପରେ ଆକ୍ରମଣ ଉଦ୍ୟମ ବିଫଳ। ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି। ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜୋରଦାର ଚାଲିଛି। ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ…

ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ସପ୍ତମ ଥର ବଜେଟ୍ ଆଣିବେ ନିର୍ମଳା

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ। ଏହା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ହେବ ଉପସ୍ଥାପିତ, ଆସନ୍ତାକାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ। ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ…

ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଜୋ ବାଇଡେନ

ନ୍ୟୁୟର୍କ: ଜୋ ବାଇଡେନ୍ ଶନିବାର ଦିନ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ "ମୁଁ ଦେଶର ସର୍ବୋତ୍ତମ ହିତରେ ଅଛି"। ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସମେତ ତାଙ୍କ ଡେମୋକ୍ରାଟ୍ ସହଯୋଗୀଙ୍କ ଚାପ ବଢ଼ୁଥିବାରୁ ୮୧…

ଶାନ୍ତିର ବାହକ ସାଜିବ ଭାରତ – ଆମେରିକା ସମ୍ପର୍କ: ଏରିକ ଗାର୍ସେଟି

ନୂଆଦିଲ୍ଲୀ: ଭାରତ ଆମେରିକା ସହ ନିଜର ଭବିଷ୍ୟତ ଦେଖୁଛି। ଆମେରିକା ବି ସମାନ ଭାବେ ଭାରତ ସହ ନିଜର ଭବିଷ୍ୟତ ଦେଖୁଛି। ଭାରତ ଓ ଆମେରିକା ଭିତରେ ବହୁ ଭଲ ସମ୍ପର୍କ ରହିଛି। ପୂର୍ବ ଦିନ ଅପେକ୍ଷା ସମ୍ପର୍କ ବଢିଛି। ଆମ ହୃଦୟ ଓ ମସ୍ତିଷ୍କ ସମାନ ଅଛି, କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏହି ଦୁଇ ଦେଶ…