Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିବାହ ପାଇଁ ମେହିନ୍ଦୀରେ ନାଚୁଥିବା ବେଳେ ଟଳି ପଡ଼ିଲେ କନ୍ୟା

ନୂଆଦିଲ୍ଲୀ: ଶନିବାର ନୈନିତାଲରେ ମେହେନ୍ଦୀ ସମାରୋହରେ ନାଚୁଥିବା ବେଳେ ଜଣେ କନ୍ୟା ଖସି ପଡ଼ି ପ୍ରାଣ ହରାଇଛନ୍ତି। ତୁରନ୍ତ ଚିକିତ୍ସା ସତ୍ତ୍ୱେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଶ୍ରେୟା ଜୈନ (୨୮) ମୂଳତଃ ଦିଲ୍ଲୀର ବାସିନ୍ଦା ଏବଂ ନିଜ ବିବାହ ପାଇଁ ତାଙ୍କ ପରିବାର ଏବଂ…

ବାରଣାସୀ ଗସ୍ତରେ ମୋଦୀ, ଚାଷୀଙ୍କୁ ଦେଲେ ବଡ ଉପହାର

ବାରଣାସୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରଣାସୀ ଗ୍ରସ୍ତରେ ଯାଇ ସେଠାକାର ଚାଷୀ ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୋଦୀ। ଚାଷୀ ମାନଙ୍କୁ ପିଏମ୍ କିଷାନ…

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ମାନ୍ୟତା

ନୂଆଦିଲ୍ଲୀ: ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ମିଳିଛି । ଥାଇଲାଣ୍ଡ ସଂସଦରେ ମଙ୍ଗଳବାର ଏହି ବିଲ ପାରିତ ହୋଇଛି । ୧୩୦ ସାଂସଦ ସପକ୍ଷରେ ମତ ଦେଇଥିବା ବେଳେ ୪ଜଣ ବିପକ୍ଷରେ ଭୋଟିଂ କରିଥିଲେ । ଦକ୍ଷୀଣ ପୂର୍ବ ଏସିଆର ପ୍ରଥମ ଦେଶ ଭାବେ ଥାଇଲାଣ୍ଡ ଏହି ପଦକ୍ଷେପ ଗ୍ରହଣ କରିଛି ।…

ଏହି ଦିନ ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ, ଟ୍ବିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ କରିବେ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଏହା ମୋଦିଙ୍କର ପ୍ରଥମ ମନ୍ କି ବାତ୍…

୨୪ ଲକ୍ଷରୁ ଅଧିକ ନିଟ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ମୋଦୀ: ରାହୁଲ

ନୂଆଦିଲ୍ଲୀ: ନିଟ ପରୀକ୍ଷା ମାମଲାକୁ ନେଇ କଂଗ୍ରେସ୍ ଲଗାତାର ଭାବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି। ଉକ୍ତ ଘଟଣାକୁ ନେଇ ଏବେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ମୋଦୀ ଏସବୁ ଘଟଣା ଜାଣିକି ମଧ୍ୟ ଚୁପ୍…

ଜବଲପୁରର ଭକ୍ତ ବାବା ମହାକାଳଙ୍କୁ ଅର୍ପଣ କଲେ ବିଶ୍ୱର ଦାମୀ ଆମ୍ବ

ଜବଲପୁର: ଜବଲପୁରର ଜଣେ ଭକ୍ତ ବାବା ମହାକାଳଙ୍କୁ ବିଶ୍ୱର ଦାମୀ ଆମ୍ବ ଅର୍ପଣ କରିଛନ୍ତି । ସେ ଶ୍ରୀ ମହାକାଳେଶ୍ୱର ମନ୍ଦିରକୁ ଯାଇ ଏହା ଅର୍ପଣ କରିଥିଲେ । ଆନ୍ତର୍ଜାତୀୟ ବଜାରର ଏହି ସ୍ୱତନ୍ତ୍ର କିସମର ଆମ୍ବର ମୂଲ୍ୟ ୨ ଲକ୍ଷ ୭୦ ହଜାର ରହିଛି । ବାବା ମହାକାଳଙ୍କ ଆଶୀର୍ବାଦ ନେଇ ସଂକଳ୍ପ ସିଂ…

ଡ୍ରାଇଭିଂ ନଜାଣି କାରରେ ବସି ରିଲ୍ସ କରୁଥିଲେ, ଚାଲିଗଲା ଯୁବତୀଙ୍କ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ଏକ ଘାଟିରେ ଗାଡ଼ିଟି ଓଲଟି ପଡ଼ିଥିବା ବେଳେ ଭୁଲବଶତଃ କାରର ଆକ୍ସିଲେଟରକୁ ଚାପି ଦେବାରୁ ଜଣେ ୨୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ଛତ୍ରପତି ସମ୍ଭାଜୀନଗରରେ ଏହି ଘଟଣା ଘଟିଛି, ଯେତେବେଳେ ମୃତକଙ୍କ ସାଙ୍ଗ ଗାଡି ପଛରେ ତାଙ୍କର ଏକ ରିଲ୍…

ନିଟ୍ ବିବାଦ: ଏନଟିଏକୁ କଡ଼ା ସମାଲୋଚନା, ଛୋଟ ଅବହେଳାକୁ ସମାଧାନ କରିବା ଆବଶ୍ଯକ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ନିଟ୍ ପରୀକ୍ଷା ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରିକି ପରୀକ୍ଷା ପ୍ରକ୍ରିୟାରେ ୦.୦୦୧% ଅବହେଳାକୁ ଅତ୍ୟନ୍ତ ଗମ୍ଭୀରତାର ସହ ସମାଧାନ କରାଯିବା ଆବଶ୍ୟକ ବୋଲି ସୁପ୍ରିମ୍ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।…

ଦ୍ରୁତ ବେଗରେ ପରମାଣୁର ଅସ୍ତ୍ର ବୃଦ୍ଧି କରୁଛି ଚୀନ, ଚିନ୍ତାରେ ଦୁନିଆ

ବେଜିଂ: ଚୀନ ଏବେ ଦ୍ରୁତ ବେଗରେ ତାର ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଯାହାକୁ ନେଇ ପଡୋଶୀ ଦେଶ ସମେତ ଅନ୍ୟମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଷ୍ଟକହୋମ ଇଂଟରନ୍ୟାଶନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ।…

ବିଜେପିର ବିଧାନସଭା ନିର୍ବାଚନ ଫୋକସ୍: ଧର୍ମେନ୍ଦ୍ରଙ୍କୁ ହରିୟାଣା ଓ ଅଶ୍ୱିନୀଙ୍କୁ ମହାରାଷ୍ଟ୍ର ଦାୟିତ୍ୱ

ନୂଅଦିଲ୍ଲୀ: ଦେଶରେ ସରିଛି ଲୋକସଭା ନିର୍ବାଚନ ଆଉ ଆଗକୁ ରହିଛି ୪ ରାଜ୍ୟର ବିଧାନସଭା ନିର୍ବାଚନ । ଯାହା ଉପରେ ଫୋକସ କରିଛି ବଜେପି । ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଏବଂ ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏହାକୁ ଦୃଷ୍ଟିରେ ରଖି ବିଜେପି…