Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି କେରଳର ନାମ କେରଳମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ?

ଥିରୁଅନନ୍ତପୁରମ: କେରଳ ବିଧାନସଭାରେ ସୋମବାର ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ ହୋଇ ରାଜ୍ୟର ନାମ 'କେରଳ'ରୁ 'କେରଳମ୍' କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ସମ୍ବିଧାନ ସଂଶୋଧନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଏଥିପାଇଁ କେରଳ ସରକାର ଅନୁରୋଧ କରିଛନ୍ତି। ସୋମବାର ରାଜ୍ୟ ବିଧାନସଭାରେ…

୧୦ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲେ ଲୁକାସ, ଜୋତାରେ ପାଣି ପିଉଥିଲେ

କାଲିଫୋର୍ଣ୍ଣିଆ: ଲୁକାସ ମ୍ୟାକକ୍ଲେଶ ନାମକ ଯୁବକ ଜୁନ ୧୧ରେ କାଲିଫୋର୍ଣ୍ଣିଆ ଜଙ୍ଗଲ ଏବଂ ସାନ୍ତା କ୍ରୁଜ ପାହାଡ ବୁଲିବାକୁ ଯାଇଥିଲେ । ୩ ଘଂଟା ପର୍ଯ୍ୟନ୍ତ ସେ ଚାଲି ଚାଲି ଜଙ୍ଗଲ ଭିତରକୁ ଯିବା ପରେ ଫେରିବା ବେଳକୁ ଆଉ ବାଟ ପାଇ ନ ଥିଲେ । ୫ ଦିନ ଧରି ସେ ଘରକୁ ନ ଆସିବାରୁ ପରିବାର ଲୋକ…

ସଂସଦରେ ଚାଲିବନି ଏନଡିଏର ମନମାନି, ଆରମ୍ଭରୁ ବିରୋଧୀ ଦେଲେ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ଗୃହକାର୍ଯ୍ଯ ଚଳାଇବା ଏନଡିଏ ସରକାର ପାଇଁ କାଠିକର ହେବ। ସଦନର ଦୁଇଟି ଗୃହରେ ବିରୋଧୀ ମଜବୁତ ସ୍ଥିତିରେ ଅଛନ୍ତି, ଅନ୍ୟପଟେ ବିଜେପିକୁ ସହଯୋଗୀ ଭରସା। ଆଉ ଦୁଇ ସହଯୋଗୀ ଜେଡିୟୁ, ଟିଡିପି ଉପରେ ବିରୋଧୀ ମଧ୍ୟ ନିଜ ପଟକୁ ଆଣିବାକୁ ପ୍ରୟାସ କରୁଛନ୍ତି। ଯଦି…

ରାଜ୍ୟସଭାରେ ଶାସକ ଦଳର ନେତା ହେଲେ ଜେପି ନଡ୍ଡା, ବର୍ଷ ଶେଷରେ ବିଜେପି ପାଇପାରେ ନୂଆ ସଭାପତି

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡା ଆଜି ରାଜ୍ୟସଭାରେ ଗୃହର ନେତା ଭାବେ ନିଯୁକ୍ତ ହୋଇଛନ୍ତି। ପୀୟୂଷ ଗୋୟଲଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀଙ୍କୁ ଗୃହ ନେତା ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳରେ…

ତୁଟୁନି କେଜ୍ରିଓ୍ବାଲଙ୍କ ଅଡୁଆ, ଜାମିନ ଆବେଦନକୁ ସୁପ୍ରିମକୋର୍ଟଙ୍କ ରେଡ୍ ସିଗନାଲ

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ବିବାଦ ଥମିବାର ନାଁ ନେଉନାହିଁ । ମୋଦି ବିରୋଧୀ ହେବା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମହଙ୍ଗା ପଡିଛି । ଜେଲରୁ ବାହାରିବାର ସବୁ ବାଟ ଧିରେ ଧିରେ ବନ୍ଦ ହେବାରେ ଲାଗିଛି । ଏବେ ଜାମିନ ଶୁଣାଣି ନେଇ ସୁପ୍ରମକୋର୍ଟ ବି ନୂଆ ତାରିଖ…

ଧର୍ମାନୁଷ୍ଠାନରେ ଗୁଳିମାଡ଼, ୧୫ ପୋଲିସ କର୍ମଚାରୀ ନିହତ

ମସ୍କୋ: ଋଷିଆ ଦାଗେସ୍ତାନର ଏକ ଧର୍ମାନୁଷ୍ଠାନରେ ଆଖିବୁଜା ଗୁଳିମାଡ଼। ୫ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୧୫ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି। ଗୁଳିମାଡ଼ରେ ଆଉ ୧୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୁଳିମାଡ଼ ସହ ଦୁର୍ବୃତ୍ତମାନେ ଧର୍ମାନୁଷ୍ଠାନରେ ନିଆଁ ଲଗାଇଛନ୍ତି। ପୋଲିସର…

ନିଟ୍ ଓ ନେଟ୍ ବିବାଦ; ଆଜି ବସିବ ପ୍ୟାନେଲ୍ ବୈଠକ

ନୂଆଦିଲ୍ଲୀ: ନିଟ୍ ଓ ଯୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଭ୍ରଷ୍ଟାଚାରକୁ ନେଇ ଦେଶରେ ଜାରି ରହିଛି ବିରୋଧ । ଏହାରି ଭିତରେ ନିଟ୍ ଓ ନେଟ୍ ବିବାଦକୁ ନେଇ ଗଠିତ ଉଚ୍ଚସ୍ତରୀୟ ପ୍ୟାନେଲର ଆଜି ବୈଠକ ବସିବାକୁ ଯାଉଛି । ଉଚ୍ଚସ୍ତରୀୟ ୭ ଜଣିଆ ପ୍ୟାନେଲଙ୍କ ଦ୍ବାରା ନିଟ୍ ଓ ନେଟରେ ହୋଇଥିବା…

ଆରମ୍ଭ ହେଲା ସଂସଦର ସ୍ବତନ୍ତ୍ର ଅଧିବେଶନ, ସାଂସଦ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ: ଆରମ୍ଭ ହେଲା ଅଷ୍ଟାଦଶ ସଂସଦର ସ୍ବତନ୍ତ୍ର ଅଧିବେଶନ । କାମଚଳା ବାଚସ୍ପତି ଭାବେ ଗୃହ ପରିଚାଳନା କରୁଛନ୍ତି ଭର୍ତ୍ତୃହରି ମହତାବ । ଏହା ସହିତ ଜଣ ଜଣ କରି ନବନିର୍ବାଚିତ ସାଂସଦ ମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି ମହତାବ । ଏହାରି ଭିତରେ ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ…

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୁହରି

ନୂଆଦିଲ୍ଲୀ; ଲୋକସଭା କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେପଟେ ଆଜିଠୁ ଅଷ୍ଟାଦଶ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି । ଶପଥ ନେବା ପରେ ନବନିର୍ବାଚିତ ସାଂସଦଙ୍କୁ ଶପଥ…

ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ, ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି

ନୂଆଦିଲ୍ଲୀ: ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ । ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବେ । ଆସନ୍ତା ୨୬ରେ ହେବ ନୂଆ ବାଚସ୍ପତି…