Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପି ୩୦୦ ପାର କିନ୍ତୁ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ: ଇୟାନ ବ୍ରେମର

ନୂଆଦିଲ୍ଲୀ: ଆମେରିକାର ରାଜନୈତିକ ବିଶେଷଜ୍ଞ ଇଆନ୍ ବ୍ରେମର୍ ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ୩୦୫ ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି। ୟୁରେସିଆ ଗ୍ରୁପ୍ କହିଛି ମୋଦୀଙ୍କ ନେତୃତ୍ବାଧୀନ ବିଜେପି ୩୦୫ରୁ ଅଧିକ ୧୦ କିମ୍ବା ୧୦ କମ୍ ଆସନ ଜତିପାରେ। ୫ ବର୍ଷ ପୂର୍ବେ ଯାହା…

ମମତା ଦିଦିଙ୍କୁ ବଡ ଝଟକା, ୫ ଲକ୍ଷ ଓବିସି ସାର୍ଟିଫିକେଟକୁ ବାତିଲ କଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ୨୦୧୧ରୁ ଏଯାବତ୍ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଓବିସି ପ୍ରମାଣପତ୍ର ଚାକିରି ଆବେଦନରେ ମଧ୍ୟ ଗ୍ରହଣ କରାଯିବ ନାହିଁ।…

ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍

ନୂଆଦିଲ୍ଲୀ: ଉଭୟ ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍ । ଉଭୟ ଦଳର ସଭାପତିଙ୍କୁ ନୋଟିସ୍ କଲେ ନିର୍ବାଚନ ଆୟୋଗ । ନିର୍ବାଚନ ଆଚରଣ ବିଧିକୁ ପାଲନ କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି…

ଦିନେ ଥିଲି ଲେଡି ସିଙ୍ଘମ ଏବେ ବିଜେପି ଏଜେଣ୍ଟ; ସ୍ୱାତି

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ନେତାଙ୍କ ଉପରେ ବର୍ଷିଛନ୍ତି ଆପ୍ ରାଜ୍ୟସଭା ସଦସ୍ୟ ସ୍ୱାତି ମାଲିୱାଲ୍ । ନିଜର ସୋସିଆଲ୍ ମିଡିଆ ପୋଷ୍ଟ ଦ୍ବାରା କ୍ଷୋଭ ପ୍ରକାଶ କରିଛନ୍ତି ଆପ୍ ନେତା ସ୍ୱାତି । ଯେଉଁଥିରେ ସେ ଲେଖିଛନ୍ତି, ବିଭବ କୁମାରଙ୍କ ନାଁରେ ଏତଲା ଦେବା ପରେ, ଦଳରେ ମୋ ଆଖ୍ୟା…

ଜଳୁଛି ଉତ୍ତର ଭାରତ; ୪୮ ଡିଗ୍ରୀ ଛୁଇଁଲା ପାରଦ

ନୂଆଦିଲ୍ଲୀ:  ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ସମେତ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳବାସୀ । ଏହାକୁ ନେଇ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ବିଗତ କିଛି ଦିନ ହେବ ଉକ୍ତ ରାଜ୍ୟର ଅନେକ ସ୍ଥାନରେ ପାରଦ…

ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌, ମସଲାରେ ଇଥିଲିନ୍ ଅକ୍ସାଇଡ୍‌ ର କୌଣସି ଉପସ୍ଥିତି ନଥିବା ସ୍ପଷ୍ଟ…

ନୂଆଦିଲ୍ଲୀ: ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା ବଡ ଆଶ୍ୱସ୍ତି । ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ଇଥିଲିନ୍‌ ଅକ୍ସାଇଡ୍‌ (ଇଟିଓ)ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫଏସଏସଆଇ) । ସିଙ୍ଗାପୁର, ହଂଗକଂଗ ପରେ…

ପଓ୍ବନକୁ ଲାଗିଲା ୨୪୦ ଝଟକା, ଦଳରୁ ବାହାର କଲା ବିଜେପି

କରକାଟ: ବିଜେପିରୁ ବହିଷ୍କାର ହେଲେ ଭୋଜପୁରୀ ସେଲିବ୍ରିଟି ପଓ୍ନନ ସିଂ । ପଓ୍ନନ ଆଉ ବିଜେପିର ସଦସ୍ୟ ନାହାନ୍ତି ବୋଲି ଘୋଷଣା କରିଛି ବିଜେପି । ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶଓ୍ବାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ବିହାରର କରକାଟରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ପଓ୍ବନ ।…

ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା, ମଳିଲାନି ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ: ପୁଣି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା । ବୁଧବାର ତାଙ୍କର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଆମେ ଆପଣଙ୍କ ଆବେଦନକୁ ଅନୁମୋଦନ କରିବୁ ନାହିଁ । କୋର୍ଟ ଏହି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହତ୍ୟା ଧମକ । ଜଣେ ଯୁବକ ଧମକପୂର୍ଣ୍ଣ ମେସେଜ ଲେଖୁଥିବା ବେଳେ ପୋଲିସ ହାତରେ ଧରାପଡିଛି ।  ସୂଚନା ଅନୂଯାୟୀ, ଅଭିଯୁକ୍ତଙ୍କ ନାମ ଅଙ୍କିତ ଗୋଏଲ୍‌ (୩୩) । ସେ ବରେଲିରୁ ନୋଏଡାକୁ ଘର ପଞ୍ଜିକୃତ କରାଇବାକୁ ଆସିଥିଲେ । ଅଙ୍କିତ…

ପୁନେ ହିଟ୍ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ନାବାଳକ ୨୫ ବର୍ଷ ଯାଏଁ କାର୍ ଚଳାଇପାରିବ ନାହିଁ

ପୁନେ: ପୁନେ ହିଟ୍ ଆଣ୍ଡ ରନ୍ ମାମଲା । ଅଭିଯୁକ୍ତ ନାବାଳକର ଗାଡିକୁ ଜବତ କରିଛି ପୋଲିସ । ତେବେ ନାବାଳକ ଜଣକ ୨୫ ବର୍ଷ ଯାଏଁ କାର୍ ଚଳାଇପାରିବେନି । ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ମହାରାଷ୍ଟ୍ରର ଟ୍ରାନ୍ସପୋର୍ଟ କମିଶନର ବିବେକ ଭିମନଓ୍ୱର । ଖବର ମୁତାବକ, ଦୁର୍ଘଟଣା ପୂର୍ବରୁ ନାବାଳକ…