Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗର୍ଜିଲେ ମୋଦୀ, ପଶ୍ଚିମବଙ୍ଗରେ ଦେଲେ ୫ ଗ୍ୟାରେଣ୍ଟି

କୋଲକାତା: ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ତୃଣମୁଳ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା…

୨୩୦ ରୁ ଅଧିକ ଆସନ ପାଇବ ନାହିଁ ବିଜେପି:ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଜେଲ୍ ରୁ ବାହାରିବା ପରେ ଗତକାଲି ତଥା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ଶାସକ ଦଳ ୨୩୦ ରୁ ଅଧିକ ଆସନ ପାଇବ ନାହିଁ । ଅରବିନ୍ଦ କେଜ୍ରିୱାଲ  କହିଛନ୍ତି ମୁଁ ଜେଲରୁ ମୁକୁଳିବା ପରେ…

ପୁଷ୍ପା ରାଜ୍‌ଙ୍କ ବିରୋଧରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ସାଉଥ ସିନେମା ଜଗତର ପୁଷ୍ପା ରାଜ୍‌ ତଥା ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ହେଲା ମାମଲା । ଅଲୁ ଅର୍ଜୁନ ଏବଂ YSRCP ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଉପରେ ଉପରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ନନ୍ଦୟାଲା…

କଂଗ୍ରେସର ଶ୍ରୀରାମ ମନ୍ଦିର ଶୁଦ୍ଧିକରଣ ବୟାନର କଡା ଜବାବ ଦେଲେ ହିମନ୍ତ ବିଶ୍ୱ ଶର୍ମା

ଗୌହାଟୀ: ଲୋକସଭା ନିର୍ବାଚନ ରଣାଙ୍ଗନରେ ଦିନକୁ ଦିନ ବୟାନବାଜି ତୀବ୍ର ହେବାରେ ଲାଗିଛି । ଆସାମ ମୂଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସର ଶ୍ରୀରାମ ମନ୍ଦିର ଶୁଦ୍ଧିକରଣ ବୟାନ ଦେଇ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ଯିଏ ଯାହା କହୁ । ଭାରତ ସର୍ବଦା ହିନ୍ଦୁ ରାଷ୍ଟ୍ର ହୋଇ ରହିଥିଲା…

ମୋଦୀଙ୍କ ଦୁଇ ଦିବସୀୟ ବାରଣାସୀ ଗସ୍ତ, ୧୪ ରେ ଭରିବେ ନାମାଙ୍କନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖ ଅର୍ଥାତ ଆସନ୍ତାକାଲି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀରେ ପହଞ୍ଚିବେ। ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀ ତଥା ସାଧାରଣ ଲୋକ ତାଙ୍କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ…

ଭାରତକୁ ଅଧିକ ଆଣବିକ ପରୀକ୍ଷଣ କରିବା ଆବଶ୍ୟକ ନାହିଁ: ଡ.ଆର୍ ଚିଦାମ୍ବରମ୍

ନୂଆଦିଲ୍ଲୀ: ଭାରତର ଆଣବିକ ପରୀକ୍ଷଣରେ ପ୍ରସିଦ୍ଧ ପଦାର୍ଥ ବୈଜ୍ଞାନିକ ଡ.ରାଜଗୋପାଳ ଚିଦାମ୍ବରମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ତଥା ଭାରତ ସରକାରଙ୍କ ପରମାଣୁ ଶକ୍ତି ଆୟୋଗର ଚେୟାରମ୍ୟାନ୍ ଥିଲେ। ସେ ଭାଭା ପରମାଣୁ…

ଖୋଲା ବିତର୍କ ଚ୍ୟାଲେଞ୍ଜ ଗ୍ରହଣ କଲେ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀଙ୍କ ଜବାବକୁ ଅପେକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି ଏବଂ ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସୂଚନା ଥାଉକି ଯେ ଅବସରପ୍ରାପ୍ତ ଜଷ୍ଟିସ ମଦନ ବି…

‘ଜେଲ୍ ରେ ମୋର ଇନସୁଲିନ୍ ବନ୍ଦ କରିଦେଇଥିଲେ, ମୋର ଭୁଲ କଣ ଥିଲା?’

ନୂଆଦିଲ୍ଲୀ: ମୁଁ ବହୁତ୍ ଛୋଟ ଲୋକ । ଏହି ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି । ମୋର ଦୋଷ ହେଉଛି ଯେ, ମୁଁ ଦିଲ୍ଲୀର ବିଦ୍ୟାଳୟଗୁଡ଼ିକୁ ଭଲ କରିଥିଲି । ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲି, କିନ୍ତୁ ଯେତେବେଳେ ମୁଁ ତିହାରକୁ ଗଲି, ମୋର ଔଷଧ ୧୫ ଦିନ ପାଇଁ ବନ୍ଦ…

ପେଟ୍ରୋଲପମ୍ପ କର୍ମଚାରୀଙ୍କ ସହ ମାରପିଟ ଘଟଣା: ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ନୋଟିସ୍

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପୁଅଙ୍କ ଅଡୁଆ । ନୋଏଡାସ୍ଥିତ ପେଟ୍ରୋଲ ପମ୍ପରେ ହୋଇଥିବା ମାରପିଟ୍ ଘଟଣାରେ ନୋଏଡା ପୋଲିସ ନୋଟିସ୍ ଜାରି କରିଛି । ନୋଏଡା ପୋଲିସ ଆପ୍ ବିଧାୟକଙ୍କ ଘରେ ପହଞ୍ଚି ଏକ ନୋଟିସ ଲଗାଇଛି। ପୋଲିସ ଅଭିଯୋଗ କରିଛି ଯେ, ପେଟ୍ରୋଲ…

ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ନିବେଦନ କଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ସ୍ୱର ଉଠାଇଛନ୍ତି ଜଣେ ଓଡିଆ ଝିଅ । କେନିଆର ନାଇରୋବିରେ ମିଳିତ ଜାତିସଂଘର ‘ସିଭିଲ୍ ସୋସାଇଟି କନଫରେନ୍ସ ୨୦୨୪’ ରେ ‘ପେଡ୍ ପିରିଅଡ୍ ଲିଭ୍’ ଅର୍ଥାତ୍ ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ନିବେଦନ କରିଛନ୍ତି ଡ଼ିଆ ଝିଅ ରଞ୍ଜିତା…