Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେଜ୍ରିୱାଲଙ୍କୁ ଶାହାଙ୍କ କଡା ଜବାବ୍, କହିଲେ ବିଜେପିର ସମ୍ବିଧାନରେ ଲେଖାହୋଇନି ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା କଥା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଜେପିକୁ ଟାର୍ଗେଟ କରି ଦେଇଥିବା ଭବିଷ୍ୟବାଣୀକୁ ନେଇ ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ସମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ଶାହା ।…

ମହିଳା ଯବାନଙ୍କ ପାଇଁ ନିୟମ ଜାରୀ କଲା ବିଏସଏଫ

ନୂଆଦିଲ୍ଲୀ: ବର୍ଡର ସିକ୍ୟୁରିଟି ଫୋର୍ସ ମହିଳା ଯବାନଙ୍କ ପାଇଁ କେତେକ ନିୟମ ଜାରୀ କରିଛି । ଏହି ନୂତନ ନିୟମ ଫ୍ରଟିଂୟର ମୂଖ୍ୟାଳୟ, ସୀମା ସୁରକ୍ଷା ବଳ ଜମ୍ମୁର ଉପ ମହାନୀରିକ୍ଷକ କାର୍ଯ୍ୟାଳୟ ଦ୍ୱାରା ଜାରୀ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ମହିଳା କର୍ମୀ ଡ୍ୟୁଟି ସମୟରେ…

‘ପାକିସ୍ତାନ ପାଖରେ ଯଦି ପରମାଣୁ ବୋମା ଅଛି, ତେବେ ଆମ ପାଖରେ ନରେନ୍ଦ୍ର ମୋଦି ଅଛନ୍ତି’

ଲକ୍ଷ୍ନୌ: ପାକିସ୍ତାନ ପାଖରେ ଯଦି ପରମାଣୁ ବୋମା ଅଛି ତେବେ ଆମ ପାଖରେ ନରେନ୍ଦ୍ର ମୋଦି ଅଛନ୍ତି । ଏପରି କହି କଂଗ୍ରେସ ନେତା ମଣି ଶଙ୍କର ଆୟରଙ୍କ ଉପରେ ବର୍ଷିଛନ୍ତି ଭାରତୀୟ ଜନତା ଯୁବ ମୋର୍ଚ୍ଚା ସାଂସଦ ତେଜସ୍ୱୀ ସୂର୍ଯ୍ୟା । ଲୋକସଭା ନିର୍ବାଚନର ପ୍ରଚାର ପାଇଁ ଉତ୍ତରପ୍ରଦେଶରେ…

ଉଜୁଡି ଗଲା ସୁନାର ସଂସାର, ପରିବାରର ୫ ଜଣଙ୍କୁ ହତ୍ୟା କରିବା ପରେ ଜୀବନ ହାରିଲେ ଯୁବକ

ଲକ୍ଷ୍ନୌ: ବିଭତ୍ସ ଏବଂ ଲୋମଟାଙ୍କୁରା ହତ୍ୟାକାଣ୍ଡ । ନିଜ ହାତରେ ଉଜାଡିଲା ନିଜର ସୁନାର ସଂସାର । ପରିବାରର ୫ ଜଣଙ୍କୁ ହତ୍ୟାକଲା ପରେ ନିଜେ ନିଜକୁ ଶେଷ କରିଦେଲା ଯୁବକ । ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲାର ରାମପୁର ମଥୁରା ଅଞ୍ଚଳରେ ଜଣେ ମଦ୍ୟପ ଯୁବକ ତାଙ୍କ ମା', ପତ୍ନୀ ଏବଂ ୩ ଛୁଆକୁ ହତ୍ୟା…

ଓଲଟିଲା ଟାଟା ଏସି, ରାସ୍ତାରୁ ମିଳିଲା ବିଡା ବିଡା ନୋଟ୍

ବିଶାଖାପାଟନମ୍: ଆନ୍ଧ୍ରପ୍ରେଦଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଦୁର୍ଘଟଣାଗ୍ରସ୍ତ ଗାଡିରୁ ମିଳିଛି ବିଡା ବିଡା ନୋଟ୍ ଭର୍ତ୍ତି ପେଟି । ଯାହାକୁ ଦେଖିବା ପରେ ସନ୍ଦେହ ଘେରକୁ ଆସିଛି ଏହି ଘଟଣା । ଏବେ ନିର୍ବାଚନ ସମୟ ଚାଲିଥିବାବେଳେ, ଏତେ ପରିମାଣର ଟଙ୍କା କେଉଁଆଡି ଯାଉଥିଲା ସେନେଇ ପୋଲିସ…

ଅବସର ନେବେ ମୋଦୀ, ବିଦା ହେବେ ଯୋଗୀ, ପ୍ରଧାନମନ୍ତ୍ରୀ ହେବେ ଅମିତ ଶାହା: ଜେଲରୁ ବାହାରି ଭବିଷ୍ୟବାଣୀ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ୫୦ ଦିନ ପରେ ତିହାର ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ପରେ ବାହାରକୁ ଆସିଛନ୍ତି କେଜ୍ରିୱାଲ। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ସର୍ଭମୂଳକ ଜାମିନ୍ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।…

ବ୍ରିଜ ଭୂଷଣଙ୍କୁ ଦଳରୁ ବହିଷ୍କାର କରୁ ବିଜେପି, ତାଙ୍କ ପୁଅର ଟିକେଟ୍ ମଧ୍ୟ କାଟିବା ଉଚିତ୍: ଜୟରାମ ରମେଶ

ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ କଂଗ୍ରେସ ଏବେ ବିଜେପିକୁ ଟାର୍ଗେଟ କରି…

୧୫ ସେକେଣ୍ଡ ବିବାଦ: ନବନୀତ ରାଣା କହିଲେ, ମୁଁ ହାଇଦ୍ରାବାଦ ଆସୁଛି..

ହାଇଦ୍ରାବାଦ: ସାରା ଦେଶରେ ଏବେ ଗଣତନ୍ତ୍ରର ମହାପର୍ବ ଚାଲିଛି । ଏହା ମଧ୍ୟରେ ରାଜନୈତିକ ଦଳର ପରସ୍ପର ବିରୋଧରେ ବୟାନବାଜି ମତଦାତାଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ବିଜେପିର ନବନୀତ ରବି ରାଣା ୧୫ ସେକେଣ୍ଡ ବୟାନବାଜି ନେଇ ଆଜି ଏଆଇଏମଆଇଏମକେ ଅଧ୍ୟକ୍ଷ ଅସବୁଦ୍ଦିନ ଓୱେସୀଙ୍କୁ ଚ୍ୟାଲେଞ୍ଜ…

ଛତିଶଗଡ଼ ଏନକାଉଣ୍ଟର: ୧୨ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପ୍ରଥମେ ୮ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ…

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଇସ୍ରୋ, ତରଳ ରକେଟ୍ ଇଞ୍ଜିନ୍ ପରୀକ୍ଷା ସଫଳ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଏଡିଟିଭ୍ ଉତ୍ପାଦନ (ଏମ୍) ଟେକ୍ନୋଲୋଜି ସାହାଯ୍ୟରେ ଇସ୍ରୋ ସଫଳତାର ସହିତ ତରଳ ରକେଟ୍ ଇଞ୍ଜିନ୍ (liquid rocket engine) ପରୀକ୍ଷା କରିଛି। ଇଞ୍ଜିନକୁ ୬୬୫ ସେକେଣ୍ଡର ଉତ୍ତପ୍ତ ପରୀକ୍ଷଣ କରିବାକୁ…