Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହରିୟାଣାରେ ବିଜେପି ଶକ୍ତ ଝଟକା, ଇସ୍ତଫା ଦେଲେ ବରିଷ୍ଠ ନେତା ସୁରଜ ପାଲ ଅମ୍ମୁ

ଚଣ୍ଡିଗଡ: ହରିୟାଣାରେ ବିଜେପି କୁ ଆଉ ଏକ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ରାଜପୁତ ସମ୍ପ୍ରଦାୟର ବଡ ନେତା ସୁରଜ ପାଲ ଅମ୍ମୁ । ଅମ୍ମୁ ତାଙ୍କର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । ଏଥିରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜପୁତ…

୫୬.୪ ପ୍ରତିଶତ ରୋଗର କାରଣ ହେଉଛି ଅନହେଲଦି ଡାଏଟ

ନୂଆଦିଲ୍ଲୀ: ଅନହେଲଦି ଡାଏଟ ବା ଅସ୍ବାସ୍ଥ୍ୟକର ଖାଦ୍ୟ ଦେଶର ୫୬.୪ ପ୍ରତିଶତ ରୋଗର କାରଣ । ଏନେଇ ଆଇସିଏମଆର ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି । ଆଇସିଏମଆର ଦ୍ଵାରା ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ଏବଂ ମେଦବହୁଳତା ଏବଂ…

ଚେକିଂ ବେଳେ ଜବତ ହେଲା ୮ କୋଟି

ଗରିକାପାଦୁ: ଆନ୍ଧ୍ରପ୍ରଦେଶର ଏକ ଚେକ୍ ପୋଷ୍ଟରୁ ଜବତ ହେଲା ନଗଦ ୮ କୋଟି ଟଙ୍କା । ଗରିକାପାଦୁ ଚେକ୍ ପୋଷ୍ଟରେ ପାଇପ୍ ଲୋଡ୍ ହୋଇ ଯାଉଥିବା ଟ୍ରକରେ ଚେକିଂ ବେଳେ ଏନଟିଆର ଜିଲ୍ଲା ପୁଲିସ ବିଡ଼ା ବିଡ଼ା ଟଙ୍କା ବଣ୍ଡଲ ଜବତ କରିଛି । ଟ୍ରକରେ ସ୍ୱତନ୍ତ୍ର କ୍ୟାବିନରେ ଟଙ୍କା ଭର୍ତ୍ତି କରି…

ମୁହଁ ଖୋଲିଲେ ଆକାଶ ଆନନ୍ଦ, କହିଲେ ‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏସବୁ…

ପୁଞ୍ଚ୍ ଆତଙ୍କୀ ହମଲା; ସାମ୍ନାକୁ ଆସିଲା ୩ ଆତଙ୍କବାଦୀଙ୍କ ଫଟୋ ଓ ପରିଚୟ

ନୂଆଦିଲ୍ଲୀ: ଗତ ଶନିବାର ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ପୁଞ୍ଚରେ ଏକ ଭାରତୀୟ ବାୟୁସେନାର କାଫିଲା ଉପରେ ଆକ୍ରମଣ କରିଥିଲେ । ଏଥିରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବାବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଆତଙ୍କବାଦୀଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ୩ ଜଣଙ୍କ ଫଟୋ ଏବଂ…

ସତ କୁହନ୍ତି ବୋଲି ଅସୁବିଧାର ସାମ୍ନା କରନ୍ତି ରାହୁଲ- ପ୍ରିୟଙ୍କା

ରାଏବରେଲି: ‘ଦେଶରେ କେବଳ ଜଣେ ନେତା ଅଛନ୍ତି, ଯିଏ ସଠିକ କଥା କୁହନ୍ତି  । ସେ ହେଉଛନ୍ତି ମୋର ଭାଇ ରାହୁଲ ଗାନ୍ଧୀ । ସଠିକ କଥା କହିବାରୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି ।’  କିଛି ଏପରି କହି ରାହୁଲଙ୍କୁ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭଉଣୀ ପ୍ରିୟଙ୍କା ଭଦ୍ରା ଗାନ୍ଧୀ ।…

ଛୁଟିରେ ଯିବା ପଡିଲା ମହଙ୍ଗା: ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍

ନୂଆଦିଲ୍ଲୀ:  ଛୁଟିରେ ଯିବା ପଡିଲା ମହଙ୍ଗା । ଆକ୍ସନ ମୁଡକୁ ଆସିଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ଅସୁସ୍ଥତା ଦର୍ଶାଇ  ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ଏଥିସହ ଏହି ବିବାଦର ସମାଧାନ ପାଇଁ ତୁରନ୍ତ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ଅନ୍ୟ…

ବିବାହିତ ମୁସଲିମ ବ୍ୟକ୍ତି’ଲିଭ୍-ଇନ୍ ରିଲେଶନ’ରେ ରହିବାକୁ ଦାବି କରିପାରିବେ ନାହିଁ: କୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି ଯେ, କୌଣସି ମୁସଲମାନ ବ୍ୟକ୍ତିଙ୍କର ପତ୍ନୀ ଥିବା ସତ୍ତ୍ଵେ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ 'ଲିଭ୍-ଇନ୍' ସମ୍ପର୍କରେ ରହିବାର ଅଧିକାର ଦାବି କରିପାରିବେ ନାହିଁ। ଇସଲାମ ଏଭଳି ସମ୍ପର୍କକୁ…

ଅମ୍ବାନୀ-ଆଦାନୀ ପ୍ରସଙ୍ଗ: ମୋଦୀଙ୍କ ଅଭିଯୋଗର ଜବାବ ଦେଲେ ରାହୁଲ

ହାଇଦ୍ରାବାଦ: ଅମ୍ବାନୀ-ଆଦାନିଙ୍କ ସହ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ଭିଡିଓ ବାର୍ତ୍ତାରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ନମସ୍କାର ମୋଦିଜୀ, ଆପଣ ଭୟଭୀତ କି? ସାଧାରଣତଃ ଆପଣ ବନ୍ଦ କବାଟ ପଛରେ ଅମ୍ବାନୀ,…

ଲୋକସଭାରେ ବୃଦ୍ଧି ପାଉଛି ବୟୋଜ୍ୟେଷ୍ଠ ସାଂସଦଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଏବେ ନିର୍ବାଚନ ହେଉଛି । ଗଣତନ୍ତ୍ରର ଏହି ମହାକୁମ୍ଭରେ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ସ୍ୱାଧୀନ ହେବା ପରଠାରୁ ଦେଶରେ ସାଂସଦଙ୍କ ଆଭରେଜ ବୟସ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ମୁତାବକ ୧୭ତମ ଲୋକସଭାରେ ସାଂସଦଙ୍କ ଆଭରେଜ ବୟସ ୫୫.୫ ରହିଛି…