Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁସଲମାନ ସମ୍ପ୍ରଦାୟକୁ କେବଳ ଏକ ଭୋଟ୍ ବ୍ୟାଙ୍କ ଭାବରେ ଦେଖନ୍ତି କଂଗ୍ରେସ: ରାଜନାଥ ସିଂ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ାଇଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ । ଏହି ପ୍ରଶଂସା ପରେ ବିଜେପି କ୍ରମାଗତ ଭାବେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଛି । ଏହି ପ୍ରସଙ୍ଗରେ…

ପିଆଜ ରପ୍ତାନୀ ଉପରୁ ହଟିଲା ବ୍ୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଜାରି ମତଦାନ ଭିତରେ କେନ୍ଦ୍ର ସରକାର ପିଆଜକୁ ନେଇ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ପିଆଜ ରପ୍ତାନୀ ଉପରେ ସରକାର କଟକଣା ଜାରି କରିଥିବାବେଳେ ବର୍ତ୍ତମାନ ଏହି କଟକଣା ପ୍ରତ୍ୟାହର କରାଯାଇଛି। ମାତ୍ର ପିଆଜ ରପ୍ତାନୀ ଉପରେ ଶୁଳ୍କ ଲାଗୁ…

ନୁହୁ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଚଣ୍ଡିଗଡ: ନୁହୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏଥିସହ କୋର୍ଟ ଦୋଷୀଙ୍କ ଉପରେ ୮ ଲକ୍ଷ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଦଣ୍ଡାଦେଶ ପାଇଥିବା ସେହି ୪ ଅଭିଯୁକ୍ତ ହେଉଛନ୍ତି ହେମନ୍ତ…

ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ- କେ. ଏଲ ଶର୍ମା

ଆମେଠି: ଆମେଠିରୁ କଂଗ୍ରେସ ପ୍ରାର୍ଥୀ ଭାବେ ଦଳ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି । ତେବେ ଟିକେଟ୍‌ ମିଳିବା ପରେ ତାଙ୍କର ଏକ ବୟାନ ସାମ୍ନକୁ ଆସିଛି । ଯେଉଁଥିରେ ସେ କହିଛନ୍ତି, ମୁଁ ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ। ସେ ଆହୁରି କହିଛନ୍ତି,…

ଜେପି ନଡ୍ଡାଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ, ପଛୁଆ ବର୍ଗର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବିଜେପି

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଏବଂ ରାଜ୍ୟ ୟୁନିଟ୍ ମୁଖ୍ୟ ବିଇ ବିଜୟେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଛି। ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟର…

ସଙ୍ଗୀତ ପ୍ରେମୀଙ୍କ ପାଇଁ ୟୁଟ୍ୟୁବ୍ ଲଞ୍ଚ କଲା ‘ହମ୍ ଟୁ ସର୍ଚ୍ଚ’ ଫିଚର, ଗୁଣୁଗୁଣୁ ଗୀତ ଗାଇ କରିପାରିବେ…

ନୂଆଦିଲ୍ଲୀ: ଯଦି ଆମେ ଏକ ଗୀତର ଲିରିକ୍ସ ଭୁଲିଯାଉ, ତେବେ ଆମେ ଏହାକୁ ଖୋଜିବା ପାଇଁ ଆମେ ବହୁତ ମନେ ପକେଇବାକୁ ଚେଷ୍ଟା କରୁ, କିନ୍ତୁ ସମାନ ସମୟରେ ଗୀତଟି ମନେ ପଡ଼େ ନାହିଁ ଏବଂ ଏହାକୁ ଆମେ ଖୋଜିବାରେ ଅସମର୍ଥ। ଏପରି ପରିସ୍ଥିତିରେ, ଯଦିଓ ଆପଣ ଗୀତର ମଧ୍ୟମ ଧାଡି ମନେ ରଖିଛନ୍ତି, ଆପଣ…

ନିଜ ଦଳର ନେତାଙ୍କୁ ଗୁଣ୍ଡା କହିଲେ କଙ୍ଗନା, ଭିଡିଓ ଭାଇରାଲ

ମଣ୍ଡି: ନିଜର କଥା କହିବା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ ନାୟିକା କଙ୍ଗନା ରାଣାଓ୍ବତ । ରାଜନୀତିକୁ ଆସିବା ପୂର୍ବରୁ ମଧ୍ୟ ସେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜର ବୟାନ ବାଜି କରିଆସିଛନ୍ତି । ଏବେ ବିଜେପି ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଲୋକସଭା ଆସନ ପାଇଁ ଟିକେଟ…

ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି

ନୂଆଦିଲ୍ଲୀ: ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି। ପ୍ରବଳ ବର୍ଷା ଯୋଗୁ ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହି ବନ୍ୟାରେ ଏପର୍ଯ୍ୟନ୍ତ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିରେ  ୭୦ ଜଣ ନିଖୋଜ…

ବ୍ରିଟିଶ ନାଗରିକ ଆକ୍ଷେପ କରି ରାହୁଲଙ୍କ ନାମାଙ୍କନ ପତ୍ର ରଦ୍ଦ ଦାବି

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବା ପାଇଁ ଉତ୍ତରପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କିନ୍ତୁ ଏବେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜଣେ ପ୍ରାର୍ଥୀ। ରାହୁଲଙ୍କ ପ୍ରାର୍ଥୀପତ୍ର ଖାରଜ କରିବାକୁ ଦାବି କରି ସେ ରିଟର୍ନିଂ ଅଫିସରଙ୍କ ନିକଟରେ…

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ; ରାମଲଲାଙ୍କୁ କରିବେ ଦର୍ଶନ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ ମୋଦୀ । ରବିବାର ଅପରାହ୍ଣରେ ସପା(ସମାଜବାଦୀ ପାର୍ଟି)ର ଗଡ ଇଟାଓ୍ବାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ସିତାପୁରରେ ଏକ ରାଲିକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ସିତାପୁରର କାର୍ଯ୍ୟକ୍ରମ ପରେ ବିମାନ…