Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଲେ ଆଇଏମଡି ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ସତର୍କ କରାଇ ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ନିର୍ବାଚନ ଭଳି ବଡ଼ ଧରଣର କାର୍ଯ୍ୟକ୍ରମର ଯୋଜନା କରିବା ସମୟରେ ପାଣିପାଗ ଓ…

ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, କହିଲେ ରାଜନୀତିରୁ ବ୍ରେକ ନିଅନ୍ତୁ

ନୂଆଦିଲ୍ଲୀ: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ସେ ଦାବି କରିଛନ୍ତି କି ବିଜେପି ଦକ୍ଷିଣ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଓ ଅଧିକ ଆସନରେ ବିଜୟୀ…

ଏଠାରେ ଛେଳି ଧର, ମାଗଣାରେ ଘରକୁ ନିଅ

ରୋମ: ଇଟାଲୀରେ ଏକ ଦ୍ୱୀପରେ ଛେଳିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ଚିନ୍ତାରେ ପଡିଯାଇଛି । ଏଲିକୁଡି ଦ୍ୱୀପକୁ ଆଦର୍ଶ ରୂପ ଦେବା ପାଇଁ ୧୦୦ ଲୋକ ୧୦୦ ଛେଳି ନୀତିରେ ଏହାକୁ ବିକସିତ କରାଯାଇଥିଲା । ମାତ୍ର ଅନୁପାତ ବିଗିଡି ଯାଇଥିଲା । ମଣିଷଙ୍କ ସଂଖ୍ୟା ବିଶେଷ ବୃଦ୍ଧି ପାଇ ନ ଥିବା…

୮୦ ବର୍ଷ ପରେ ପ୍ରଥମ ଓ ଶେଷ ଥର ପାଇଁ ଧୂମଧାମରେ ଜନ୍ମଦିନ ପାଳିଲେ

ଖରଗୋନ: ମଧ୍ୟପ୍ରଦେଶର ଖରଗୋନରେ ଜଣେ ୮୦ ବର୍ଷୀୟ ବୃଦ୍ଧ ବନ୍ଧୁମାନଙ୍କ କଥା ରଖି ପ୍ରଥମ ଥର ପାଇଁ ଧୂମଧାମରେ ଜନ୍ମଦିନ ପାଳିଥିଲେ । କେକ କାଟିଲେ, ନାଚିଲେ ଆଉ ଗାଇଲେ । ତେବେ ଏହା ତାଙ୍କର ଶେଷ ଜନ୍ମ ଦିନ ହେବ ବୋଲି କେହି କେବେ ଭାବି ନ ଥିଲେ । ମଉଜ ମଜଲିସ କରିବା ପରେ ରାତି ୩ଟା ବେଳେ ସେ…

ମିଳିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାଣାସୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚୁନର କାର ଚୋରି ହୋଇଥିବା ବେଳେ ଆଜି ସେହି କାରକୁ ଉଦ୍ଧାର କରିଛି ପୋଲିସ । ଗତ ୧୫ ଦିନ ହେବ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଏକ ଫର୍ଚୁନ କାର୍‌ ଚୋରି ହୋଇଯାଇଥିଲା । ଚୋରି ପରେ…

ବିଜେପି ପ୍ରାର୍ଥୀ କଙ୍ଗନା ରଣାଓ୍ବତଙ୍କ ବିରୋଧରେ କଂଗ୍ରେସ ଆଣିଲା ସଂଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ମାନେ ଖୁବ୍ ତତ୍ପର ହେଉଛନ୍ତି । ଠିକ୍ ଏହି ସମୟରେ ବଲିଉଡ କୁଇନ କଙ୍ଗନା ରଣାଓ୍ବତଙ୍କୁ ମଇଦାନରେ ଦେଖିବାକୁ ମିଳୁଛି । ବିଜେପି ଦଳ ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଟିକେଟ୍‌ ଦେଇଛି । କଙ୍ଗନା ରଣାଓ୍ବତ…

ନୱାଡାରେ ଗର୍ଜିଲେ ମୋଦୀ, କହିଲେ ଦେଶରୁ ଗରିବ ଦୂରିକରଣ କରିବା ମୋଦୀର ଗୋଟିଏ ମିଶନ

ପାଟନା: ରବିବାର ପ୍ରଧାନମନ୍ତ୍ରୀ ବିହାରର ନୱାଡା ଜିଲ୍ଲାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରଜେଡି, କଂଗ୍ରେସ ସମେତ ସମଗ୍ର ମହାସଂଘ ଉପରେ ଆକ୍ରମଣ କରିଛନ୍ତି। ଏହାସହ ସେ ବିଜେପି ପ୍ରାର୍ଥୀ ବିବେକ…

ଡାକ୍ତରୀ ଛାତ୍ର ସିଦ୍ଧାର୍ଥ ଆତ୍ମହତ୍ୟା ମାମଲା, ସିବିଆଇ କହିଲା ମୃତ୍ୟୁ ପୂର୍ବରୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା…

ଥିରୁଅନନ୍ତପୁରମ୍: କେରଳର ବାୟନାଡ ଜିଲ୍ଲାର ଏକ କଲେଜ ହଷ୍ଟେଲରେ ୨୦ ବର୍ଷୀୟ ପ୍ରାଣୀ ଡାକ୍ତର ଛାତ୍ରର ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ନେଇଛି । ଗତ ଫେବୃଆରୀ ୧୮ ରେ ହଷ୍ଟେଲର ବାଥରୁମ ଭିତରୁ ସିଦ୍ଧାର୍ଥ ଜେଏସ ନମକ ଏକ ଛାତ୍ରଙ୍କର ମୃତଦେହ ମିଳିଥିଲା। ସିଦ୍ଧାର୍ଥଙ୍କୁ…

ଭାରତୀୟ ରାଜନୀତିର ‘ଶ୍ରେଷ୍ଠ ଫିନିସର୍’ ହେଉଛନ୍ତି ରାହୁଲ ଗାନ୍ଧୀ: ରାଜନାଥ ସିଂ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛି। ଏହା ଅଧୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ସିଙ୍ଗରୌଲୀ ଏବଂ ସିଦ୍ଧୀରେ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ତେବେ ଏହି ସମ୍ବୋଧିତ ସଭାରେ କଂଗ୍ରେସ ନେତା…

ଅପ୍ରେଲ ୮ ତାରିଖରେ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ପୂର୍ଣ୍ଣ ସୂର୍ଯ୍ୟପରାଗ ,ଏହାକୁ ନେଇଁ କ’ଣ କହିଲେ…

ଭୁବନେଶ୍ୱର: ଅପ୍ରେଲ ୮ ତାରିଖରେ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ପୂର୍ଣ୍ଣ ସୂର୍ଯ୍ୟପରାଗ । ଦିନରେ ଘୋଟିଯିବ ଅନ୍ଧକାର । ସୂର୍ଯ୍ୟପରାଗ କେଉଁ କେଉଁ ଦେଶରେ ଦୃଶ୍ୟମାନ ହେବ ଏବଂ ଏହା ହେବାର କାରଣ କଣ ହୋଇଥାଏ ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ମତ ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା…