Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୪ତମ ପାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କିଏ କିଏ ଅଛନ୍ତି ଏହି ତାଲିକାରେ..

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ୧୪ତମ ପାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦ୍ରା ନଗର ହାବେଳୀର ୬ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ୱାଲିଅର ଆସନରୁ ପ୍ରବୀଣ ପାଠକ, ମୁରୈନାରୁ ସତ୍ୟପାଲ ସିଂ…

ଚାଇଲ୍ଡ ଟ୍ରାଫିକିଂ ମାମଲାରେ ସିବିଆଇର ଚଢାଉ, ୮ ଶିଶୁ ଉଦ୍ଧାର

ଭୁବନେଶ୍ଵର: ଶିଶୁ ଚାଲାଣ ମାମଲାରେ ରାଜଧାନୀ ଦିଲ୍ଲୀ ଏନସିଆରରେ ଜାରି ରହିଛି ସିବିଆଇ ଚଢାଉ । ଏହି ସମୟ ମଧ୍ୟରେ, ସିବିଆଇ ୭-୮ ପିଲାଙ୍କୁ ଉଦ୍ଧାର କରଛି। ଏହି ଅପରାଧରେ ସହିତ ଜଡିତ କିଛିଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛି ଅନୁସନ୍ଧାନକାରୀ ସଂସ୍ଥା । ଶିଶୁ ଚାଲାଣ ମାମଲାରେ ଏମାନଙ୍କୁ ପଚରାଉଚରା…

ଜେଲ୍‌ ରୁ ବାହାରିବା ଆଶା ମଉଳିଲା, ଆସନ୍ତା ୧୮ ଯାଏଁ ନ୍ୟାୟିକ ହେପାଜତରେ ରହିବେ ମନିଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜିବି ନିରାଶ ହେଲେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ତାଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଆସନ୍ତା ୧୮ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ…

ବିଜେପି@୪୪: ଦେଶର ସବୁଠାରୁ ଲୋକପ୍ରିୟ ଦଳ ବିଜେପି

ନୂଆଦିଲ୍ଲୀ: ଆଜି ବିଜେପି ପ୍ରତିଷ୍ଠା ଦିବସ । ୪୪ ବର୍ଷରେ ପାଦ ରଖିଲା ବିଜେପି । ଦେଶ ସାରା ସମସ୍ତ ବିଜେପି କର୍ମୀ ଆଜି ଅତି ଉତ୍ସାହର ସହ ବିଜେପି ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟୀ(ବିଜେପି) ଦଳ ପ୍ରତିଷ୍ଠା କରାଯାଇଥିଲା । ଆଜି…

ରାମେଶ୍ବରମ କାଫେ ବିସ୍ଫୋରଣ: ବିଜେପି କର୍ମୀକୁ ଉଠାଇ ନେଲା ତଦନ୍ତକାରୀ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ଅନ୍ୟ ଏକ ଅଭିଯୁକ୍ତକୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି । ଅନ୍ୟପଟେ ଏନେଇ କଂଗ୍ରେସ ଦାବୀ କରିଛି ଯେ ତଦନ୍ତକାରୀ ସଂସ୍ଥା ଯାହାକୁ ଚିହ୍ନଟ କରିଛି ସେ ବିଜେପି କର୍ମୀ । ପଚରାଉଚରା କରିବା ପାଇଁ ଏନଆଇଏ ଅଭିଯୁକ୍ତକୁ ନିଜ…

ଛତିଶଗଡରେ ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ବିଜାପୁର: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ସୁରକ୍ଷାକର୍ମୀ । ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ଆଜି ପୁଣି ଥରେ ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଟଳିଛନ୍ତି ୩ ମାଓବାଦୀ । ସୂଚନା…

‘ପିଓକେ ଭାରତର ଥିଲା ରହିବ, ଦେଶର ଶାନ୍ତିରେ ବାଧା ଦେଲେ ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ’

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ ଆତଙ୍କବାଦୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ଆତଙ୍କବାଦୀ ଭାରତର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କ…

ସୂର୍ଯ୍ୟ କିରଣକୁ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଖୋଜୁଛନ୍ତି ଉପାୟ

ନ୍ୟୁୟର୍କ: ଦିନକୁ ଦିନ ପୃଥିବୀ ଉତପ୍ତ ହେବାରେ ଲାଗିଛି । ଏହାକୁ ଅସ୍ଥାୟୀ ରୂପରେ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଉପାୟ ଖୋଜିବା ଆରମ୍ଭ କରିଛନ୍ତି । ଏବେ ସୂର୍ଯ୍ୟଙ୍କ କିରଣକୁ କିପରି ପୂନର୍ବାର ମହାକାଶକୁ ପଠାଇ ଯାଇପାରିବ ସେ ନେଇ ବୈଜ୍ଞାନିକମାନେ ପରୀକ୍ଷଣ ଆରମ୍ଭ କରି ଦେଇଛନ୍ତି ।…

ନେତାଜୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କହିଲେ କଙ୍ଗନା, ଟ୍ରୋଲ ପରେ ଇନଷ୍ଟାରେ ଦେଲେ ଜବାବ

ନୂଆଦିଲ୍ଲୀ: ନିକଟରେ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ତଥା ବିଜେପିର ସାଂସଦ ପ୍ରାର୍ଥୀ କଙ୍ଗନା ରାଣାୱତ ଟାଇମ୍ସ ନାଓ ସମ୍ମିଳନୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ମନ୍ତବ୍ୟ ଦେଇ ଟ୍ରୋଲର ଶିକାର ହୋଇଛନ୍ତି। ସେ ନେତାଜୀଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି…

କଙ୍କଡ଼ା ଦେଖାଇ ଷ୍ଟଣ୍ଟ କରି ଫସିଲେ ରୋହିତ ପାଓ୍ବାର, ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ

ମୁମ୍ବାଇ: ଏନସିପି (ଶରଦ ପାୱାର) ଗୋଷ୍ଠୀର ନେତା ରୋହିତ ପାୱାର ନିକଟରେ ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଜୀବନ୍ତ କଙ୍କଡ଼ା ଆଣିଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଦଳର ଦୁର୍ନୀତି ବିରୋଧରେ କହିବା ବେଳେ ସେ କଙ୍କଡ଼ାକୁ ଏକ ଚିହ୍ନ ଭାବେ ଦେଖାଇ ଉଦାହରଣ ଦେଇଥିଲେ।…