Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଚାର ବେଳେ ବୃଦ୍ଧାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଦେଶରେ ଲୋକୋସଭା ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ନିର୍ବାଚନୀ ମାହୋଲ । ବିଭିନ୍ନ ରାଜନୈତିକ ଦଳ ତରଫରୁ ସବୁଠି ପ୍ରଚାର ପ୍ରସାର ଜୋର ଧରିଛି । ବିଜୟ ନେଇ ସବୁ ନେତା ତଥା ପ୍ରାର୍ଥୀଙ୍କ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟର୍‌ଙ୍କୁ ଭୋଟ୍‌…

ରେଭେନ୍ନା ବାପା-ପୁଅଙ୍କ ଭିଡିଓ ଭାଇରାଲ ପ୍ରସଙ୍ଗ; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଚିଠି

ପୁନେ: କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଶତାଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ମାମଲା ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ। ଏହି ଚିଠିରେ ଏଭଳି ଜଘନ୍ୟ ଅପରାଧର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ସହ…

୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। ମାର୍ଚ୍ଚ ୧ ରୁ ୩୧ ଅବଧି ମଧ୍ୟରେ ୭,୯୫୪,୦୦୦ ହ୍ବାଟସ ଆପ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଥିଲା ଏବଂ ବ୍ୟବହାରକାରୀଙ୍କ କୌଣସି ରିପୋର୍ଟ ପୂର୍ବରୁ ମଧ୍ୟ ୧,୪୩୦,୦୦୦ରୁ…

ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ବଞ୍ଚାଇଲା ୨୦ ପାକିସ୍ତାନୀଙ୍କ ଜୀବନ

ନୂଆଦିଲ୍ଲୀ: ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ କିଛି ଦିନ ଧରି ଆରବ ସାଗରରେ ଲଗାତାର ଭାବରେ ଅନ୍ୟ ଦେଶକୁ ସାହାର୍ଯ୍ୟ କରିବାରେ ଲାଗିଛି ଭାରତୀୟ ନୌସେନା । ଯେକୌଣସି ଜରୁରୀକାଳିନ ସମୟରେ ସେ ଜଳଦସ୍ୟୁଙ୍କ ଠାରୁ ଉଦ୍ଧାର କରିବା ହେଉ କିମ୍ବା ମେଡିକାଲ ସହାୟତାରେ…

୧୪ରେ ବାରଣାସୀରୁ ନାମାଙ୍କନ ଭରିବେ ମୋଦୀ

୧୪ ରେ ବାରାଣସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପୂର୍ବରୁ ଆସନ୍ତା ୧୩ ତାରିଖରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିବେ ମୋଦି ।  ବାରାଣସୀରେ ଲୋକସଭା ଆସନରେ ଜୁନ ୧ ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ…

ଆଉ କିଛି ଚାଲ ବାକି ଅଛି କହିଲେ ଜୟରାମ

ନୂଆଦିଲ୍ଲୀ: ଅମେଠୀ ଓ ରାୟବରେଲୀ ଦୁଇ ପ୍ରୋଫାଇଲ ସିଟ ଉପରୁ ଉଠିଛି ସସ୍ପେନ୍ସ । ଅମେଠୀରୁ କେଏଲ ଶର୍ମା ଓ ରାୟବରେଲୀରୁ ରାହୁଲ ଗାନ୍ଧୀ କଂଗ୍ରେସ ପ୍ରାର୍ଥୀ ହେବେ । ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଟିକେଟ ନ ନେଇ ପୂନର୍ବାର କଂଗ୍ରେସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ପାର୍ଟିର…

ଚେସ ଖେଳାଳି କାସ୍ପାରୋଭ କହିଲେ ରାହୁଲ ଗାନ୍ଧୀଙ୍କ ସହ କେବଳ ମଜା କରିଥିଲି

ମସ୍କୋ:ରୁଷର ମହାନ ଚେସ ଖେଳାଳି ଗ୍ୟାରୀ କାସ୍ପାରୋଭ ନିକଟରେ ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ । ଏହା ଖୁବ ଶୀଘ୍ର ଭାଇରାଲ ହୋଇ ଯାଇଥିଲା । ଏବେ କାସ୍ପାରୋଭ ଏହି ପୋଷ୍ଟ କେବଳ ମଜା ପାଇଁ ଶେୟାର କରିଥିଲି । ଆଶା କରୁଛି ଆପଣମାନେ ଏହାକୁ ସେହି…

କେଉଁଠି ତାତି ତ କେଉଁଠି ବନ୍ୟା..

ନୂଆଦିଲ୍ଲୀ: ପ୍ରକୃତିର କରାଳ ରୂପରେ ଯେ ଖାଲି ଭାରତ ବାସୀ ହିଁ ହନ୍ତସନ୍ତ ହେଉଛନ୍ତି ତାହା ନୁହେଁ, ବରଂ ପୂରା ବିଶ୍ବ ଏହାର ପରିଣାମ ଭୋଗୁଛି । ଆମେରିକା ଠାରୁ ଆରମ୍ଭ କରି ବ୍ରାଜିଲ ପର୍ଯ୍ୟନ୍ତ ସବୁଠି ତାଣ୍ଡବ କରୁଛି ପ୍ରକୃତି । କେଉଁଠି ଅସହ୍ୟ ଗ୍ରୀଷ୍ମ ପ୍ରବାହ ତ ଆଉ କେଉଁଠି ଏମିତି…

ବଢିଲା ଏଲଭିଶ ଯାଦବଙ୍କ ଅଡୁଆ, ମନି ଲଣ୍ଡରିଂ କେସ ରୁଜୁ କଲା ଇଡି

ନୂଆଦିଲ୍ଲୀ: ବଢିଲା ସାପ ବିଷ ମାମଲାରେ ଗିରଫ ହୋଇଥିବା ବିଗବସ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡୁଆ । ତାଙ୍କ ବିରୋଧରେ ଗୌତମ ବୁଦ୍ଧ ନଗର ପୋଲିସ ଦ୍ଵାରା ପଞ୍ଜୀକୃତ ହୋଇଥିବା ସାପ ବିଷ ଯୋଗାଣ ମାମଲାରେ ଇଡି ଟଙ୍କା ହେରଫେର ମାମଲା ରୁଜୁ କରିଛି । ଇଡିର ଜଣେ ଅଧିକାରୀଙ୍କ…

ହରଦୀପ ସିଂ ନିଜ୍ଜର ହତ୍ୟା ମାମଲା: ୩ ଜଣଙ୍କୁ ଗିରଫ କରିଛି କାନାଡା ପୋଲିସ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ତିନି ଭାରତୀୟଙ୍କୁ ଗିରଫ କରିଛି କାନାଡା ପୋଲିସ । ଏହାସହିତ ତିନି ଅଭିଯୁକ୍ତଙ୍କ ଫଟୋ ଶେୟାର କରିଛି କାନାଡା ପୋଲିସ। ଗିରଫ ଅଭିଯୁକ୍ତ ମାନଙ୍କର ଭାରତ ସରକାରଙ୍କ ସହ କୌଣସି ସମ୍ବନ୍ଧ ଅଛି କି ନାହିଁ ସେନେଇ…