Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁମ୍ବାଇ ହୁକା ବାର ମାମଲା: ବିଗ ବସ୍ ବିଜେତା ମୁନାୱାର ଫାରୁକି ଅଟକ

ମୁମ୍ବାଇ: ପୁଣି ବିବାଦରେ 'ବିଗ୍ ବସ୍' ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର୍ ଫାରୁକି । ମୁମ୍ବାଇ ହୁକା ବାର୍ ମାମଲାରେ ମୁନାୱାର ଫାରୁକିଙ୍କୁ ଅଟକ ରଖିଛି ପୋଲିସ । ଏହି ମାମଲାରେ ମୁନାୱରଙ୍କୁ ମିଶାଇ ମୋଟ ୧୪ ଜଣଙ୍କୁ ପୋଲିସ ହେପାଜତରେ ପଚରାଉଚରା କରାଯାଇଥିଲା। ପଚରାଉଚରା…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ । ଡିଆରଜି, ସିଆରପିଏଫ ୨୨୯ ଓ କୋବ୍ରା ବାହିନୀର ମିଳିତ ଅପରେସନ ବେଳେ ମୁହାଁ ମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ । ସୂଚନା ଅନୁସାରେ, ଗତକାଲି…

ଇତିହାସ ରଚିବ ସାଉଦି ଆରବ, ପ୍ରଥମ ଥର ମିସ୍ ୟୁନିଭର୍ସରେ ଭାଗ ନେବ

ରିୟାଦ: ପ୍ରଥମ ଥର ପାଇଁ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବ ସାଉଦି ଆରବ । ୨୦୨୪ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ପାଇଁ ସାଉଦି ଆରବ ତା’ର ପ୍ରତିଯୋଗୀଙ୍କୁ ପଠାଇବ । ଏପରି କରିବାରେ ସାଉଦି ଆରବ ପ୍ରଥମ ମୁସଲିମ ଦେଶ ହୋଇଛି । ଏହା ସାଉଦି ଆରବ ପାଇଁ ଏକ ଐତିହାସିକ ପଦକ୍ଷେପ ଅଟେ ।…

ଲୋକସଭା ନିର୍ବାଚନ ୨୦୨୪; ପ୍ରଥମ ପାର୍ଥୀ ତାଲିକା ଘୋଷଣା କଲା ଶିବସେନା-ୟୁବିଟି

ମୁମ୍ବାଇ: ଘୋଷଣା ସରିଛି ନିର୍ବାଚନ ତାରିଖ । ଏବେ ସବୁ ଦଳ ସେମାନଙ୍କର ପାର୍ଥୀ ତାଲିକା ଘୋଷଣାରେ ବ୍ୟସ୍ତ । ତେବେ ଆଗାମି ଲୋକସଭା ନିର୍ବାଚନ ପାଇଁ ଶିବସେନା ଜାରି କରିଛି ତା’ର ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏଥିସହ ପାର୍ଥିଙ୍କୁ ନେଇ…

ବ୍ରିଜ୍ ସହ ଧକ୍କା ହେବା ପରେ ବୁଡିଗଲା ଜାହାଜ, ସମସ୍ତ ୨୨ ଭାରତୀୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ଆମେରିକାର ବାଲ୍ଟିମୋର ହାର୍ବରରେ ଭୟଙ୍କର ଦୁର୍ଘଟଣା । ଗତକାଲି ରାତିରେ ଏକ ଜାହାଜ ଧକ୍କାରେ ଏକ ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି । ବ୍ରିଜ୍ ଉପରେ ଥିବା କିଛି ଯାନବାହନ ଓ ଲୋକେ ନଦୀରେ ଖସିପଡିଥିଲେ । ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି କିଛି…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୫ ଚୀନ୍ ନାଗରିକ ମୃତ

ଇସଲାମାବାଦ: ପାକିସ୍ତାନରେ ବଡ଼ ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ, ଜଣେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା ସମସ୍ତ ଚୀନ ନାଗରିକମାନେ ଇଞ୍ଜିନିୟର ଥିଲେ । ସେମାନେ ପାକିସ୍ତାନରେ ଚାଲୁଥିବା ଏକ ପ୍ରୋଜେକ୍ଟରେ କାମ କରୁଥିଲେ ।…

ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରି ଲେଖିଥିଲେ ଇତିହାସ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନକୁ ନେଇ ଦେଶର ସବୁ ସ୍ଥାନରେ ଏବେ ଆଲୋଚନା ଜୋର ଧରିଛି। ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ସହିତ ରାଜନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି। କେନ୍ଦ୍ରରେ ଶାସକ ବିଜେପି ଲୋକସଭା ନିର୍ବାଚନ ପାଇଁ ଅଧିକାଂଶ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଅନ୍ୟପକ୍ଷରେ…

ଆଇଆଇଟି ମାଦ୍ରାସରୁ ଅଧ୍ୟୟନ କରିଥିବା ପୱନ ଦାବୁଲୁରିଙ୍କୁ ମିଳିଲା ମାଇକ୍ରୋସଫ୍ଟ ୱିଣ୍ଡୋଜର ଦାୟିତ୍ୱ

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସରୁ ଅଧ୍ୟୟନ କରିଥିବା ଛାତ୍ର ପୱନ ଦାବୁଲୁରିଙ୍କୁ ମିଳିଲା ମାଇକ୍ରୋସଫ୍ଟ ୱିଣ୍ଡୋଜର ଦାୟିତ୍ବ। ମାଇକ୍ରୋସଫ୍ଟ ୱିଣ୍ଡୋଜ ଏବଂ ସର୍ଫେସର ନୂଆ ମୁଖ୍ୟ ହେଲେ ପୱନ ଦାବୁଲୁରି । ପାନୋସ ପାନେୟଙ୍କ ପରେ ତାଙ୍କୁ ଏହି ପଦ ମିଳିଛି । ଗତବର୍ଷ ପାନୋସ ପାନେୟ ମାଇକ୍ରୋସଫ୍ଟ…

ଆଇପିଏଲ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଆତ୍ମହତ୍ୟା କଲେ ସ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟୁର୍ଣ୍ଣାମେଣ୍ଟରେ ସ୍ୱାମୀ ବେଟିଂରେ ଏକ କୋଟି ଟଙ୍କା ହାଇଯାଇଥିଲେ। ଏହି ଦୁଃଖ ସହି ନପାରି ୨୩ ବର୍ଷୀୟା ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଘଟିଛି ଏହି ଘଟଣା। ଦମ୍ପତିଙ୍କର…

କଂଗ୍ରେସରେ ରାହୁଲଙ୍କ ଭବିଷ୍ୟତ ଅନ୍ଧକାର, ଅନୁଗାମୀଙ୍କ ଭବିଷ୍ଯତ ଆହୁରି ଅନ୍ଧକାର: ହିମନ୍ତ ଶର୍ମା

ତେଜପୁର: ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭବିଷ୍ୟତ ଅନ୍ଧକାର ଏବଂ ତାଙ୍କ ଅନୁଗାମୀମାନଙ୍କ ଭବିଷ୍ୟତ ଆହୁରି ଅନ୍ଧକାରମୟ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ କଠୋର ସମାଲୋଚକ…