Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନ ଉପରେ କଲା ମିଶାଇଲ ମାଡ

ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ…

ବିବାହ ପରେ ଶାଶୁ ଘରକୁ ନଯାଇ ଭୋଟ ଦେବାକୁ ପହଞ୍ଚିଲେ ନବ ଦମ୍ପତି, ନକ୍ସଲ ପ୍ରଭାବିତ ଅଞ୍ଚଳରୁ ଆସିଲା ଏପରି ଦୃଶ୍ୟ

ଭୋପାଲ: ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠୁ ଆରମ୍ଭ ହୋଇଛି । ଏମପିର ୨୯ଟି ଲୋକସଭା ଆସନରୁ ବାଲାଘାଟ ସଂସଦୀୟ କ୍ଷେତ୍ରରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ବାଲାଘାଟ ସଂସଦୀୟ କ୍ଷେତ୍ରର ସମସ୍ତ ୨୩୨୨ ମତଦାନ କେନ୍ଦ୍ରରେ ଭୋଟିଂ ଆରମ୍ଭ ହୋଇଛି…

ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ, କହିଲେ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ମୂଲ୍ୟବାନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି । ତେବେ ଗଣତନ୍ତ୍ରର ଏହି ମହାନପର୍ବ ଅବସରରେ ଭୋଟ୍ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ…

ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ, ୧୦୨ ଆସନରେ ହେଉଛି ମତଦାନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ । ଏଥିସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି…

ଆପ ବିଧାୟକ ଅମାନତୁଲ୍ଲାହ ଗିରଫ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଜଣଙ୍କ ପରେ ଜଣେ ନେତା ଗିରଫ ହେବାରେ ଲାଗିଛନ୍ତି । ଯାହାକୁ ଦଳର ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଧାୟକ ଅମାନତୁଲ୍ଲାହଙ୍କୁ ଗୁରୁବାର ଇଡି ଗିରଫ କରିଛି । ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବାରୁ ଇଡି ଏହି…

‘କେଜ୍ରିଓ୍ବାଲଙ୍କୁ ମାରିଦେବାକୁ ଷଡଯନ୍ତ୍ର କରୁଛି ବିଜେପି’

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାରି ମଧ୍ୟରେ ରାଉଜ ଆଭେନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଇଡି ଦାବି କରିଛି ଯେ, ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯଦ୍ବାରା ତାଙ୍କ ସୁଗାର…

‘କଙ୍ଗନା ହେଉଛନ୍ତି ବର୍ଷା ଦିନିଆ ବେଙ୍ଗ, ନିର୍ବାଚନ ସରିଲେ ସେ ପୁଣି ମୁମ୍ବାଇ ଫେରିଯିବେ’

ମନାଲି: ହିମାଚଳ ପ୍ରଦେଶର ଚାରିଟି ଆସନ ମଧ୍ୟରୁ ବର୍ତ୍ତମାନ ସମୟରେ ମଣ୍ଡି ଚର୍ଚ୍ଚାରେ ରହିଛି । ଏହା ପଛର କାରଣ ହେଉଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇଛି । କଂଗ୍ରେସ ରାଜ୍ୟ ସଭାପତି ପ୍ରତୀଭା ସିଂ ବର୍ତ୍ତମାନ ଏଠାରୁ ସାଂସଦ ଅଛନ୍ତି ଏବଂ ଏଥର ତାଙ୍କ…

‘ରାହୁଲୟାନ ନା ଲଞ୍ଚ ହୋଇପାରିଛି ନା ହିଁ ଅବତରଣ’

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଚିଛି । ଏପ୍ରିଲ୍ ୧୯ ରେ ଦେଶର ୨୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ । ଏହି ସମୟରେ ରାଜନୈତିକ ଦଳର ନେତାମାନେ ମଧ୍ୟ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି ।…

କୋର୍ଟରେ ଇଡିର ଅଭିଯୋଗ; ଜାମିନ ପାଇଁ ପ୍ରତିଦିନ ଆଳୁ,ପୁରୀ, ମିଠା ଓ ଆମ୍ବ ଖାଉଛନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଗୁରୁବାର ଅଦାଲତରେ କେଜ୍ରିଓ୍ବାଲଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଇଡି ଦାବି କରିଛ ଯେ, ଅରବିନ୍ଦ କେଜ୍ରିୱାଲ ମଧୁମେହ ରୋଗୀ…

ବିଜେପିକୁ ଟାର୍ଗେଟ କଲେ ମମତା, କହିଲେ ରାଜ୍ୟରେ ହିଂସା ଘଟାଇଛି ବିଜେପି

କୋଲକାତା: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ଏବଂ ଅନ୍ୟାନ୍ୟ ସ୍ଥାନରେ ରାମ ନବମୀ ସମୟରେ ଘଟିଥିବା ହିଂସାକୁ ନେଇ ତୃଣମୂଳ କଂଗ୍ରେସ ଏବଂ ବିଜେପି ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ରାଜ୍ୟରେ ହିଂସା ସୃଷ୍ଟି…