Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୬୫ ମିଲିୟନ ଡଲାରରେ ନିର୍ମିତ ରୁଷ ଯୁଦ୍ଧ ଜାହଜକୁ ନଷ୍ଟ କଲା ୟୁକ୍ରେନ ଡ୍ରୋନ

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶ ସହାୟତାରେ ୟୁକ୍ରେନ ଦୀର୍ଘ ଦିନ ହେବ ରୁଷର କଡା ମୁକାବିଲା କରି ଆସୁଛି । ମଙ୍ଗଳବାର ୟୁକ୍ରେନ ଏକ ଶକ୍ତିଶାଳୀ ସାମୁଦ୍ରିକ ଡ୍ରୋନ ବ୍ୟବହାର କରି କୃଷ୍ଣ ସାଗରରେ ରୁଷର ଏକ ଯୁଦ୍ଧ ଜାହଜକୁ…

ମୋଦୀ ଚାହୁଁଛନ୍ତି ଯୁବବର୍ଗ ଜୟ ଶ୍ରୀରାମ ଦିଅନ୍ତୁ, ଭୋକରେ ମରନ୍ତୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋଦୀ ଚାହୁଁଛନ୍ତି ଯେ ଦେଶ 'ଜୟ ଶ୍ରୀରାମ ନାରା ଦେଉ ଏବଂ କିନ୍ତୁ ଭୋକରେ ମରନ୍ତୁ'। ଆଜି ମଧ୍ୟପ୍ରଦେଶର ସାରଙ୍ଗପୁରରୁ ରାହୁଲଙ୍କ ଭାରତ ଯୋଡୋ…

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମମତା ସରକାରର ବେଖାତିର!

କୋଲକାତା: ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କ ହେପାଜତ ସିବିଆଇକୁ ହସ୍ତାନ୍ତର କରିବାକୁ ମନା କରିଦେଇଛନ୍ତି। ଶାହଜାହାନଙ୍କୁ ନିଜ ହେପାଜତକୁ ନେବା ପାଇଁ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟାଳୟ ଭବାନୀ ଭବନରେ ପହଞ୍ଚିଥିଲା…

ଖୋଲୁନି ଫେସବୁକ୍, ଅପଡେଟ୍ ଦେଖଉନି ଇନଷ୍ଟାଗ୍ରାମ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଆଜି ରାତି 9ଟାରୁ ଆପଣଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆକସେସ୍ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ବିଫଳ ହେଉଛନ୍ତି ତେବେ ଆପଣ ଏକା ନୁହଁନ୍ତି। ଲକ୍ଷ ଲକ୍ଷ ଫେସବୁକ ୟୁଜର ଏହି ସମସ୍ୟାର ସାମ୍ନା କରୁଛନ୍ତି। ଏହିପରି ହେବା ସୂଚାଉଛି ଯେ ସୋସିଆଲ ମିଡିଆ ଆପର…

ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ:କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ବସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କ ନାଁରେ ଥିବା ମନି ଲଣ୍ଡରିଂ ମାମଲାକୁ ରଦ୍ଦ କରି ଦେଇଛନ୍ତି। ଠିକ୍ ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି। ୨୦୧୮ରେ ଶିବକୁମାରଙ୍କ ନାଁରେ ମନି…

କୋଭିଡ୍ ସଂକ୍ରମଣ ସମୟରେ ଜନ୍ମିତ ଶିଶୁଙ୍କ ପାଖରେ ରହିଛି ଅଧିକ ପରିମାଣର ଇମ୍ୟୁନିଟି ପାୱାର

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ସମୟରେ ଅନେକ ଲୋକଙ୍କ ଇମ୍ୟୁନିଟି ହ୍ରାସ ପାଇଥିବା ବେଳେ ଏହି ସମୟରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କ ପାଖରେ ରୋଗ ସହ ଲଢିବା ପାଇଁ ଅଧିକ ପରିମାଣର ରୋଗପ୍ରତୋରୋଧକ ଶକ୍ତି ଦେଖିବାକୁ ମିଳିଛି । ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଲକଡାଉନ ସମୟରେ ଜନ୍ମ…

ଭାରତର ଏହି ରାଜ୍ୟର ସମସ୍ତ ଲୋକ ଧନୀ, ଘରେ ଘରେ ଅଛି ମର୍ସିଡିଜ୍

ନୂଆଦିଲ୍ଲୀ: ଭାରତରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ବିବିଧତା ଦୃଶ୍ୟମାନ ହୁଏ | ଦୁନିଆର କୌଣସି ଦେଶରେ ଏପରି ବିବିଧତା ନାହିଁ । ଆମ ଦେଶର ଲୋକମାନେ ରଙ୍ଗ, ରୂପ, ଭାଷା ଆଦି ସବୁଥିରେ ଭିନ୍ନ ଅଟନ୍ତି । ସେହିପରି ଆମ ଦେଶର କିଛି ରାଜ୍ୟ ଗରିବ ଶ୍ରେଣୀରେ ଥିବା ବେଳେ ଅନ୍ୟ କିଛି…

କିଏ ଏହି ଲେଡି ଡନ୍ ଅନୁରାଧା ଚୌଧୁରୀ, ଆନନ୍ଦପାଲଙ୍କ ସହ କ’ଣ ସମ୍ପର୍କ

ନୂଆଦିଲ୍ଲୀ: ବିବାହ କରିବେ ରାଜସ୍ଥାନର କୁଖ୍ୟାତ ଲେଡି ଡନ୍ ଅନୁରାଧା ଚୌଧୁରୀ । ଅନୁରାଧା ହରିୟାଣାର ଗ୍ୟାଙ୍ଗଷ୍ଟାର କାଲା ଜାଥେଡି ଓରଫ ସନ୍ଦୀପଙ୍କୁ ବିବାହ କରିବେ । ଏହି ବିବାହ ପାଇଁ ତାଙ୍କୁ ପାରୋଲ ଅନୁମତି ଦେବାକୁ କାଲା କୋର୍ଟଙ୍କୁ ଅନୁରୋଧ କରିଥିଲେ। ମାର୍ଚ୍ଚ ୧୨ ଏବଂ ୧୩ ରେ କୋର୍ଟ ୬…

ଅଶ୍ଳୀଳ ଭିଡିଓ ଦେଖିବା ଅପରାଧ ! ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ସେୟାର କଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଶ୍ଳୀଳ ବିଷୟବସ୍ତୁ ସେୟାର ହେବା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଶିଶୁ ବିଭାଗର ଡାକ୍ତର ସର୍ଜନ ସଞ୍ଜୟ କୁଲଶ୍ରେଷ୍ଟା କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ପିଟିସନରେ ଦାବି କରାଯାଇଛି ଯେ, କେନ୍ଦ୍ର ସରକାର ଏହା ନିଶ୍ଚିତ କରିବା ଉଚିତ ଯେ…

ଗିରଫ ହେଲେ ରେଷ୍ଟୁରାଣ୍ଟ ମ୍ୟାନେଜର, ମାଉଥ ଫ୍ରେସନର ସହ ଦେଇଥିଲେ ଡ୍ରାଏ ଆଇସ

ଗୁରୁଗ୍ରାମ: ଗୁରୁଗ୍ରାମ ମାଉଥ ଫ୍ରେସନର ମାମଲାରେ ଗିରଫ ହୋଇଛନ୍ତି ରେଷ୍ଟୁରାଣ୍ଟ ମ୍ୟାନେଜର । ଗତକାଲି ରେଷ୍ଟୁରାଣ୍ଟରେ ମାଉଥ ଫ୍ରେସନର ଭାବରେ ଡ୍ରାଏ ଆଇସ ଦେଇଥିବା ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ଗତକାଲି କିଛି ଲୋକ କାଫେରେ ଖାଦ୍ୟ ଖାଇବା ପରେ ମାଉଥ ଫ୍ରେସନର…