Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

କେବଳ ଭାରତ ନୁହଁ, ଏହି ସବୁ ଦେଶରେ ମଧ୍ୟ ଖେଳାଯାଇଥାଏ ହୋଲି…

ନୂଆଦିଲ୍ଲୀ: ହୋଲି ପର୍ବ ହେଉଛି ରଙ୍ଗ ଏବଂ ଆନନ୍ଦ ଉଲ୍ଲାସର ପର୍ବ । ଏହି ପର୍ବ ଜୀବନରେ ରଙ୍ଗୀନ ସୁଖ ସହିତ ଯୋଡିଥାଏ । କେବଳ ଏତିକି ନୁହେଁ, ସମ୍ପର୍କରେ ମଧୁରତା ବଢାଇବାରେ ଏହି ପର୍ବର ମଧ୍ୟ ମହତ୍ବ ରହିଛି । ତେଣୁ, ହୋଲି ପର୍ବକୁ ନେଇ ପ୍ରତ୍ୟେକ ବର୍ଗରେ ସୁଖ ଏବଂ ଉତ୍ସାହ ଅଛି । କିନ୍ତୁ…

କୃଷକ ଆନ୍ଦୋଳନରେ ସାମିଲ ହେଲେ ବଲିଉଡ ଅଭିନେତା ନାନା ପାଟେକର, କହିଲେ ଏପରି କିଛି…

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନରେ ସାମିଲ ହେଲେ ବଲିଉଡ ଅଭିନେତା ନାନା ପାଟେକର । କୃଷକଙ୍କ ସପକ୍ଷରେ ନାନା ପାଟେକର ବଡ ବୟାନ ଦେଇଛନ୍ତି, ସେ କହିଛନ୍ତି ଯେ, ସରକାରଙ୍କ ଠାରୁ କିଛି ମାଗିବା ଦରକାର ନାହିଁ ବରଂ ଚାଷୀ ଭାଇ ସ୍ଥିର କରନ୍ତୁ ଦେଶରେ କାହାର ସରକାର ଆସିବା ଉଚିତ୍ । ଏବଂ ଠିକ୍ ସରକାର…

ନିର୍ଦ୍ଧାରିତ ସମୟର ୪ଦିନ ପୂର୍ବରୁ ସରିବ ନ୍ୟାୟ ଯାତ୍ରା, ମାର୍ଚ୍ଚ ୧୭ରେ ମୁମ୍ବାଇରେ ହେବ ବିରାଟ ରାଲି

ନୂଆଦିଲ୍ଲୀ: ମାର୍ଚ୍ଚ ୧୬ ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବ କଂଗ୍ରେସର 'ଭାରତ ଯୋଡୋ ନ୍ୟାୟ ଯାତ୍ରା' । ଏହାର ପରଦିନ ଅର୍ଥାତ୍ ମାର୍ଚ୍ଚ ୧୭ରେ, ବିରୋଧୀ ଦଳର ଇଣ୍ଡିଆ ମହାମେଣ୍ଟ ମୁମ୍ବାଇରେ ଏକ ବିଶାଳ ରାଲି କରିବାକୁ ଯାଉଛନ୍ତି। ଇଣ୍ଡିଆ ମହାମେଣ୍ଟର ସମସ୍ତ ନେତା ଏଥିରେ ଭାଗ…

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ମୋଦି-ମୋଦି ସ୍ଲୋଗାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଚାଲିଛି । ଆଜି ଏହି ଯାତ୍ରା ଶାଜାପୁରରେ ପହଞ୍ଚିଥିଲା । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତ ଯୋଡୋ ନ୍ୟାୟ ଯାତ୍ରା ଶାଜାପୁର  ଦେଇ ଯାଉଥିବା ବେଳେ  ରାହୁଲ ଗାନ୍ଧିଙ୍କ…

ଇତିହାସ ରଚିଲା ଫ୍ରାନ୍ସ, ମହିଳାଙ୍କୁ ମିଳିଲା ଗର୍ଭପାତ ଅଧିକାର

ନୂଆଦିଲ୍ଲୀ: ଇତିହାସ ରଚିଲା ଫ୍ରାନ୍ସ । ଫ୍ରାନ୍ସରେ ମହିଳାମାନଙ୍କୁ ମିଳିଲା ଗର୍ଭପାତ ଅଧିକାର । ଏହି ଆଇନ ପ୍ରଣୟନ କରିବାରେ ଫ୍ରାନ୍ସ ଦୁନିଆର ପ୍ରଥମ ଦେଶ ଅଟେ । ୧୯୫୮ ସମ୍ବିଧାନିକ ନିୟମରେ ପରିବର୍ତ୍ତନ କରିଛନ୍ତି ଫ୍ରାନ୍ସର ସଂସଦ। ୨୦୦୮ ମସିହା ପରଠାରୁ ମର୍ଡ ଫ୍ରାନ୍ସ ଡକ୍ୟୁମେଣ୍ଟରେ ଏହା…

ଝାଡ଼ଖଣ୍ଡରେ ପୁଣି ଗଣଦୁଷ୍କର୍ମ, ଜଣେ ଷ୍ଟେଜ୍ ଆର୍ଟିଷ୍ଟଙ୍କୁ ତିନି ସହକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ

ରାଞ୍ଚି: ଝାଡ଼ଖଣ୍ଡର ଦୁମକାରେ ସ୍ପେନର ଜଣେ ମହିଳା ପର୍ଯ୍ୟଟକଙ୍କ ଗଣଦୁଷ୍କର୍ମ ମାମଲା ମନରୁ ଲିଭିନଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଆଉ ଏକ ଘଟଣା। ପଲାମୁ ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ 21 ବର୍ଷିୟ ଯୁବତୀ ଏହି…

୧୭ଟି ସ୍ଥାନରେ ଏନ୍ଆଇଏର ଚଢ଼ାଉ

ବେଙ୍ଗାଲୁରୁ: ୧୭ଟି ସ୍ଥାନରେ ଏନଆଇଏ ଚଢ଼ାଉ ଜାରି ରଖିଛି । ବେଙ୍ଗାଲୁରୁ ଏବଂ ତାମିଲନାଡ଼ୁ ସମେତ ୭ଟି ରାଜ୍ୟରେ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା । ଏନଆଇର ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି । ବେଙ୍ଗାଲୁରୁ ରାମେଶ୍ବରମରେ ଘଟିଥିବା ବିସ୍ଫୋରଣ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ  ଜଡିତ ଥିବା…

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି; କହିଲେ-ତାଙ୍କ ପାଇଁ ଫ୍ୟାମିଲି ଫାଷ୍ଟ, ମୋ ପାଇଁ ନେସନ୍ ଫାଷ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାର ସାଙ୍ଗାରେଡି ଠାରେ ଏକ ସାଧାରଣ ସଭାକୁ ସମ୍ୱୋଧିତ କରି ପରିବାରବାଦ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି,‘‘ ଆଜି ଯେତେବେଳେ ମୋଦି ଆପଣଙ୍କୁ  ଏବଂ ଆପଣଙ୍କ ପରିବାରକୁ  ଦିଆଯାଇଥିବା…

କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି…

ମହଙ୍ଗା ପଡିଲା ରାମ ଚରଣଙ୍କୁ ଇଡଲି ବରା କହିବା, ଏସଆରକେଙ୍କ ଉପରେ ରାଗିଗଲେ ଜେବା

ମୁମ୍ବାଇ: ଧୁମଧାମରେ ସରିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ୩ ଦିନିଆ ପ୍ରି-ୱେଡିଙ୍ଗ ସମାରୋହ । ଏହି ସମାରୋହର ଅନେକ ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଉତ୍ସବର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ମଞ୍ଚ ଉପରେ ଏକାଠି ୩ଖାନ୍ ନୃତ୍ୟ…