Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁବାଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନ ବହୁଳ ରାଷ୍ଟ୍ର ଦୁବାଇରେ ଏକ ବିଶାଳ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ…

ସଂସଦକୁ ‘ନମୋ ହାଟ୍ରିକ’ ଟି-ସାର୍ଟ ପିନ୍ଧି ଆସିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ:ପୁଣି ଦେଶରେ ଆସିବ ମୋଦି ଲହର। ପୁଣି ଚାଲିବ ନରେନ୍ଦ୍ର ମୋଦୀଙ୍କ ଶାସନ। ଯାହାର ପ୍ରମୋସନରେ ଲାଗିପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଶନିବାର ସଂସଦ ଭବନରେ ଅନୁରାଗ ଠାକୁରଙ୍କୁ ନେଇ ବେଶ ଚର୍ଚ୍ଚା। ହେଲେ ତାଙ୍କର କୌଣସି ଭାଷଣ ବା ଘୋଷଣାକୁ ନେଇ ନୁହେଁ। ସେ ଆଜି ପିନ୍ଧି…

ଇମ୍ରାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ପାକିସ୍ତାନ ସେନା: ପରିବାର ଲୋକଙ୍କ ଦାବି

ନୂଆଦିଲ୍ଲୀ: ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗଣନା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରିବାର ସଦସ୍ୟ ଏକ ବଡ ଅଭିଯୋଗ ଆଣିଛନ୍ତି। ପାକିସ୍ତାନ ମୁଖ୍ୟ ତେହେରିକ୍-ଇ-ଇନସାଫ୍ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଭଉଣୀ ଆଲିମା ଗଣମାଧ୍ୟମକୁ କହିଛନ୍ତି ଯେ…

ଫୋନ ନମ୍ୱର ବନ୍ଦ କରିବେ ଏଲନ ମସ୍କ, ଏକ୍ସରେ କରିବେ କଲ୍! 

ନୁୟର୍କ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍‌ଶୀଘ୍ର ଫୋନ ନମ୍ବରକୁ ବନ୍ଦ କରିବେ ବୋଲି ଜଣାପଡିଛି। ସେ ନିଜେ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର ବିନା ଲୋକଙ୍କ ସହ କଥା ହେବେ। ବର୍ତ୍ତମାନ ସେ କେବଳ ଏକ୍ସ ମାଧ୍ୟମରେ…

‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା- ୨୦୨୪’ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: ୫୨ତମ ‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା ୨୦୨୪'କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ପକ୍ଷରୁ ଏହି ପୁସ୍ତକ ମେଳା ଆୟୋଜିତ…

ହଲଦ୍ୱାନୀ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

ଡେରାଡୁନ: ହଲଦ୍ୱାନୀ ହିଂସାର ମାଷ୍ଟରମାଇଣ୍ଡ ଅବଦୁଲ ମଲ୍ଲିକ ପୋଲିସକୁ ଅଟକ ରଖିଛି। ଅବଦୁଲ ମଲିକଙ୍କ ସହ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଅବଦୁଲ ମଲିକ ହେଉଛି ହଲଦ୍ୱାନୀ ଦଙ୍ଗାର ମାଷ୍ଟରମାଇଣ୍ଡ। ଧର୍ମ ନାମରେ ସରକାରୀ ଜମିକୁ ହଡପ କରିବାକୁ ଷଡଯନ୍ତ୍ର କରିଥିଲା ଅବଦୁଲ। ଏହା…

ରାତାରାତି ଗାଁରୁ ଗାଏବ ହୋଇଗଲେ ଲୋକ

ଜୟପୁର: ରାଜସ୍ଥାନର ପର୍ଯ୍ୟଟନ ଏବଂ ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଛୁଟିଥାନ୍ତି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଏକ ଭୂତର ଗ୍ରାମ ଅଛି । ମାନେ ଏହି ଗାଁରେ ଘର ଦ୍ୱାର, ରାସ୍ତାଘାଟ ସବୁ କିଛି ଅଛି ମାତ୍ର ଲୋକ ନାହାନ୍ତି ।…

ଅସୁରକ୍ଷିତ ଆମେରିକା: ଆଉ ଜଣେ ଭାରତୀୟଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି । ଗତ କିଛିଦିନ ଧରି ଆମେରିକାରେ ପ୍ରାୟ ୪ରୁ ଅଧିକ ଭାରତୀୟ ଛାତ୍ର ପ୍ରାଣ ହରାଇଲେଣି। ଏହାରି ଭିତରେ ଓ୍ୱାଶିଂଟନରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆଲେକ୍ସଜାଣ୍ଡାରିଆର ୪୧ ବର୍ଷୀୟ ବିବେକ…

ଭାରତ-ପାକ ସୀମାରେ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ

ନୂଆଦିଲ୍ଲୀ: ପଞ୍ଜାବରେ ଭାରତ-ପାକ ସୀମା ନିକଟରେ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ। ଗୁରୁଦାସପୁର ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛି ଭାରତୀୟ ସୀମା ସୁରକ୍ଷା ବଳ । ଗତକାଲି ରାତିରେ ଏହି ଅପରେସନରେ ସଫଳତା ମିଳିଛି । ଉଦ୍ଧାର ହୋଇଥିବା…

ନିର୍ବାଚନ ପୂର୍ବରୁ ଲଗୁହେବ ସିଏଏ: ଅମିତ ଶାହ

ନୂଆଦିଲ୍ଲୀ:ସାରା ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ ବା ସିଏଏ। ତାହା ବି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ। ଏପରି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଏଥର ଏନଡିଏ ୪୦୦…