Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା ହେଉଛି ସମୟର ଆବଶ୍ୟକତା: ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ଆର୍ଯ୍ୟ ସମାଜ ପ୍ରତିଷ୍ଠାତା ସ୍ବାମୀ ଦିନାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ଗୁଜୁରାଟ ମୋର୍ବି ଜିଲ୍ଲାର ଟଙ୍କାରରେ ଆୟୋଜିତ ହୋଇଛି । ଏହି ଅବସରରେ ଏକ ଡିଜିଟାଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆୟୋଜିତ ଏହି ସମ୍ମିଳନୀରେ…

ବରଫ ହୋଇଗଲା ଶେଶନାଗ ହ୍ରଦ, ଚମକାଇ ଦେବ ଏହି ହ୍ରଦର ଚମତ୍କାରିତା

ଜାମ୍ମୁ: ସମୁଦ୍ର ପତ୍ତନଠାରୁ ୧୧,୮୭୦ ଫୁଟ ଉଚ୍ଚରେ ଅବସ୍ଥିତ ଶେଶନାଗ ହ୍ରଦ ଏକ ଅତ୍ୟନ୍ତ ପବିତ୍ର ଏବଂ ପ୍ରାଚୀନ ହ୍ରଦ | ଏହା ପହଲଗାମ ଠାରୁ ୧୦ କିଲୋମିଟର ଦୂରରେ ଏବଂ ଅମରନାଥ ଗୁମ୍ଫା ରାସ୍ତାରେ ଅବସ୍ଥିତ | ଆଜିକାଲି ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶର ପର୍ବତରେ ପ୍ରବଳ ତୁଷାରପାତ…

ସାମ୍ନାକୁ ଆସିଲା ସେହି ଛେଣି-ହାତୁଡିର ଚିତ୍ର, ଯେଉଁଥିରେ ତିଆରି ହୋଇଥିଲା ପ୍ରଭୁ ରାମଲାଲାଙ୍କ ଆଖି

ନୁଆଦିଲ୍ଲୀ: ଯେତେବେଳେ ବି କୌଣସି ଦେବୀ-ଦେବତାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ହୁଏ ତ ସେହି ବିଗ୍ରହଙ୍କ ନେତ୍ରର ବିଶେଷ ମହତ୍ଵ ରହିଥାଏ । ସେଥିପାଇଁ ପ୍ରାଣପ୍ରତିଷ୍ଠା ପୂର୍ବରୁ ବିଗ୍ରହଙ୍କ ଚକ୍ଷୁକୁ ଘଡାଇ ରଖାଯାଏ ଏବଂ ଶେଷରେ ଦର୍ପଣ ଦେଖାଇ ନେତ୍ର ମିଳନ କରାଯାଏ । ଦେବୀ ଦେବତାଙ୍କ…

ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇଁ ଡ୍ରାଇଭରଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର: ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବହୁ ଧନ ଜୀବନ ନଷ୍ଟ ହେଉଛି । ଦୁଘର୍ଟଣା ରୋକିବା ପାଇଁ ବହୁ ପଦକ୍ଷେପ ନିଆଯାଉଛି । ସରକାର ଓ ପ୍ରଶାସନ ପକ୍ଷରୁ ବହୁ ସଚେତନ କରାଯାଉଛି । ଏହା ସତ୍ତ୍ୱେ ମଧ୍ୟ ଦୁଘର୍ଟଣା ସଂଖ୍ୟା ହ୍ରାସ ପାଉନାହିଁ । କିଛି ଲୋକଙ୍କ…

ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଅବସର ଭାରତର ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଦେଶକୁ ଦିଗଦର୍ଶନ ଦେବାରେ…

ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ, ଘେରିବେ ଦିଲ୍ଲୀ !

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଚାଷୀମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଏଥିପାଇଁ ରବିବାର ଠାରୁ ହରିଆଣାର ସାତୋଟି ଜିଲ୍ଲାରେ ତିନି ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଜିଲ୍ଲା ପଞ୍ଜାବର…

ଖୁବଶୀଘ୍ର ଚନ୍ଦ୍ରକୁ ଯିବେ ଭାରତୀୟ ମହାକାଶଚାରୀ: ISRO

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଆଗେଇ ଚାଲିଛି ଇସ୍ରୋ। ତେବେ ଖୁବଶୀଘ୍ର ଚନ୍ଦ୍ରକୁ ଭାରତୀୟ ମହାକାଶଚାରୀଙ୍କୁ ପ୍ରେରଣ କରାଯିବ। ଇସ୍ରୋର ଚନ୍ଦ୍ରାୟନ -୩ ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ପି ଭେରାମୁଥୁଭେଲ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୩୫ ସୁଦ୍ଧା ନିଜର ସ୍ପେସ୍ ଷ୍ଟେସନ…

ମେଡିକାଲ ଛାତ୍ର ହଷ୍ଟେଲରେ ରହିବା ବାଧ୍ୟତାମୂଳକ ନୁହେଁ: ଏନଏମସି

ନୂଆଦିଲ୍ଲୀ: ମେଡିକାଲ ଛାତ୍ର ହଷ୍ଟେଲରେ ରହିବା ବାଧ୍ୟତାମୂଳକ ନୁହେଁ। ଏପରି କରିବାକୁ ବାଧ୍ୟ କଲେ ସଂପୃକ୍ତ ମେଡିକାଲ କଲେଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ନ୍ୟାସନାଲ ମେଡିକାଲ କମିଶନ ସ୍ନାତକୋତ୍ତର (ପିଜି) ଛାତ୍ରମାନଙ୍କୁ ମହଙ୍ଗା ହଷ୍ଟେଲରେ ରହିବାକୁ ବାଧ୍ୟ କରିବା…

ପିଆଜ କଟାକୁ ନେଇ ପ୍ରେମିକାଙ୍କୁ ଛୁରି ଭୁସିଦେଲେ ପ୍ରେମିକ

ଓ୍ବାଶିଂଟନ୍‌: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ । ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ବୃଦ୍ଧ ପ୍ରେମିକ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ପ୍ରେମିକ ହେଉଛନ୍ତି ଚାର୍ଲସ । ମୃତକ ମହିଳା ହେଲେ ମାର୍ସିଆ…

ଦୁବାଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନ ବହୁଳ ରାଷ୍ଟ୍ର ଦୁବାଇରେ ଏକ ବିଶାଳ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ…